Latest Odisha News

BREAKING NEWS

Yearly Archives

2023

ମୁଖ୍ୟମନ୍ତ୍ରୀ ଏସ୍‌‌ଆର୍‌‌ଆଇଏମ୍‌‌ ଯୋଜନା ଆରମ୍ଭ, ୧୦ ଲକ୍ଷ ଟଙ୍କା ଋଣ ଉପରେ ୧୦୦% ଅର୍ଥ ଫେରସ୍ତ

ଭୁବନେଶ୍ୱର: ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍‌‌ଏସ୍‌‌ଏମ୍‌‌ଇ) କ୍ଷେତ୍ରର ଆହୁରି ସମୃଦ୍ଧି ଆଣିବା ଲକ୍ଷ୍ୟରେ ରାଜ୍ୟ ସରକାର ଆରମ୍ଭ କରିଛନ୍ତି, ‘ଚିଫ୍‌‌ ମିନିଷ୍ଟର୍ସ ସ୍କିମ୍‌‌ ଫର୍ ରିମ୍ବର୍ସମେଣ୍ଟ ଅଫ୍‌‌ ଇଣ୍ଟ୍ରେଷ୍ଟ ଟୁ ଏମ୍‌‌ଏସ୍‌‌ଏମଇ (ସିଏମ୍‌‌-ଏସ୍‌‌ଆରଆଇଏମ୍‌‌) ଯୋଜନା।…

ମହିଳା ହୋମଗାର୍ଡ ଆତ୍ମହତ୍ୟା ଉଦ୍ୟମ ମାମଲା : ରାଜ୍ୟ ମୁଖ୍ୟାଳୟକୁ ବଦଳି ହେଲେ ଡିଆଇଜି ବ୍ରିଜେଶ ରାଏ

ଭୁବନେଶ୍ୱର: ମହିଳା ହୋମଗାର୍ଡ ଆତ୍ମହତ୍ୟା ଉଦ୍ୟମ ମାମଲାରେ ଫସିଲେ  ଆଇପିଏସ ବ୍ରିଜେଶ ରାଏ । ହୋମଗାର୍ଡଙ୍କ ଅଭିଯୋଗ ପରେ ହେଲା ଉତ୍ତର କେନ୍ଦ୍ରାଞ୍ଚଳ  ଡିଆଇଜିଙ୍କ ବଦଳି ।  ଅନୁଗୁଳର ଡିଆଇଜିରୁ ବ୍ରିଜେଶ ରାଏ ଆସିଲେ ରାଜ୍ୟ ପୋଲିସ ମୁଖ୍ୟାଳୟକୁ  ।  ଡିଆଇଜିଙ୍କ ଘରେ କାର୍ଯ୍ୟରତ ମହିଳା…

ଭାରତ ନୂତନ କାର୍ ମୂଲ୍ୟାୟନ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ନୀତିନ ଗଡ଼କରୀ

ନୂଆଦିଲ୍ଲୀ: କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଆଜି ନୂଆଦିଲ୍ଲୀଠାରେ ଭାରତ ନୂତନ କାର୍ ମୂଲ୍ୟାୟନ କାର୍ଯ୍ୟକ୍ରମ (ଭାରତ ଏନସିଏପି)ର ଶୁଭାରମ୍ଭ କରିଛନ୍ତି। ଭାରତରେ ୩.୫ ଟନ୍ ଓଜନ ବିଶିଷ୍ଟ ଯାନର ସୁରକ୍ଷା ମାନ ବୃଦ୍ଧି କରି ସଡ଼କ ନିରାପତ୍ତା ସୁନିଶ୍ଚିତ କରିବା…

ହାରିଲା ଦାରିଦ୍ର୍ୟ, ଜିତିଲା ସ୍ୱପ୍ନ: ଏବେ ଦାଦନ ହେବେ ଡାକ୍ତର

ରାୟଗଡ଼ା: ହାରିଲା ଦାରିଦ୍ର୍ୟ । ଜିତିଲା ଦୃଢ ଇଛାଶକ୍ତି । ସବୁ ବାଧାବିଘ୍ନ ସତ୍ତ୍ୱେ ସେ ପହଞ୍ଚିଲେ ନିଜ ଲକ୍ଷ୍ୟସ୍ଥଳରେ  । ଏବେ ହାତମୁଠାରେ ସ୍ୱପ୍ନ ।  ଯେଉଁ ଅଭାବ ତାଙ୍କ ପାଦର ବେଡ ଥିଲେ ସେ ହିଁ ତାଙ୍କୁ ରାସ୍ତା ଦେଖାଇଲା । ପ୍ରେରଣା ଦେଲା । ଏବେ ସ୍ୱପ୍ନକୁ ସାକାର କରିବା ପାଇଁ ମାତ୍ର…

ସ୍ୱଳ୍ପ ଗଳ୍ପ : ରାଜାଙ୍କ ହସ

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୮୦  ହସର ଏକ ସତ୍ତାପରକ ପରିଭାଷା ରହିଛି ଏବଂ ଏହାକୁ ନେଇ ଆମର ସମ୍ଭବତଃ କାହାର କୌଣସି ହୁଏତ ସେମିତି ସନ୍ଦେହ ନଥିବ। ଅବଶ୍ୟ ଅକାରଣରେ ସବୁବେଳେ ହସୁଥିବା ଏବଂ ଯେତେବେଳେ ଯାହା ଘଟୁଛି ତାହାର ସମର୍ଥନରେ ମୁଣ୍ଡ ଟୁଙ୍ଗାରି…

