ବିଶ୍ୱକପ ଫାଇନାଲରେ ଧୀମା ପିଚ କରିବା ଭାରତ ପାଇଁ ସାବ୍ୟସ୍ତ ହୋଇଥିଲା ମହଙ୍ଗା
ନୂଆଦିଲ୍ଲୀ: ଟିମ ଇଣ୍ଡିଆର ପୂର୍ବତନ କ୍ରିକେଟର ମହମ୍ମଦ କୈଫ ଦିନିକିଆ ବିଶ୍ୱକପ ଫାଇନାଲରେ ଭାରତ ହାରିବା ସମ୍ପର୍କରେ ମତ ରଖିଛନ୍ତି । ସେ କହିଛନ୍ତି ଅଷ୍ଟ୍ରେଲିଆ ବିପକ୍ଷ ଫାଇନାଲରେ ଭାରତ ଉଦ୍ଦେଶ୍ୟମୂଳକ ଭାବେ ଧୀମା ପିଚ ପ୍ରସ୍ତୁତ କରିବା ବୁମେରାଂ ସାବ୍ୟସ୍ତ ହୋଇଥିଲା । ନିଜ ଜାଲରେ ଟିମ…