ସକାଳେ ପୁତୁରାକୁ ଦଳର ନେତା ମାନିଲେ ଶରଦ, ସଂଧ୍ୟାରେ ପଲଟିଗଲେ
ମୁମ୍ବାଇ: ଏନସିପିର ରାଜନୀତି ଚର୍ଚ୍ଚାରେ। ସ୍ଥିତି ଏପରି ଯେ ଶରଦ କେଉଁ ପଟରେ ତାହା କହିବା ମୁସକିଲ। ଶୁକ୍ରବାର ସକାଳେ ଦଳର ପ୍ରତିଷ୍ଠାତା ଶରଦ ପାୱାର କହିଲେ ଦଳରେ ବିଭାଜନ ନାହିଁ। ଅଜିତ ପାଓ୍ବାର ଆମର ନେତା। ହେଲେ ଏହାକୁ ନେଇ ରାଜନୀତିକ ବୟାନବାଜି ସରଗରମ ହେବା ପରେ ସଂଧ୍ୟାରେ ସେ ନିଜ…