ସୁନା ଚେନ୍ ଲୁଟେରା ଗ୍ୟାଙ୍କକୁ ଧରିଲା ଜୟପୁର ପୋଲିସ : ମାଷ୍ଟରମାଇଣ୍ଡ ସହ ୪ଗିରଫ
ଜୟପୁର: ସୁନା ଚେନ ଲୁଟେରା ଗ୍ୟାଙ୍କକୁ ଧରିଲା ପୋଲିସ । ୪ଟି ସୁନା ଚେନ୍ ସହ ଚୋରିରେ ବ୍ୟବହୃତ ୪ଟି ମୋବାଇଲ, ମଟର ସାଇକଲକୁ ଜୟପୁର ପୋଲିସ ଜବତ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ ସୁବାଷ ହରିଜନ , ନରେନ୍ଦ୍ର ମାଛ, ଅଭି ହରିଜନ ଏବଂ ହେମନ୍ତ ନାଗ । ମାଷ୍ଟର ମାଇଣ୍ଡ ସୁବାଷ ହରିଚନର ଘର…