ଇରାନର କାମଚଳା ରାଷ୍ଟ୍ରପତି ଭାବେ ଦାୟିତ୍ୱ ନେଲ ଉପରାଷ୍ଟ୍ରପତି ମୁଖବେର, ଜୁନ୍ ୨୮ରେ ରାଷ୍ଟ୍ରପତି ନିର୍ବାଚନ
ନୂଆଦିଲ୍ଲୀ: ଇରାନରେ ହେଲିକପ୍ଟର ଦୁର୍ଘଟଣାରେ ଇବ୍ରାହିମ ରଇସିଙ୍କ ମୃତ୍ୟୁ ପରେ ନୂତନ ରାଷ୍ଟ୍ରପତି ନିର୍ବାଚନକୁ ନେଇ ଚର୍ଚ୍ଚା ଜୋର ଧରିଛି। ଜୁନ୍ ୨୮ରେ ଇରାନରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବ ବୋଲି ଆଲୋଚନା ହେଉଛି। ଏଥିପାଇଁ ରାଜ୍ୟ ମୁଖ୍ୟ ଅର୍ଥାତ୍ ଇରାନର ସର୍ବୋଚ୍ଚ ନେତା ଅଲ…