ଆଜି ‘ଇଣ୍ଡିଆ’ର ତୃତୀୟ ବୈଠକ: ଘୋଷଣା ହୋଇପାରେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀଙ୍କ ନାଁ
ନୂଆଦିଲ୍ଲୀ: ଆଜି ବିରୋଧୀ ମେଣ୍ଟ ଇଣ୍ଡିଆାର ତୃତୀୟ ବୈଠକ ମୁମ୍ବାଇରେ ଆରମ୍ଭ ହୋଇଯାଇଛି । ୨୦୨୪ ଲେକା ସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଏହି ବୈଠକ ବେଶ ଗୁରୁତ୍ୱପୂର୍ଣ୍ଣ । ୨୮ ଦଳ, ୬୨ ନେତା । ତାଭିତରୁ କିଏ ହେବ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ? ଏ ନେଇ ଆଜି ଦଳ ପକ୍ଷରୁ ଘୋଷଣା …