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ସାକ୍ଷାତ କଲେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ଛାତ୍ରଛାତ୍ରୀ

ନୂଆଦିଲ୍ଲୀ: ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ସାକ୍ଷାତ କଲେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ (ଇଏମଆରଏସ୍) ର ଛାତ୍ରଛାତ୍ରୀ। ଏହାସହ ବିଦ୍ୟାର୍ଥୀମାନେ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ଏବଂ ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ ରାଷ୍ଟ୍ରୀୟ ଶିକ୍ଷା ସମିତି (ଏନଇଏସଟିଏସ୍) ଦ୍ୱାରା…

ପୁସ୍ତକ ପରିଚୟ : ଷଠୀରୁ ଷାଠିଏ

ରାଜ କିଶୋର ମହାପାତ୍ରଙ୍କ ସମୀକ୍ଷା ବାସନ୍ତୀ ଦାସଙ୍କ ଆତ୍ମଜୀବନୀ "ଷଠୀରୁ ଷାଠିଏ" ଏକ ସୂକ୍ଷ୍ମ ଆକଳନ ପ୍ରଥମ ପ୍ରକାଶ ‐ ୨୦୨୩ ପ୍ରକାଶକ ‐ ଶିଳାଶ୍ରୀ ପବ୍ଲିକେଶନ୍ସ, ଭୀମଟାଙ୍ଗି, ଭୁବନେଶ୍ବର ଯୋଗାଯୋଗ ‐ ୯୮୫୩୯୯୩୯୯୩ ପୃଷ୍ଠା ‐ ୨୦୮, ମୂଲ୍ୟ ‐ ଟ.୨୫୦/- ମାତ୍ର  ଜୀବନରେ ବେଶ୍…

ଲାଲଗଡରେ ଲାଗିଲା ଲାଲ୍ ବ୍ୟାନର, ଚିନ୍ତାଗୁଡ଼ା ଡ୍ୟାମ ନିର୍ମାଣକୁ ବିରୋଧ

ରାୟଗଡ଼ା: ଦୀର୍ଘ ଦିନର ନିରବତା ପରେ ଆଜି ପୁଣି ଥରେ ନିଜ ସ୍ଥିତିକୁ ଜାହିର କରିଛି ମାଓବାଦୀ। କୋରାପୁଟ ଜିଲ୍ଲା ନାରାୟଣପାଟଣାରେ ମାଓବାଦୀଙ୍କ ନାମରେ ଲାଗିଛି ଲାଲ୍ ବ୍ୟାନର। ଚିନ୍ତାଗୁଡା ଡ୍ୟାମ ନିର୍ମାଣକୁ ବିରୋଧ କରି ମାଓବାଦୀ ନାମରେ ଲାଗିଛି ଲାଲ୍ ବ୍ୟାନର। ସିପିଆଇ ମାଓବାଦୀ ଶ୍ରୀକାକୁଲମ…

ଏଲନ ମସ୍କଙ୍କ ବଡ଼ ନିଷ୍ପତ୍ତି: ଟୁଇଟର ହାଣ୍ଡେଲରୁ ଖୁବ ଶୀଘ୍ର ଉଡିଯିବ ପୁରୁଣା ପୋଷ୍ଟ ସହ ଫଟୋ ଓ ଭିଡିଓ

ନୂଆଦିଲ୍ଲୀ: ଏଲନ ମସ୍କ ଏକ୍ସ ଅର୍ଥାତ ଟୁଇଟର ପ୍ଲାଟଫର୍ମ ବାବଦରେ ଏକ ବଡ ନିଷ୍ପତ୍ତି ନେଇଛନ୍ତି । ଟୁଇଟରରୁ ଆଉ ଖୋଜିଲେ ମିଳିବନି ପୁରୁଣା ଫଟୋ କିମ୍ବା ଭିଡିଓ । ଟୁଇଟର ପ୍ଲାଟଫର୍ମରୁ ପୁରୁଣା ଫଟୋ ଓ ଭିଡିଓ ହଟାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି ଏଲନ ମସ୍କ । ଏହି ନିଷ୍ପତ୍ତି ଅନୁସାରେ,…

ପୂରଣ ହେବ ୭୪୮୩ ନର୍ସିଂ ଅଫିସର ପଦବୀ, ଅନ୍ତରୀଣ ନିର୍ଦ୍ଦେଶରେ ପରିବର୍ତ୍ତନ କଲେ ହାଇକୋର୍ଟ

କଟକ: ନର୍ସ ନିଯୁକ୍ତି ପ୍ରକ୍ରିୟା ଉପରେ ଲାଗିଥିବା ଅଙ୍କୁଶ ହଟିଛି। ନିଯୁକ୍ତି ପାଇବେ ୭୪୮୩ ନର୍ସିଂ ଅଫିସର। ପୂର୍ବରୁ ଜାରି ହୋଇଥିବା ଅନ୍ତରୀଣ ନିର୍ଦ୍ଦେଶରେ ପରିବର୍ତ୍ତନ କରିଛନ୍ତି ହାଇକୋର୍ଟ। ହାଇକୋର୍ଟ ମେ’ ୧ ର ଅନ୍ତରୀଣ ନିର୍ଦ୍ଦେଶରେ ପରିବର୍ତ୍ତନ କରିଛନ୍ତି । କେବଳ ଆବେଦନକାରୀ…