Latest Odisha News

BREAKING NEWS

Yearly Archives

2023

ଆଜିଠୁ ବଢ଼ିବ ବର୍ଷା; ୨୫ରେ ଘୂର୍ଣ୍ଣିବଳୟ, ଲଘୁଚାପ ଆଶଙ୍କା

ଭୁବନେଶ୍ୱର: ୨୫ ତାରିଖରେ ସୃଷ୍ଚି ହେବ ଆଉ ଏକ ଘୂର୍ଣ୍ଣିବଳୟ। ଫଳରେ ଆଜିଠାରୁ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ। ଦୁଇ ଦିନ ପର୍ଯ୍ୟନ୍ତ କିଛି ଜିଲ୍ଲାରେ ପ୍ରବଳ ବର୍ଷା ଆଶଙ୍କା ଥିବା ବେଳେ ୨୫ରୁ ବର୍ଷାର ପ୍ରକୋପ ଆହୁରୀ ବୃଦ୍ଧି ପାଇବ। ଏନେଇ ସୂଚନା ଦେଇଛି ଭୁବନେଶ୍ୱର ଆଞ୍ଚଳିକ…

କୌଣସି ପ୍ରକାରର ଭିଡ଼ ହିଂସାରେ ଭାଗ ନେଲେ ଆଇନ ଅନୁଯାୟୀ ମିଳିବ କଠୋର ଦଣ୍ଡ

ଭୁବନେଶ୍ୱର: ଭିଡ ହିଂସା ଏକ ଅପରାଧ ଏବଂ ସେଥିରେ ଯେଉଁ ବ୍ୟକ୍ତି ଭାଗ ନିଅନ୍ତି ତାହା ମଧ୍ୟ ବଡ଼ ଅପରାଧ। ଜଣେ ବ୍ୟକ୍ତି କୌଣସି ପ୍ରକାରର ଭିଡ ହିଂସାରେ ଭାଗ ନିଏ ତେବେ ତାକୁ ଆଇନ ଅନୁଯାୟୀ ଦଣ୍ଡ ମିଳିବ। ଏନେଇ ଓଡ଼ିଶା ପୋଲିସ ପକ୍ଷରୁ ଏକ ସୂଚନା ଦିଆଯାଇଛି। ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ…

ଜନ୍ମ ଦିନରେ ଘୋଷଣା ହେଲା ଚିରଞ୍ଜୀବୀଙ୍କ ଫିଲ୍ମ ମେଗା ୧୫୭

ମାଡ୍ରାସ: ଦକ୍ଷିଣ ଭାରତ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ଚିିରଞ୍ଜୀବୀଙ୍କ ଜନ୍ମ ଦିନରେ ପ୍ରଶଂସକଙ୍କୁ ଖୁସି ଖବର ମିଳିଛି । ଏହି ଦିନ ତାଙ୍କର ନୂଆ ଫିଲ୍ମ ମେଗା ୧୫୭ର ଘୋଷଣା ହୋଇଛି । ୟୁଭି କ୍ରିଏଶନ ଏହି ଫିଲ୍ମ ପ୍ରସ୍ତୁତ କରୁଛି । ଏହା ଏକ ଫାଂଟାସି ଫିଲ୍ମ ହେବ ବୋଲି ଅନୁମାନ କରାଯାଉଛି ।…

ଡିଆଇଜି ପତ୍ନୀଙ୍କ ନିର୍ଯାତନା ସହି ନ ପାରି ହୋମଗାର୍ଡଙ୍କ ଆତ୍ମହତ୍ୟା ଉଦ୍ୟମ; ସଫେଇ ଦେଲେ ଡିଆଇଜି

ଭୁବନେଶ୍ୱର:ବଢିଲା ଡିଆଇଜିଙ୍କ ଅଡୁଆ । ଆତ୍ମହତ୍ୟା ଉଦ୍ୟମ କରିଥିବା ମହିଳା ହୋମଗାର୍ଡଙ୍କ ବୟାନ ଡିଆଇଜିକୁ ବିବାଦ ଭିତରେ ଫସାଇ ଦେଇଛି । ଅବଶ୍ୟ ହୋମଗାର୍ଡଙ୍କ ଏପରି ଅଭିଯୋଗକୁ ଡିଆଇଜି ଖଣ୍ଡନ କରିଛନ୍ତି । ଏପରି ଅଭିଯୋଗ ଭୁଲ । ତାଙ୍କ କୌଣସି ନିର୍ଯାତନା ଦେଇ ନାହାନ୍ତି ବରଂ ତାଙ୍କୁ…

