ଆଖି ଝଲସିଲା ପରି ପିଆନୋ ଆକୃତିର ଗ୍ଲାସ ବିଲ୍ଡିଂ
ଚୀନ: ବିଶ୍ୱରେ ଏମି୍ତି କିଛି ସୁଦୃଶ୍ୟ ଅଟ୍ଟାଳିକା ନିର୍ମାଣ କରାଯାଇଛି, ଯାହାର ସୂକ୍ଷ୍ମ କାରିଗରି ବିଶ୍ୱବାସୀଙ୍କୁ ଚମକୃତ କରି ଆସୁଛି । ଚୀନର ହୁଇନାନ୍ ସହରର ଶାନନ ଜିଲାରେ ରହିଛି ଆଖି ଝଲସିଲା ପରି ପିଆନୋ ଆକୃତିର ଏକ ଗ୍ଲାସ ବିଲ୍ଡିଂ । ଯାହାକୁ ଦେଖିବାକୁ ପ୍ରତ୍ୟେକ ଦିନ ହଜାର ହଜାର…