Latest Odisha News

BREAKING NEWS

Yearly Archives

2023

ଚନ୍ଦ୍ରପୃଷ୍ଠରେ ୨ଟି ନାଁ ତ୍ରିରଙ୍ଗା ପଏଣ୍ଟ ଓ ଶିବଶକ୍ତି: ଗୋଟିଏ ସଫଳତାର ପ୍ରେରଣା, ଅନ୍ୟଟି ସଫଳତା

ନୂଆଦିଲ୍ଲୀ: ଜହ୍ନରେ ଯେଉଁ ସ୍ଥାନରେ ଚନ୍ଦ୍ରଯାନ ତାର ପ୍ରଥମ ପାଦ ରଖିଥିଲା ତାର ନାମକରଣ କରାଯାଇଛି । ନାମକରଣ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏହି ସ୍ଥାନର ନାମ ଶିବଶକ୍ତି ରଖାଗଲା ବୋଲି ପ୍ରଧାନମନ୍ତ୍ରୀ ନିଜେ ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଦୁଇ ଦେଶ ଭ୍ରମଣ ପରେ…

ଆଜି ପୁଣି ଗଞ୍ଜାମ ଗସ୍ତରେ ଯିବେ ଫାଇଭ୍-ଟି ସଚିବ , ବିଭିନ୍ନ ବିକାଶ ପ୍ରକଳ୍ପର କରିବେ ସମୀକ୍ଷା

ଗଞ୍ଜାମ: ଆଜି ଦ୍ୱିତୀୟ ଦିନରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ବିକାଶ ପ୍ରକଳ୍ପର ସମୀକ୍ଷା କରିବେ ଫାଇଭ୍-ଟି ସଚିବ । ଭିକେ ପାଣ୍ଡିଆନ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର, ସୋରାଡ଼ା ପରେ ପୋଲସରାରେ ଆୟୋଜିତ କାର୍ଯ୍ୟକ୍ରମରେ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି । ଏହା ପରେ ଖଲିକୋର୍ଟ ଗସ୍ତ କରିବାର…

ମଦୁରାଇ ଏକ୍ସପ୍ରେସରେ ନିଆଁ : ୮ ଯାତ୍ରୀ ଜୀବନ୍ତ ଦଗ୍ଧ , ୨୦ରୁ ଉର୍ଦ୍ଧ୍ବ ଆହତ

ତାମିଲନାଡୁ :  ଟ୍ରେନରେ ବଡଧରଣର ଅଗ୍ନିକାଣ୍ଡ । ତାମିଲନାଡୁ ମଦୁରାଇରେ ପୁଣି ବଡ ଧରଣର ଅଘଟଣ ଘଟିଛି  । ପୁନାଲୁର-ମଦୁରାଇ ଏକ୍ସପ୍ରେସରେ ନିଆଁ ଲାଗି ୮ ଜଣ ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି  । ଆଗକୁ ମୃତାହତଙ୍କ ସଂଖ୍ୟା ଆହୁରି ବଢିବାର ଆଶଙ୍କା କରାଯାଉଛି  । ୨୦ରୁ ଉର୍ଦ୍ଧ୍ବ ଲୋକ…

ଅଗଷ୍ଟ ୨୩ ଜାତୀୟ ମହାକାଶ ଦିବସ : ଚନ୍ଦ୍ରାବତରଣକୁ ମନେ ରଖିବାକୁ ଘୋଷଣା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ବିଦେଶରୁ ଫେରି ସିଧାସଳଖ ବେଙ୍ଗାଲୁରୁ ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସକାଳ ପ୍ରାୟ  ୭ଟା ୧୫ ମିନିଟରେ ବେଙ୍ଗାଲୁରୁ ସ୍ଥିତ ଇସ୍ରୋ ଟେଲିମେଟ୍ରି ଟ୍ରାକିଂ ଆଣ୍ଡ କମାଣ୍ଡ ନେଟୱାର୍କ ପରିଦର୍ଶନ କରିଛନ୍ତି। ବେଙ୍ଗାଳୁରୁ ସ୍ଥିତ ଇସ୍ରୋ ମୁଖ୍ୟାଳୟରେ ପହଞ୍ଚି…

କବିତା : ବିଶେଷ ଦ୍ରଷ୍ଟବ୍ୟ

ମୌସୁମୀ ଦାସ୍  ଛୋଟ ବଡ଼ ଓ ଉପଖବରମାନଙ୍କ ଭିଡ଼ ଭିତରୁ ଥରେ ଥରେ ଆଖି ଓଟାରିଯାଏ ଖୁବ୍ ଛୋଟ ଧାଡ଼ିକିଆ ହରଫ୍ ଆଡ଼କୁ ବିଜୁଳିଟେ ଆକସ୍ମିକ ଚିକ୍ ମାରିଲା ପରି ସେଇ ହିଁ ଥାଏ ମୂଳଖବର ସାରାଦିନ ଆଲୋଚନା ପାଇଁ। ସହର ଭର୍ତ୍ତି ଧୁନ୍ଧୁଳିଆ ଅନ୍ଧାରକୁ ଘେରି କଳାକାରବାରର ବଳୟ ଖୋଲା…

ଆସୁଛି ଆଉ ଏକ ଲଘୁଚାପ : ଆଜି ଓ କାଲି ରାଜ୍ୟରେ ପ୍ରବଳ ବର୍ଷିବ !

