Latest Odisha News

BREAKING NEWS

Yearly Archives

2023

ଭାଷା ଭାଗବତ : ନିଜତ୍ବ ଗଠନ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ନିଜ ସହିତ କଥାବାର୍ତା କରିବା ନୁହେ ଅକ୍ଷମତା ନିଜକୁ ନିଜେ ଦେଇ ଗାଳି ପାରିବା ସଂସାରରେ ଚଳି ଅଳ୍ପ ସମୟ ଥିଲେ ବଳି ପ୍ରତ୍ୟେକ ମୁହୂର୍ତ ସଂଭାଳି ବୁଝିଲେ ସମୟର ମୂଲ୍ଯ ଜୀବନ ହୋଇବ ଅତୁଲ୍ୟ ଜନ୍ମତଃ ପ୍ରତ୍ୟେକେ ଅନନ୍ୟ…

ରାସ୍ତା ସମ୍ପ୍ରସାରଣ ବେଳେ ଭାଙ୍ଗିଦେଲେ ବସା: ନନ୍ଦନକାନନ ଆସିଲେ ୭୫ ଧଳା ବଗ

ଭୁବନେଶ୍ୱର: ରାସ୍ତା ସମ୍ପ୍ରସାରଣ ବେଳେ ଭାଙ୍ଗି ଦେଲେ ଶତାଧିକ ବଗ ବସା। ଫଳରେ ବଗ ଶାବକ ଉଡ଼ି ନପାଡି ତଳେ ପଡ଼ିଗଲେ। ଉଦ୍ଧାର କଲେ ନନ୍ଦନକାନନର ପୂର୍ବତନ ଉପନିର୍ଦ୍ଦେଶକ। ବଡ଼ଗଡ଼ ନିକଟରେ ଏକ ବରଗଛରେ ଶଧାଧିକ ଧଳା ବଗ ବସା କରିଥିଲେ। ଏଠାରେ ରାସ୍ତା ସମ୍ପ୍ରାସରଣ ଲାଗି ଗଛଟିକୁ କାଟି…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ଷାଠିଏ ପଉଟି

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରରେ ରାଜଭୋଗ ପ୍ରସ୍ତୁତି ବିଷୟରେ ଆଲୋଚନା ଜାରି ରହିଛି। ଇତିହାସ କହେ ଗଙ୍ଗବଂଶର ରାଜାମାନେ, ବିଶେଷ କରି ଅନଙ୍ଗଭୀମ ଦେବ ତୃତୀୟ ଏହି ନୂତନ ଭୋଗର…

ଡିବିଟି ମାଧ୍ୟମରେ ୧ ଲକ୍ଷ ଆପ୍ରେଣ୍ଟିସଙ୍କୁ ୧୫ କୋଟି ଟଙ୍କା ବିତରଣ କଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ନୂଆଦିଲ୍ଲୀ ଠାରେ ଜାତୀୟ ଆପ୍ରେଣ୍ଟିସ-ସିପ୍ ପ୍ରୋତ୍ସାହନ ଯୋଜନା (ଏନ୍ଏପିଏସ୍) ରେ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ବା ଡିବିଟିର ଶୁଭାରମ୍ଭ କରିଛନ୍ତି । ଏହି ଏନଏପିଏସ ଅଧୀନରେ ୧ ଲକ୍ଷ…

କେନ୍ଦ୍ର ସରକାର ବଫର ଷ୍ଟକରୁ ଛାଡ଼ିଲେ ୩ ଲକ୍ଷ ମେଟ୍ରିକ ଟନ ପିଆଜ

ନୂଆଦିଲ୍ଲୀ: ଖାଉଟି ବ୍ୟାପାର ବିଭାଗ ପିଆଜର ବଫର ଷ୍ଟକରୁ ୩ ଲକ୍ଷ ମେଟ୍ରିକ ଟନ୍ ପିଆଜ ବଜାରକୁ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ବିଭାଗୀୟ ସଚିବ ଶ୍ରୀ ରୋହିତ କୁମାର ସିଂହ ଗତକାଲି (୧୦-୦୮-୨୦୨୩) ଦିନ ନାଫେଡ ଓ ଏନସିସିଏଫର ପରିଚାଳନା ନିର୍ଦ୍ଦେଶକଙ୍କ ସହ ଏକ ବୈଠକ କରିବା ପରେ ଏଥି ନେଇ…

‘ପରିଚୟ ଲୁଚାଇ ବିବାହ କିମ୍ବା ପଦୋନ୍ନତିର ଆଶା ଦେଖାଇ ଯୌନ ସମ୍ପର୍କ କଲେ ଏବେ ୨୦ ବର୍ଷ ଜେଲ ସଜା’

