Latest Odisha News

BREAKING NEWS

Yearly Archives

2024

ଆମଟେକ୍ ଅଟୋ ମାମଲାର ତଦନ୍ତ ଭାର ଇଡିକୁ ହସ୍ତାନ୍ତର କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଆମଟେକ୍ ଅଟୋ ମାମଲାର ତଦନ୍ତକୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟକୁ ହସ୍ତାନ୍ତର କରିଛନ୍ତି ମାନ୍ୟବର ସୁପ୍ରିମକୋର୍ଟ । ଏଥିସହ ସୁପ୍ରିମକୋର୍ଟ ୨୭ ହଜାର କୋଟି ଟଙ୍କାର ଘୋଟାଲା ମାମଲାକୁ ନେଇ ଇଡିକୁ ୬ ମାସ ମଧ୍ୟରେ ରିପୋର୍ଟ ମାଗିଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ୨…

ମହିଳା ପୂର୍ବରୁ ବିବାହ କରିଥିବାରୁ ମିଥ୍ୟା ପ୍ରତିଶ୍ରୁତି କହି ଦୁଷ୍କର୍ମ ଅଭିଯୋଗ କୁହାଯାଇ ପାରିବନି: ସୁପ୍ରିମ୍ କୋର୍ଟ

ନୂଆଦିଲ୍ଲୀ: ବିବାହର ମିଛ ପ୍ରତିଶୃତି ଦେଇ ଜଣେ ମହିଳାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ଆଧାରରେ ଜଣେ ବ୍ୟକ୍ତିଙ୍କ ବିରୋଧରେ ହୋଇଥିବା ଅପରାଧିକ ମାମଲାକୁ ଖଣ୍ଡନ କରି ସୁପ୍ରିମକୋର୍ଟ କହିଛନ୍ତି ଯେ, ଯେତେବେଳେ ଉଭୟଙ୍କ ସମ୍ପର୍କ ଆରମ୍ଭ ହେଲା ସେତେବେଳେ ମହିଳା ଜଣକ ପୂର୍ବରୁ ବିବାହିତ…

ଲଞ୍ଚ ହେଲା ଦୁନିଆର ପ୍ରଥମ ଏଆଇ ଏୟାର ହୋଷ୍ଟେସ୍ ‘ସମା ୨.୦’, ଜାଣନ୍ତୁ କ’ଣ ରହିଛି ଏହାର…

ନୂଆଦିଲ୍ଲୀ: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଯଥା AI ର ବ୍ୟବହାର ଏବେ ସମସ୍ତ କ୍ଷେତ୍ରରେ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଏଗୁଡିକ ର ବ୍ୟବାହର ଏବେ କ୍ରିଏଟିଭ କ୍ଷେତ୍ରରେ ମଧ୍ୟ ବହୁ ବ୍ୟବହୃତ ହେଉଛି । କତାର ଏୟାରୱେଜ୍ ମଧ୍ୟ ସମାନ କାର୍ଯ୍ୟ କରିଛି । କତାରର ସରକାରୀ ବିମାନ କମ୍ପାନୀ AI…

ଭାରତରେ କେବେ ଏବଂ କେଉଁଠାରେ ହେବ ଓସ୍କାର ୨୦୨୪ର ଲାଇଭ ଷ୍ଟ୍ରିମିଂ, ଜାଣନ୍ତୁ

ନୂଆଦିଲ୍ଲୀ: ୯୬ତମ ଏକାଡେମୀ ପୁରସ୍କାର ଯେତିକି ପାଖେଇ ଆସୁଛି, ଲୋକଙ୍କ ଭିତରେ ଉତ୍ସାହ ସେତିକି ବଢୁଛି | ବହୁ ପ୍ରତୀକ୍ଷିତ ପୁରସ୍କାର କାର୍ଯ୍ୟକ୍ରମ ମାର୍ଚ୍ଚ ୧୦ରେ ଆମେରିକାର ଲସ୍ ଆଞ୍ଜେଲ୍ସର ହଲିଉଡର ପ୍ରେସଟିଜିଅସ ଡଲବି ଥିଏଟରରେ ଅନୁଷ୍ଠିତ ହେବ । ଚତୁର୍ଥ ଥର ପାଇଁ ହାସ୍ୟ ଅଭିନେତା ଜେମି…

ନିର୍ବାଚନ ପୂର୍ବରୁ ଛପାଯିବ ‘ଛବିଳ ମଧୁ ବର୍ଣ୍ଣବୋଧ’, ଖୁବଶୀଘ୍ର ସ୍କୁଲକୁ ପଠାଯିବ ବହି

ଭୁବନେଶ୍ୱର: ସ୍କୁଲ ଛାତ୍ରଛାତ୍ରୀ ପୁଣି 'ଛବିଳ ବର୍ଣ୍ଣବୋଧ' ପଢ଼ିବେ । ପୁଣି ଥରେ ପ୍ରକାଶ ପାଇବ ଭକ୍ତକବି ମଧୁସୂଦନ ରାଓଙ୍କ ରଚିତ ଛବିଳ ‘ବର୍ଣ୍ଣବୋଧ’ । ଭାଷା ସମୃଦ୍ଧ କ୍ଷେତ୍ରରେ ରାଜ୍ୟ ସରକାର ଅନେକ ପଦକ୍ଷେପ ଗ୍ରହଣ କରୁଥିବାବେଳେ, ଏହାର ପୁନଃ ମୁଦ୍ରଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ…

