Latest Odisha News

BREAKING NEWS

Yearly Archives

2023

ଯୁକ୍ତ ୨ ସ୍ପଟ୍ ଆଡମିଶନ ଅବଧି ଅଗଷ୍ଟ ୩ ଯାଏ ବୃଦ୍ଧି

ଭୁବନେଶ୍ୱର: ଯୁକ୍ତ ୨ ସ୍ପଟ୍ ଆଡମିଶନ ଅବଧି ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ରାଜ୍ୟରେ ଖରାପ ପାଗକୁ ଦୃଷ୍ଟିରେ ରଖି ସରକାର ଦ୍ୱାଦଶ ସ୍ପଟ୍ ଆଡମିଶନ ଅବଧିକୁ ୩ ଅଗଷ୍ଟ ଯାଏ ବଢ଼ାଇଛନ୍ତି । ଏନେଇ ଉଚ୍ଚଶିକ୍ଷା ମାଧ୍ୟମିକ ପରିଷଦ ପକ୍ଷରୁ ସମସ୍ତ ଚିଠି କରାଯାଇଛି । ରାଜ୍ୟର ବିଭିନ୍ନ…

ଚାକିରି ବଦଳରେ ଜମି କାରବାର, ଲାଲୁଙ୍କ ପରିବାରର ୬ କୋଟି ଟଙ୍କାର ସମ୍ପତ୍ତି ଜବତ

ପାଟଣା: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ସୋମବାର ଆରଜେଡି ମୁଖ୍ୟ ଲାଲୁ ଯାଦବଙ୍କ ପରିବାର ସହ ଜଡିତ ୬ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି। ଏହି ମାମଲା ୨୦୦୪ରୁ ୨୦୦୯ ମଧ୍ୟରେ କେନ୍ଦ୍ର ରେଳମନ୍ତ୍ରୀ ଥିବା ସମୟରେ ଯାଦବଙ୍କ ପରିବାରକୁ ଉପହାର ଦିଆଯାଇଥିବା କିମ୍ବା ବିକ୍ରି କରାଯାଇଥିବା ଜମି ବଦଳରେ…

ପଟିଆଲା ହାଉସ କୋର୍ଟରେ ହାଜର ହେଲେ ନୋରା ଫତେହି

ମୁମ୍ବାଇ: ପଟିଆଲା ହାଉସ କୋର୍ଟରେ ହାଜର ହେଲେ ବଲିଉଡର ଡ୍ୟାନ୍ସିଂ କ୍ୱିନ ନୋରା ଫତେହି । ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜଡିତ ୨୦୦ କୋଟି ଟଙ୍କାର ମନି ଲଣ୍ଡରିଂ ମାମଲାରେ ସୋମବାର ଦିଲ୍ଲୀ ପଟିଆଲା ହାଉସ କୋର୍ଟରେ ହାଜର ହୋଇଥିଲେ ନୋରା । ଏହା ପୂର୍ବରୁ ନୋରା ଦିଲ୍ଲୀ ପୋଲିସର ଆର୍ôଥକ ଅପରାଧ…

ମଣିପୁର ଭାଇରାଲ ଭିଡିଓ ମାମଲାରେ ଗିରଫ ଚାରି ଅଭିଯୁକ୍ତଙ୍କୁ ନିଜ ହେପାଜତକୁ ନେଲା ସିବିଆଇ

ଇମ୍ଫାଲ: ହିଂସାଗ୍ରସ୍ତ ମଣିପୁରରେ ଦୁଇ ଜଣ ମହିଳାଙ୍କୁ ଉଲଗ୍ନ କରି ଚଲାଇବା ଭିଡିଓ ଭାଇରାଲ୍ କରିବା ଘଟଣାରେ ପୁଲିସ ଗିରଫ କରିଥିବା ଚାରି ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇଛି ସିବିଆଇ। ଏହି ଘଟଣାକୁ ନେଇ ଆଜି ସୁପ୍ରିମକୋର୍ଟ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାଙ୍କୁ କଡା ପ୍ରଶ୍ନ କରିଥିବା ବେଳେ…

ଆୟର୍ଲାଣ୍ଡ ଗସ୍ତ ପାଇଁ ଭାରତୀୟ ଦଳ ଘୋଷିତ: ସିନିୟରଙ୍କୁ ବିଶ୍ରାମ, ବୁମରାହ ଅଧିନାୟକ

ମୁମ୍ବାଇ: ୧୮ ଅଗଷ୍ଟରୁ ଆରମ୍ଭ ହେବାକୁ ଯାଉଥିବା ଆୟର୍ଲାଣ୍ଡ ବିପକ୍ଷ କ୍ରିକେଟ ଟି୨୦ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା କରାଯାଉଛି । ୧୦ ମାସ ପରେ ଆଘାତ ସମସ୍ୟାରୁ ମୁକୁଳିବା ପରେ ଯଶପ୍ରୀତ ବୁମରାହ ଦଳକୁ ଫେରିଛନ୍ତି । ତାଙ୍କୁ ଦଳର ନେତୃତ୍ୱ ଦାୟିତ୍ୱ ମଧ୍ୟ ପ୍ରଦାନ କରାଯାଇଛି । ଘୋଷିତ ଦଳରେ…