ନୂଆଦିଲ୍ଲୀ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶୁକ୍ରବାର ଲୋକସଭାରେ ଭାରତୀୟ ଦଣ୍ଡ ସଂହିତା (ଆଇପିସି) ୧୮୬୦ର ସଂସ୍କାର ସମ୍ପର୍କରେ ଏକ ବିଲ୍ ଆଗତ କରିଛନ୍ତି। ସେ କହିଛନ୍ତି ଯେ ଭାରତୀୟ ଜଷ୍ଟିସ୍ କୋଡ୍ ୨୦୨୩ (ବିଏନ୍ଏସ୍) ବିଲ୍ ଏବେ ଆଇପିସିର ସ୍ଥାନ ନେବ। ଏହି ବିଲରେ ମହିଳାଙ୍କ ପ୍ରତି…

ଫିରିଙ୍ଗିଆ ଥାନା ପୋଡି: ଥାନା ଅଧିକାରୀ ବିରୋଧରେ କାର୍ଯ୍ୟାନୁଷ୍ଠାନ କହି ବର୍ଷିଲା ବିଜେପି

ଭୁବନେଶ୍ୱର: ବହୁଚର୍ଚ୍ଚିତ ଫିରିଙ୍ଗିଆ ଥାନା ପୋଡି ଘଟଣାର ମୁଖ୍ୟନାୟକ ତଥା ଫିରିଙ୍ଗିଆ ଥାନାଧିକାରୀ ତପନ ନାହାକ ଏବଂ ସଂପୃକ୍ତ ହୋମଗାର୍ଡଙ୍କୁ ଏଯାଏଁ ଗିରଫ କରାଯାଇ ନାହିଁ କାହିଁକି ? ଗଂଜେଇ ଥିବା ପୋଲିସ ଗାଡିକୁ ଜବତ୍ କରାଯାଇ ନାହିଁ କାହିଁକି ? ଗଞ୍ଜେଇ ଚାଲଣରେ ସଂପୃକ୍ତ ପୋଲିସ…

‘ମା’ ମୋତେ ବହୁତ ଡର ଲାଗୁଛି..ଶୀଘ୍ର ଆସ…’ଶେଷ ଫୋନ କଲରେ ଏମିତି ନିବେଦନ କରି ଛାତରୁ ଖସି ପଡିଲେ ମେଧାବୀ ଛାତ୍ର

କୋଲକାତା: ମା’ ମୋତେ କିଛି ଭଲ ଲାଗୁନି । ବହୁତ ଡର ଲାଗୁଛି । ତୁମେ ଜଲଦି ଆସ ମା’ । ତୁମକୁ ବହୁତ କିଛି କହିବାକୁ ଅଛି । ଶୀଘ୍ର ଆସ ମା‘ । ଏ ଥିଲା ଜଣେ ମେଧାବୀ ଛାତ୍ରର ଶେଷ ନିବେଦନ । ମା’ଙ୍କୁ ଫୋନ କରି   ଏମିତି ଅନୁନୟ କରି କହୁଥିଲା । ହେଲେ ମା’ ଆସିଲା ବେଳକୁ କିଛି କହିବାକୁ ପୁଅ…

ବରିଷ୍ଠ ନାଗରିକମାନଙ୍କ ପାଇଁ ଭତ୍ତାର ପରିମାଣ ବଢ଼ିବ କେବେ?: ତେଜେଶ୍ୱର ପରିଡା

ଭୁବନେଶ୍ୱର: ରାଜ୍ୟ ସରକାର ବଡବର୍ଗ ତଥା ବରିଷ୍ଠ ନାଗରିକଙ୍କୁ ବାରମ୍ବାର ଠକି ଚାଲିଛନ୍ତି । ଆଜି ସେମାନଙ୍କ ଅବସ୍ଥା ଅତ୍ୟନ୍ତ ଦୟନୀୟ । କେଉଁଠି ବୟସ ୬୦ ଅତିକ୍ରମ କରିବାର ଅନେକ ବର୍ଷ ପରେ ମଧ୍ୟ ୫୦୦ଟଙ୍କା ଭତ୍ତା ମିଳୁନି ତ କେଉଁଠି ୮୦ବର୍ଷ ଅତିକ୍ରମର ଅନେକ ବର୍ଷ ପରେ ମଧ୍ୟ ୭ଶହ ଟଙ୍କା…

ସାରେଗାମାପା ଲିଟିଲ ଚାମ୍ପ: ଶନିବାରରୁ ଆରମ୍ଭ ହେବ ମେଗା ଅଡିସନ୍ , ଗାଲା ରାଉଣ୍ଡ

ଭୁବନେଶ୍ୱର: ଜୀ-ସାର୍ଥକରେ ଆରମ୍ଭ ହୋଇଯାଇଛି ଓଡିଶାର ସବୁଠାରୁ ବଡ ସିିଙ୍ଗିଂ ରିୟଲିଟି ଶୋ ‘ସାରେଗାମାପା ଲିଟିଲ ଚାମ୍ପସ - ଆଜି ଛୋଟ କାଲି ଉସ୍ତାଦ’ । ଶନିବାରରୁ ଆରମ୍ଭ ହେବାକୁ ଯାଉଛି ଏହାର ମେଗା ଅଡିସନ ଏବଂ ଗାଲା ରାଉଣ୍ଡ । ପ୍ରତିଭାର ଏହି ମଞ୍ଚରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଆସିଥିବା…