ଘର ଭିତରେ ଜଳିଗଲେ ମହିଳା, ସ୍ବାମୀ ଫେରାର
ବାଲେଶ୍ବର: ବନ୍ଦ ଘରେ ଜଳିଗଲେ ମହିଳା । ଚିତ୍କାର ଶୁଣି ରକ୍ଷା କରିବାକୁ ଗାଁ ଲୋକ ପହଞ୍ଚିବା ବେଳକୁ ମହିଳା ଜଣଙ୍କର ମୃତ୍ୟୁ ହୋଇସାରିଥିଲା । ଏଭଳି ଅଭାନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ ରସଲପୁର ଗାଁରେ । ମୃତ ମହିଳା ଜଣଙ୍କ ହେଉଛନ୍ତି ଅର୍ଚ୍ଚନା ବେହେରା ।…