ହେମନ୍ତ ସୋରେନଙ୍କୁ ସୁପ୍ରିମକୋର୍ଟରୁ ମିଳିଲାନି ଆଶ୍ବସ୍ତି, ଆସନ୍ତାକାଲି ପୁଣିଥରେ ଶୁଣାଣି
ନୂଆଦିଲ୍ଲୀ: ଆଜି ବି ନିରାଶ ହେଲେ ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ । ଲୋକସଭା ନିର୍ବାଚନରେ ପ୍ରଚାର ପାଇଁ ସୁପ୍ରିମକୋର୍ଟରୁ ହେମନ୍ତ ସୋରେନଙ୍କୁ ମିଳିଲାନି ମଧ୍ୟବର୍ତ୍ତୀକାଳୀନ ଜାମିନ । ଆସନ୍ତାକାଲି ପୁନର୍ବାର ଏହି ମାମଲାରେ ଶୁଣାଣି ହେବ । ଶୁଣାଣି ସମୟରେ ସୋରେନଙ୍କ…