ଭୁବନେଶ୍ୱର : ରାଜ୍ୟରେ ସକ୍ରିୟ ରହିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଆଜି ସକାଳ ୮ଟା ୩୦ ପର୍ଯ୍ୟନ୍ତ ପ୍ରବଳ ବର୍ଷା ନେଇ ୭ଟି ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି  । ତେବେ ଏସବୁ ଜିଲ୍ଲା ଗୁଡିକ ହେଉଛି ମୟୂରଭଞ୍ଜ, ବାଲେଶ୍ବର, କେନ୍ଦୁଝର, ଅନୁଗୁଳ, କୋରାପୁଟ , ରାୟଗଡ଼ା ଓ…

ପଥର ବ୍ଲାଷ୍ଟିଂ ବେଳେ ଦୁଇ ଶ୍ରମିକଙ୍କ ମୃତ୍ୟୁ ଘଟଣା: ୫୦ ହଜାର ଲେଖାଏଁ କ୍ଷତିପୂରଣ ପ୍ରଦାନ

ମୋହନା: ଗଜପତି ଜ଼ିଲ୍ଲା ମୋହନା ଥାନା ବନ୍ଧାଗୁଡା ଗ୍ରାମ ନିକଟରେ ଅଭାବନୀୟ ଘଟଣା ଘଟିଛି  । ପଥର ବ୍ଲାଷ୍ଟିଂ ବେଳେ ଚାପି ହୋଇ ଦୁଇ ଶ୍ରମିକ ମୃତ୍ୟୁବରଣ କରିଛନ୍ତି  । ମୃତ ଶ୍ରମିକ ଦୁଇ ଜଣ ହେଲେ ରମ୍ଭା ଥାନା ଝରଡ଼ି ରାଧାଗୋବିନ୍ଦପୁର ଗାଁର ନାରାୟଣ ନାହକ ଏବଂ ମଧୁରଛୁଆ ଗାଁର ବିଷ୍ଣୁ…

ଭାଷା ଭାଗବତ : ସ୍ବଭାଷାର ଧ୍ବଜା

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଆଗ୍ରହୀ ପାଠକଂକ ମତ 'ଭାଷା ଭାଗବତ'ରେ ଯୁକ୍ତ ଏ ନୁହେ ମୋର ଆତ୍ମାଳାପ ଅଥବା ନିରୀହ ବିଳାପ ନୁହେ ସତ୍ୟର ଅପଳାପ ଅଥବା ଦାଂଭିକ ପ୍ରଳାପ ଅଛି ସାମାନ୍ୟ ମନସ୍ତାପ ଭରସା ରହିଛି ଅମାପ ତେଣୁ ହୋଇନି ଅତି କ୍ଳାଂତ ଚଳାଇ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ପାଞ୍ଚରାତ୍ର

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ମହିମା ସମ୍ବଳିତ ତତ୍ତ୍ୱ ଓ ତଥ୍ୟ ପରିବେଷଣ କରୁ କରୁ ମନରେ ଆସିଲା ପ୍ରଭୁଙ୍କର ପୂଜା ପଦ୍ଧତି କିଛି ଜାଣିବା ଆବଶ୍ୟକ। କାରଣ ନାନା ମୁନିଙ୍କ ନାନା ମତ ପରି ପୃଥିବୀର…

ବିଧାୟକଙ୍କୁ ଫାଇଭ ଟି ସଚିବଙ୍କ ସମାଲୋଚନା, ପିସିସି ସଭାପତି କହିଲେ ନିନ୍ଦନୀୟ

ଭୁବନେଶ୍ୱର: ଜଣେ ସରକାରୀ କର୍ମଚାରୀ ହୋଇ ନିର୍ବାଚିତ ପ୍ରତିନିଧିଙ୍କ ବିରୋଧରେ ବୟାନ ଦେବା ନିନ୍ଦନୀୟ। ପିସିସି ସଭାପତି ଫାଇଭ ଟି ସଚିବ ଭେ କେ ପାଣ୍ଡିଆନ ଗଂଜାମ ଗସ୍ତ ବେଳେ ପରୋକ୍ଷରେ ଗୋପାଳ ବିଧାୟକଙ୍କୁ ବିଶ୍ବାସଘାତକଙ୍କୁ ମା ତାରିଣୀ କ୍ଷମା ଦେବେନି ବୋଲି କହିବା ଉପରେ…