ଛାଡପତ୍ର ମାମଲା: ଚୂଡ଼ାନ୍ତ ଜେରାରେ ଅଭିନେତ୍ରୀ ବର୍ଷା ସାମ୍ନା କଲେ ୧୮୫ ପ୍ରଶ୍ନ
କଟକ : କଟକ ଫ୍ୟାମିଲି କୋର୍ଟରେ ସୋମବାର ଛାଡ଼ପତ୍ର ମାମଲାର ଶେଷ ପର୍ଯ୍ଯାୟ ଶୁଣାଣି ବେଳେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ପ୍ରାୟ ୧୮୫ଟି ପ୍ରଶ୍ନ ପଚରାଯାଇଥିଲା।
ଉଭୟ ବର୍ଷା ଓ ତାଙ୍କ ସ୍ୱାମୀ ଅନୁଭବ ମହାନ୍ତି ଫ୍ୟାମିଲି କୋର୍ଟରେ ଚୂଡ଼ାନ୍ତ ଶୁଣାଣି ପାଇଁ ହାଜର ହୋଇଥିଲେ। ଶୁଣାଣି ପରେ…