ଦରଦାମ ବୃଦ୍ଧିରେ ଓଡ଼ିଶା ଦେଶରେ ଏକ ନମ୍ବର
ନୂଆଦିଲ୍ଲୀ: ଦରଦାମ ବୃଦ୍ଧିରେ ଦେଶରେ ଓଡ଼ିଶା ଏକ ନମ୍ବର । ଏପ୍ରିଲରେ ରାଜ୍ୟର ଖୁଚୁରା ମୁଦ୍ରାସ୍ଫୀତି ହାର ୭.୧ ପ୍ରତିଶତ ରହିଛି । ଏଥିସହ ଓଡ଼ିଶାର ରିଟେଲ ଇନଫ୍ଲେସନ ୭ ପ୍ରତିଶତ ଉପରେ ରହିଛି । ଅନ୍ୟପଟେ ଦିଲ୍ଲୀରେ ସର୍ବନିମ୍ନ ଖୁଚୁରା ମୁଦ୍ରାସ୍ଫୀତି ହାର ୨.୨ ପ୍ରତିଶତ ରହିଛି ।ଯୋଗାଣରେ…