ଅଜବ ଢଙ୍ଗରେ ମୃତ ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାର : କାନ୍ଦିବା ପରିବର୍ତ୍ତେ ଘରଲୋକେ ଡିଜେ ବଜାଇ ନାଚିଲେ
ଝାନସୀ: ଯଦି ଘରେ କାହାରି ମୃତ୍ୟୁ ହୁଏ, ଘରଲୋକ କାନ୍ଦିବା ସହ ପୁରା ଭାଙ୍ଗି ପଡ଼ନ୍ତି । ଏହାକୁ ନେଇ ସମ୍ପର୍କୀୟମାନେ ଶୋକପ୍ରକାଶ ମଧ୍ୟ କରିଥାନ୍ତି । ହେଲେ ଏବେ ଝାନ୍ସୀ ଜିଲ୍ଲାରେ ଏକ ଅନନ୍ୟ ଅନ୍ତିମ ସଂସ୍କାର କରାଯାଉଥିବା ଦେଖିବାକୁ ମିଳିଛି, ଯାହାକୁ ଦେଖି ଲୋକମାନେ ମଧ୍ୟ ଆଶ୍ଚର୍ଯ୍ୟ…