Latest Odisha News

BREAKING NEWS

Yearly Archives

2024

ନୂଆଦିଲ୍ଲୀ ବିଶ୍ୱର ସବୁଠୁ ପ୍ରଦୂଷିତ ରାଜଧାନୀ

ନୂଆଦିଲ୍ଲୀ: ବର୍ତ୍ତମାନ ଲୋକଙ୍କ ପାଇଁ ଦିଲ୍ଲୀରେ ରହିବା କଷ୍ଟକର ହୋଇପଡିଛି । ପ୍ରଦୂଷିତ ବାୟୁ ଏବେ ଲୋକଙ୍କ ଜୀବନ ନେଉଛି । ଖରାପ ବାୟୁ ଗୁଣବତ୍ତା ସହିତ ଦିଲ୍ଲୀ ବିଶ୍ୱର ସବୁଠୁ ପ୍ରଦୂଷିତ ରାଜଧାନୀରେ ପରିଣତ ହୋଇଛି । ଏହି ରିପୋର୍ଟ ଦେଇଛି ସ୍ୱିସ୍ ଗ୍ରୁପ୍ ଆଇକ୍ୟୁ ଏୟାର୍ । ଏହି…

ଉତ୍ତରପ୍ରଦେଶରୁ ଲୋକସଭା ନିର୍ବାଚନ ଲଢିବେନି ରାହୁଲ ଓ ପ୍ରିୟଙ୍କା

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ଗାନ୍ଧୀ ପରିବାର ସହ ଜଡିତ ଏକ ବଡ ଖବର ସାମ୍ନାକୁ ଆସିଛି । ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଉତ୍ତରପ୍ରଦେଶରୁ ଲୋକସଭା ନିର୍ବାଚନ ଲଢିବା ନେଇ ସମସ୍ତ କଳ୍ପନାଜଳ୍ପନା ର ଅନ୍ତ ଘଟିଛି । ବର୍ତ୍ତମାନ ସମୟରେ ଉଭୟ ୟୁପି ଠାରୁ ନିଜକୁ ଦୂରେଇ…

ଆତ୍ମହତ୍ୟା କଲା ଝିଅ, ରାଗରେ ଶାଶୁ, ଶଶୁରଙ୍କୁ ଜିଅନ୍ତା ଜାଳିଦେଲେ ଝିଅର ପରିବାର ଲୋକ

ପ୍ରୟାଗରାଜ: ଶାଶୁଘରର ନିର୍ଯାତନା ସହି ପାରିଲାନି ଝିଅ । ଶେଷରେ ନେଲା ଆତ୍ମହତ୍ୟା ପରି ଚରମ ନିଷ୍ପତି । ଘର ଭିତରୁ ମିଳିଲା ଝିଅର ଝୁଲନ୍ତା ମୃତଦେହ । ଝିଅର ମୃତଦେହ ଦେଖି ନିଜର ବିବେକ ହରେଇ ବସିଲେ ଝିଅର ବାପଘର ଲୋକ । ପାଦ ତଳୁ ସତେ ଯେପରି ମାଟି ଖସିଗଲା । ଦୁଃଖ ସହ କ୍ରୋଧକୁ ନିଜ ଭିତରେ…

ଜେଏମଏମରୁ ଇସ୍ତଫା ଦେଲେ ହେମନ୍ତ ସୋରେନଙ୍କ ଭାଉଜ ସୀତା ସୋରେନ, ବିଜେପିରେ ଦେଲେ ଯୋଗ

ରାଞ୍ଚି: ଲୋକସଭା ନିର୍ବାଚନକୁ କିଛି ଦିନ ବାକି ଥିବା ବେଳେ ଝାଡ଼ଖଣ୍ତରେ ଚାଲିଛି ରାଜନୈତିକ ଝଡ଼। ନିର୍ବାଚନ ପୂର୍ବରୁ ଜେଏମଏମ ଦଳ ପାଇଁ ଏକ ଝଟକା । ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ବିଧାୟକ ସୀତା ସୋରେନ ଜେଏମଏମର ସମସ୍ତ ପଦବୀରୁ ଇସ୍ତଫା ଦେଇଥିବା ଖବର ସାମ୍ନାକୁ ଆସିଛି । ତେବେ ସେ ବିଜେପିରେ…

ହ୍ଵାଟସଆପ ଆଣିଲା ନୂଆ ଫିଚର, ଏଣିକି ଷ୍ଟାଟସରେ ଦେଇପାରିବେ ଲମ୍ବା ଭିଡିଓ

ନୂଆଦିଲ୍ଲୀ; ହ୍ଵାଟସଆପ ଉପଭୋକ୍ତାଙ୍କ ସବୁଠୁ ବଡ ସମସ୍ୟାର ହେଲା ସମାଧାନ । ହ୍ଵାଟସଆପ ଆଣିଲା ନୂତନ ଫିଚର । ଏଣିକି ଷ୍ଟାଟସରେ ଦେଇପାରିବେ ୧ମିନିଟର ଲମ୍ବା ଭିଡିଓ । ସାଧାରଣତଃ ହ୍ଵାଟସଆପ ବ୍ୟବହାର କରୁଥିବା ଉପଭୋକ୍ତାଙ୍କ ସବୁବେଳେ ଗୋଟିଏ ସମସ୍ୟା ରହିଥାଏ । ସେ କୌଣସି ଭିଡିଓକୁ ସମ୍ପୁର୍ଣ୍ଣ…

