ଅମିତ ଶାହାଙ୍କ ନକଲି ଭିଡିଓ ମାମଲାରେ ବଡ଼ ଖୁଲାସା: ତେଲେଙ୍ଗାନାରୁ ପୋଷ୍ଟ ହୋଇଥିଲା ଭିଡିଓ, ୪ ଗିରଫ
ନୂଆଦିଲ୍ଲୀ: ନିକଟରେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଏକ ନକଲି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଆଇଏଫ୍ଏସଓ (ଇଣ୍ଟେଲିଜେନ୍ସ ଫ୍ୟୁଜନ୍ ଏବଂ ଷ୍ଟ୍ରାଟେଜିକ୍ ଅପରେସନ୍ସ) ଏହି ମାମଲାରେ ଏକ ବଡ ଖୁଲାସା କରାଯାଇଛି। ତଦନ୍ତରୁ ଜଣାପଡିଛି ଯେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ନକଲି ଭିଡିଓ…