ଖଲିସ୍ତାନୀ ଆତଙ୍କୀ ହରଦୀପ ନିଜ୍ଜର ହତ୍ୟା ମାମଲା, ସିସିଟିଭି ଫୁଟେଜ୍ ଜାରି କଲା କାନାଡା ପୋଲିସ

ନୂଆଦିଲ୍ଲୀ: ସାମ୍ନାକୁ ଆସିଲା ଖଲିସ୍ତାନୀ ଆତଙ୍କୀ ହରଦୀପ ନିଜ୍ଜର ହତ୍ୟା ଘଟଣାର ସିସିଟିଭି ଭିଡିଓ । ଭିଡିଓ ଜାରି କଲା କାନାଡା ପୋଲିସ । ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଛି ଯେ କିପରି ଆତଙ୍କୀ ନିଜ୍ଜରକୁ ହତ୍ୟା କରିବା ପୂର୍ବରୁ ଅଭିଯୁକ୍ତମାନେ ତାଙ୍କ କାରର ପିଛା କରୁଥିଲେ ଏବଂ ପରେ…

ୟୁପିରୁ ଲୋକସଭା ନିର୍ବାଚନ ଲଢିବେ କି ଅଭିନେତା ସଞ୍ଜୟ ଦତ୍ତ!

ନୂଆଦିଲ୍ଲୀ: ଆସନ୍ତା ଲୋକସଭା ନିର୍ବାଚନ ପାଇଁ ବିଜେପି ତାର ପ୍ରଥମ ପର୍ଯ୍ୟାୟ ପାର୍ଥୀ ତାଲିକା ଘୋଷଣା କରିସାରିଥିବା ବେଳେ କଂଗ୍ରେସ ମଧ୍ୟ ତା’ର ପାର୍ଥୀ ତାଲିକା ଘୋଷଣା କରିବାକୁ ଯାଉଛି । ଆହ୍ଲାବାଦ(ପ୍ରୟାଗରାଜ) ସିଟ୍ ପାଇଁ କଂଗ୍ରେସ ନୂଆ ଏବଂ ଲୋକପ୍ରିୟ ଚେହେରାକୁ ଖୋଜୁଛି । ଏହାରିଭିତରେ…

ସମ୍ବଲପୁର ଓ ବ୍ରହ୍ମପୁରରେ ‘ମୋ ବସ୍’ ସେବାର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସମ୍ବଲପୁର ଓ ବ୍ରହ୍ମପୁରରେ 'ମୋ ବସ୍' ସେବାର ଶୁଭାରମ୍ଭ । ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଭିଡିଓ କନଫରେସିଂ ମାଧ୍ୟମରେ ବସ୍ ସେବାର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମ୍ବଲପୁର ଅଇଁଠାପାଲି ବସ୍ ଟର୍ମିନାଲରେ ହୋଇଛି ଲୋକାର୍ପଣ ଉତ୍ସବ । ସମ୍ବଲପୁରରେ ଆହୁରି…

ବେଙ୍ଗଲରେ ବିଜେପିକୁ ବଡ ଝଟକା, ଦଳରୁ ଇସ୍ତଫା ଦେଲେ ସାଂସଦ କୁନାର ହେମ୍ବ୍ରମ

କୋଲକାତା: ଲୋକସଭା ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗରେ ବିଜେପି ଲାଗିଲା ବଡ଼ ଝଟକା । ଦଳରୁ ଇସ୍ତଫା ଦେଲେ ବେଙ୍ଗଲର ଝାରଗ୍ରାମରୁ ବିଜେପି ସାଂସଦ କୁନାର ହେମ୍ବ୍ରମ । ନିଜର ବ୍ୟକ୍ତିଗତ କାରଣ ଦର୍ଶାଇ ସେ ଦଳରୁ ଇସ୍ତଫା ଦେଇଛନ୍ତି। ବିଜେପି ସଭାପତି ଜେପି ନଡାଙ୍କୁ ସେ ତାଙ୍କର ଇସ୍ତଫା ପତ୍ର…

ଭୋପାଳ ସଚିବାଳୟ ଭବନରେ ଅଗ୍ନିକାଣ୍ଡ, ଅନେକ ଗୁରୁତ୍ବପୂର୍ଣ୍ଣ ଦଲିଲ ପୋଡି ପାଉଁଶ

ଭୋପାଳ: ମଧ୍ୟପ୍ରଦେଶ ରାଜଧାନୀ ଭୋପାଳ ସଚିବାଳୟରେ ଭୟାଭହ ଅଗ୍ନିକାଣ୍ଡ । ବଲ୍ଲଭ ଭବନର ପୁରୁଣା ବିଲି୍ଡଂର ତୃତୀୟ, ଚତୁର୍ଥ, ପଞ୍ଚମ ଏବଂ ଷଷ୍ଠ ମହଲାରେ ନିଆଁ ଲାଗିଛି । ତେବେ କିଭଳି ନିଆଁ ଲାଗିଛି ତାହା ଜଣାପଡିନଥିବାବେଳେ, ଘଟଣାସ୍ଥଳରେ ଦମକଳବାହୀନି ପହଞ୍ଚି ନିଆଁକୁ ଆୟତ୍ତ କରିଛି ।…