ହୋଟେଲରେ ରିଜର୍ଭ ପୋଲିସ କନଷ୍ଟେବଲଙ୍କୁ ହତ୍ୟା !
ବଲାଙ୍ଗୀର:ବଲାଙ୍ଗୀର ସହର ରେଲୱେ ଷ୍ଟେସନ ନିକଟସ୍ଥ ଏକ ହୋଟେଲୁ ମିଳିଛି ମୃତଦେହ । ହାତଗୋଡ ବନ୍ଧା ଅବସ୍ଥାରେ ମୃତଦେହ ଉଦ୍ଧାର କରିଛି ପୋଲିସ । ମୃତକ ସୋନପୁର ରିଜର୍ଭ ପୋଲିସର କନଷ୍ଟେବଲ ଶଙ୍କରଭାନୁ ବେହେରା ବୋଲି ଜଣାପଡ଼ିଛି। ସୋନପୁର ରିଜର୍ଭ ପୋଲିସ କନଷ୍ଟେବଳ ଶଙ୍କରଭାନୁଙ୍କୁ ହତ୍ୟା…