‘ମେଣ୍ଟ ହେଉକି ନହେଉ ବିଜେଡି ୧୧୦ରୁ ଅଧିକ ସିଟରେ ଜିତିବ’
ଭୁବନେଶ୍ୱର: ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ ରାଜନୀତିରେ ବିଜେଡି ଓ ବିଜେପି ମେଣ୍ଟକୁ ନେଇ ଚର୍ଚ୍ଚା ଜୋର ଧରିଛି । ଆଜି ବିଜେଡି ବିଧାୟକ ନୃସିଂହ ଚରଣ ସାହୁ ମେଣ୍ଟକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ।
ସେ କହିଛନ୍ତି,‘‘ ମେଣ୍ଟ ହେଉକି ନହେଉ ବିଜେଡି ୧୧୦ରୁ ଅଧିକ ସିଟରେ ଜିତିବ ।…