ରାକ୍ଷୀ ପୂର୍ଣ୍ଣିମାରେ ରିଲିଜ୍ ହେଲା ମ୍ୟୁଜିକ୍ ଭିଡିଓ “ଏଇ ରାକ୍ଷୀ ହେଲା ସାକ୍ଷୀ ଯୁଗ ଯୁଗର”
ଭୁବନେଶ୍ୱର: ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ବର୍ଷା କ୍ରିଏସନ୍ ପକ୍ଷରୁ ରିଲିଜ୍ ହୋଇଛି ଓଡିଆ ମ୍ୟୁଜିକ୍ ଭିଡିଓ "ଏଇ ରାକ୍ଷୀ ହେଲା ସାକ୍ଷୀ ଯୁଗ ଯୁଗର’ । ଏହି ଅବସରରେ ଏହାର ଏକ ସିଡି ମଧ୍ୟ ଉନ୍ମୋଚନ କରାଯାଇଥିଲା । ମ୍ୟୁଜିକ୍ ଭିଡ଼ିଓରେ ଚଳିତବର୍ଷ ରଜ କୁଇନ୍ର ପ୍ରଥମ ରନର୍ସଅପ୍…