କ୍ରିକେଟ୍ କମେଣ୍ଟ୍ରିକୁ ଫେରିବାକୁ ଯାଉଛନ୍ତି ନବଜୋତ ସିଂହ ସିଦ୍ଧୁ
ନୂଆଦିଲ୍ଲୀ: ପ୍ରାୟ ଏକ ଦଶନ୍ଧି ପରେ କ୍ରିକେଟ୍ କମେଣ୍ଟ୍ରିକୁ ଫେରିବାକୁ ଯାଉଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ନବଜୋତ ସିଂହ ସିଦ୍ଧୁ। ମାର୍ଚ୍ଚ ୨୨ରୁ ଆରମ୍ଭ ହେବାକୁ ଥିବା ଆଗାମୀ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍ ୨୦୨୪) ପାଇଁ ସେ ଷ୍ଟାର୍ ସ୍ପୋର୍ଟସ୍ ପ୍ରସାରଣ ଟିମରେ ଯୋଗ ଦେବେ।…