ଗଦର ୨ ସଫଳତା ପରେ ସନୀଙ୍କ ମନ ବଦଳିଲା, ଆଉ ଲଢ଼ିବେନି ନିର୍ବାଚନ

ମୁମ୍ବାଇ: ଗଦର ୨ର ସଫଳତା ଅଭିନେତା ସନୀ ଦେଓଲଙ୍କ ମନ ବଦଳାଇ ଦେଇଛି । ଏପରିକି ସେ ୨୦୨୪ ଲୋକସଭା ନିର୍ବାଚନ ଲଢ଼ିବେ ନାହିଁ ବୋଲି ଘୋଷଣା କରିଛନ୍ତି । ଅଭିନେତା ଓ ରାଜନେତା ୨ଟି ଯାକ କାର୍ଯ୍ୟ ଏକକାଳୀନ କରିବା ସମ୍ଭବପର ନୁହେଁ ବୋଲି ସେ କହିଛନ୍ତି । ଜଣେ ଅଭିନେତା ଭାବେ ମୁଁ ଦର୍ଶକଙ୍କ…

କେମୋଥେରାପୀ ବେଳେ କେଶ ଝଡେ କାହିଁକି ? ଆସନ୍ତୁ ଜାଣିବା..

ମୁମ୍ବାଇ: କ୍ୟାନସର ଏକ ଗମ୍ଭୀର ଏବଂ ମାରାତ୍ମକ ରୋଗ । ଯଦି ଉଚିତ ସମୟରେ ଏହି ରୋଗର ଚିକିତ୍ସା ନକରାଯାଏ ତେବେ ଏହା ମଣିଷ ଶରୀର ପାଇଁ ଘାତକ ସାବ୍ୟସ୍ତ ହୋଇପାରେ । କେମୋଥେରାପୀ କ୍ୟାନସର ଚିକିତ୍ସାର ଏକ ପ୍ରଭାବୀ ଓ ପ୍ରଚଳିତ ଉପାୟ ।କ୍ୟାନସର ଚିକିତ୍ସା ସମୟରେ ଅଧିକାଂଶ ଲୋକଙ୍କର କେଶ ଝଡିଥାଏ…

ଆନ୍ଧ୍ର-ଓଡିଶା ସୀମାରେ ବୁଲୁଛି ମହାବଳ, ଭିଡିଓ ଭାଇରାଲ

ରାୟଗଡା: ଆନ୍ଧ୍ର-ଓଡ଼ିଶା ସୀମାରେ ବୁଲୁଛି ମହାବଳ ବାଘ  ।  ସାମ୍ନାକୁ ଆସିଲା ରାସ୍ତା ଉପରେ ବାଘ ବୁଲୁଥିବାର ଭିଡିଓ । ଯାହାକୁ ନେଇ ରାୟଗଡ଼ା ଗୁଣୁପୁର ଅଞ୍ଚଳରେ ଆତଙ୍କ  ସୃଷ୍ଟି ହୋଇଛି । ଗୁଣପୁର ବ୍ଳକର ଅଳ୍ପ ଦୂରରେ ବାଘ ବୁଲୁଥିବା କୁହାଯାଉଛି । ଆନ୍ଧ୍ରର ଶ୍ରୀକାକୁଲମ୍ ଜିଲ୍ଲା ଭାମିନି…

ଆଖି ବୁଜିଲେ ସ୍ୱାଧୀନତା ସଂଗ୍ରାମୀ ମକର ଚରଣ ଦାସ

କଟକ: ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ମକର ଚରଣ ଦାସ ଆଉ ନାହାନ୍ତି । ୯୯ ବର୍ଷ ବୟସରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ଆଜି ସକାଳ ପ୍ରାୟ ୬.୪୦ରେ କଟକ ବଡ ମେଡିକାଲରେ ତାଙ୍କର ବୟୋଗ ଘଟିଛି । ସେ କିଛି ଦିନ ହେବ  ବାର୍ଦ୍ଧକ୍ୟ ଜନିତ ଅସୁସ୍ଥତା ଯୋଗୁଁ କଟକ ଏସ୍‌.ସି.ବି ମେଡିକାଲ କଲେଜ…

ଲୁନା ୨୫ କ୍ରାଶ ହେବା ପରେ ଡାକ୍ତରଖାନାରେ ଭର୍ତି ହେଲେ ବୈଜ୍ଞାନିକ ମିଖାଇଲ ମାରେବେ

ମସ୍କୋ: ରୁଷର ଚନ୍ଦ୍ର ଅଭିଯାନକୁ ଶକ୍ତ ଧକ୍କା ଲାଗିଛି । ଲୁନା-୨୫ ଚନ୍ଦ୍ରରେ କ୍ରାଶ ହେବା ଫଳରେ ଏଥିସହ ଜଡିତ ବୈଜ୍ଞାନିକମାନେ ଭାଙ୍ଗି ପଡିଛନ୍ତି । ଏପରିକି ୯୦ ବର୍ଷୀୟ ବୈଜ୍ଞାନିକ ତଥା ଆଷ୍ଟ୍ରୋନମର ମିଖାଇଲ ମାରୋବ ସ୍ୱାସ୍ଥ୍ୟାବସ୍ଥା ବିଗିଡି ଯାଇଛି ଏବଂ ତାଙ୍କୁ ଡାକ୍ତରଖାନାରେ ଭର୍ତି…