ବିରଳ: ପ୍ରତିଶ୍ରୁତି ପୂରଣ କରିନପାରିବାରୁ ଚପଲ ଖୋଲି ନିଜ ଗାଲରେ ପିଟି ହେଲେ କାଉନସିଲର

ଅମରାବତୀ: ଜଣେ କାଉନସିଲର ନିଜ ଭୋଟରଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାରେ ବିଫଳ ହେବାରୁ ସୋମବାର ନିଜ ଗାଲରେ ନିଜ ଚପଲ ମାଡ଼ କରିଛନ୍ତି। ଆନ୍ଧ୍ରପ୍ରଦେଶ ଅଙ୍କପଲ୍ଲୀ ଜିଲ୍ଲାର ଏହି ଘଟଣାକୁ ନେଇ ଏବେ ସବୁଠି ଚର୍ଚ୍ଚା ଚାଲିଛି। ନର୍ସିପାଟଣା ମ୍ୟୁନିସିପାଲିଟିର ଓ୍ୱାର୍ଡ ନମ୍ବର ୨୦ର…

ସମ୍ ନର୍ସିଂ କଲେଜ ପକ୍ଷରୁ ଫ୍ୟାକଲ୍ଟି ଡେଭଲପ୍‌ମେଣ୍ଟ ପ୍ରୋଗ୍ରାମ ଆୟୋଜିତ

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସମ୍ ନର୍ସିଂ କଲେଜ ପକ୍ଷରୁ “ସିଷ୍ଟମାଟିକ୍ ଲିଟରେଚର ରିଭ୍ୟୁ ଆଣ୍ଡ ବିବଲିଓମେଟ୍ରିକ୍ ଆନାଲିସିସ୍‌” ଶୀର୍ଷକ ଏକ ୮ ଦିନିଆ ଫ୍ୟାକଲ୍ଟି ଡେଭଲପ୍‌ମେଣ୍ଟ ପ୍ରୋଗ୍ରାମ ଆୟୋଜିତ ହୋଇଯାଇଛି । କାର୍ଯ୍ୟକ୍ରମରେ ସୋଆ ପରିଚାଳିତ…

ସାମ୍ପୁ ଲଗାଇ ଗାଧୋଉଛି କିଙ୍ଗ୍ କୋବ୍ରା: ଭିଡ଼ିଓ ଭାଇରାଲ

ଲୋକମାନେ ଗୃହପାଳିତ ପଶୁମାନଙ୍କର ଯତ୍ନ ନିଅନ୍ତି । ଲୋକେ ଘରେ ରଖିଥିବା କୁକୁର, ବିଲେଇ, ଗାଈ ଏବଂ ଛେଳିକୁ ଗାଧୋଇ ଦେଉଥିବା ଦେଖିଥିବେ । ଆମେ ସମସ୍ତେ ଜାଣିଛେ ସାପମାନେ ପାଣିରେ ରୁହନ୍ତି । କିନ୍ତୁ ସାପକୁ ସାମ୍ପୁ ଲଗାଇ ଗାଧୋଉଥିବା କେବେ ଦେଖିଛନ୍ତି ? ଏହାର ଏକ ଭିଡିଓ ଏବେ ଭାଇରାଲ ହେଉଛି,…

ଓଏସଏସସି ପ୍ରଶ୍ନପତ୍ର ଲିକ୍ ମାମଲା, ଷ୍ଟାଫ ସିଲେକ୍ସନ କମିସନ ଅଧ୍ୟକ୍ଷଙ୍କ ଇସ୍ତଫା ସହ ସିବିଆଇ ତଦନ୍ତ ଦାବି

ଭୁବନେଶ୍ୱର: ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ୍ (ଓଏସ୍ଏସସି) ପ୍ରଶ୍ନପତ୍ର ଲିକ୍ ଘଟଣାକୁ ବିରୋଧ କରି ସୋମବାର ଶତାଧିକ ଚାକିରି ଆଶାୟୀ ବାଲେଶ୍ୱର ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ଶୋଭାଯାତ୍ରା କରିଛନ୍ତି। ନିଯୁକ୍ତି ପ୍ରକ୍ରିୟାକୁ ନେଇ ହୋଇଥିବା…

ବାଲେଶ୍ୱରରେ ବନ୍ଦେ ଭାରତ ଟ୍ରେନ୍ ଉପରକୁ ପଥର ଫିଙ୍ଗି ନାବାଳକ ଗିରଫ

ବାଲେଶ୍ୱର: ପଥର ଫିଙ୍ଗି ବନ୍ଧା ହେଲେ ନାବାଳକ । ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ ଉପରକୁ ପଥର ଫିଙ୍ଗିବା ଅଭିଯୋଗରେ ଆରପିଏଫ୍ ଜଣେ ନାବାଳଙ୍କୁ ଗିରଫ କରିଛି । ପଥର ଫିଙ୍ଗିବା ପରେ ଆଉ ୨ ଜଣ ଯୁବକ ଖସି ପଳାଇବାରେ ସକ୍ଷମ ହୋଇଛନ୍ତି । ସୂଚନା ଅନୁସାରେ, ବାଲେଶ୍ୱରର ହରିପୁର ଲେବଲ୍…