ମିଲେଟ୍ ଖାଦ୍ୟ ବିକ୍ରୟ ନିମନ୍ତେ ମିଲ୍କମନ୍ତ୍ର ସହ ଏସଏଚଜି ଗ୍ରୁପର ରାଜିନାମା ସ୍ୱାକ୍ଷରିତ
ଭୁବନେଶ୍ଵର: ମିଶନ ଶକ୍ତିର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ମାଣ୍ଡିଆରୁ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ ପଦାର୍ଥର ବିକ୍ରିବଟା ନିମନ୍ତେ ମିଲ୍କମନ୍ତ୍ର ଡାଏରୀ ପ୍ରାଇଭେଟ୍ ଲିମିଟେଡ୍ ସହ ଭୁବନେଶ୍ୱରର ରାଧାରାଣୀ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଏବଂ ରାଉରକେଲାର ଦିବ୍ୟଜ୍ୟୋତି ମହିଳା…