ଚଳନ୍ତା ବସରେ ହଠାତ୍ ଅସୁସ୍ଥ ହୋଇପଡିଲେ ଡ୍ରାଇଭର, ରାସ୍ତା କଡ଼କୁ ଖସିଲା ଯାତ୍ରୀବାହୀ ବସ୍

କଟକ: କଥାରେ ଅଛି ଯାହାକୁ ରଖିବେ ଅନନ୍ତ ତାକୁ କି କରିପାରେ ବଳବନ୍ତ। ଏପରି ଏକ ଉଦାହରଣ ଦେଖିବାକୁ ମିଳିଛି କଟକରେ । ଚଳନ୍ତା ବସରେ ଘଟିଛି ଦୁର୍ଘଟଣା। ହେଲେ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ସୂଚନା ଅନୁସାରେ, ଚଳନ୍ତା ବସରେ ହଠାତ୍ ଡ୍ରାଇଭର ଅସୁସ୍ଥ ହୋଇପଡିଥିଲେ। ଫଳରେ ବସଟି ଭାରସାମ୍ୟ…

ବ୍ଲାକରୋଜ୍ ଜାହାଜ ମାମଲା: ହାଇକୋର୍ଟରେ ସତ୍ୟପାଠ ଦାଖଲ କଲା ସିବିଆଇ

କଟକ: ପୁଣି ଚର୍ଚ୍ଚାରେ ବ୍ଲାକରୋଜ ଜାହାଜ ବୁଡିବା ଘଟଣା । ଏହି ଘଟଣାର ସିବିଆଇ ତଦନ୍ତ ଦାବି ସମ୍ପର୍କିତ ମାମଲାର ଆବେଦନକାରୀଙ୍କ ସମ୍ପର୍କରେ ତଥ୍ୟ ଲୋଡିଛନ୍ତି ହାଇକୋର୍ଟ । ଏନେଇ ଆଜି କୋର୍ଟରେ ସତ୍ୟପାଠ ଦାଖଲ କରିଛି ସିବିଆଇ । ଏହି ମାମଲାର ତଦନ୍ତ ଅନୁମତି ପାଇଁ ରାଜ୍ୟ ସରକାରଙ୍କୁ ଦୁଇ…

ରାଜନୀତିକୁ ଓହ୍ଲାଇବେ କି କଙ୍ଗନା! କେଉଁ ସିଟରୁ ଲଢିବେ ନିର୍ବାଚନ

ନୂଆଦିଲ୍ଲୀ; ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ ତାଙ୍କ ବୟାନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥା’ନ୍ତି । ଘଟଣା ଯାହା ବି ହେଉ ନା କାହିଁକି କଙ୍ଗନା ପ୍ରତ୍ୟେକ ପ୍ରସଙ୍ଗରେ ନିଜର ମତ ବ୍ୟକ୍ତ କରନ୍ତି । ବେଳେବେଳେ ଏହି କାରଣରୁ ସେ ବିବାଦ ଘେରରେ ମଧ୍ୟ ରହିଥାଆନ୍ତି । କୁହାଯାଉଛି ଯେ କଙ୍ଗନା…

ଅଜଣା ଗାଡ଼ି ଧକ୍କାରେ କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ର ମୃତ

ନବରଙ୍ଗପୁର: ଅଜଣା ଗାଡ଼ି ଧକ୍କାରେ କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ର ମୃତ। ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ମୃଗବିହାର ନିକଟରେ ଘଟିଛି ଏହି ଦୁର୍ଘଟଣା। ମୃତ ଛାତ୍ରଜଣକ ନବରଙ୍ଗପୁରର ଜି.ଈଶ୍ୱର ରାଓ ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ, ନବରଙ୍ଗପୁର ସହରର କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ର ଜି ଈଶ୍ୱର…

ଆସନ୍ତାକାଲିଠୁ କୁଲଡ଼ିହା ଅଭୟାରଣ୍ୟରେ କମ୍ବିଂ ଅପରେସନ: ବନ୍ୟପ୍ରାଣୀ ପିସିସିଏଫ୍

ଭୁବନେଶ୍ୱର: ଆସନ୍ତାକାଲିଠୁ ଶିମିଳିପାଳ କୁଲଡ଼ିହା ଅଭୟାରଣ୍ୟ ଆଖପାଖ ଅଞ୍ଚଳରେ କମ୍ବିଂ ଅପରେସନ ଆରମ୍ଭ ହେବ । ଶିମିଳିପାଳ ଟାଇଗର ପ୍ରୋଟେକ୍ସନ ଫୋର୍ସ ଓ ଏକ୍ସ ଆର୍ମି ଟିମ ଆସନ୍ତାକାଲି ସକାଳୁ ମିଳିତ କମ୍ୱିଂ ଆରମ୍ଭ କରିବେ । ବନ୍ୟପ୍ରାଣୀ ପିସିସିଏଫ୍ ସୁଶାନ୍ତ ନନ୍ଦ ଏହି ସୂଚନା ଦେଇଛନ୍ତି ।…