Latest Odisha News

BREAKING NEWS

Yearly Archives

2024

ତାମିଲନାଡ଼ୁରେ କଂଗ୍ରେସ-ଏମଏନଏମ-ଡିଏମକେର ମେଣ୍ଟ !

ଚେନ୍ନାଇ: ଆଗାମୀ ଲୋକସଭା ନିର୍ବାଚନ ତାରିଖ ଖୁବଶୀଘ୍ର ଘୋଷଣା ହୋଇପାରେ। ଏହା ପୂର୍ବରୁ ଦେଶରେ ରାଜନୈତିକ ହଲଚଲ ହେଉଥିବା ଦେଖିବାକୁ ମିଳୁଛି। ତେବେ ବିଭିନ୍ନ ରାଜ୍ୟରେ ମେଣ୍ଟକୁ ନେଇ ଚର୍ଚ୍ଚା ସାମ୍ନାକୁ ଆସିବାରେ ଲାଗିଛି। ଏହି କ୍ରମରେ ତାମିଲନାଡ଼ୁରେ କଂଗ୍ରେସ ଓ ଏମଏନଏମ ମଧ୍ୟରେ ମେଣ୍ଟ…

ଭାରତର ପ୍ରଥମ ବୋଲର ଭାବେ ଡବ୍ଲ୍ୟୁପିଏଲରେ ହ୍ୟାଟ୍ରିକ ନେଲେ ଦୀପ୍ତି

ନୂଆଦିଲ୍ଲୀ: ମହିଳା ପ୍ରିମିୟର ଲିଗରେ ଭାରତର ପ୍ରଥମ ବୋଲର ଭାବେ ଦୀପ୍ତି ଶର୍ମା ହ୍ୟାଟ୍ରିକ ୱିକେଟ ହାସଲ କରିଛନ୍ତି । ଗତ ବର୍ଷ ଇଶି ୱିଙ୍ଗ ପ୍ରଥମ ବୋଲର ଭାବେ ଏହି ଲିଗରେ ହ୍ୟାଟ୍ରିକ ୱିକେଟ ନେଇଥିଲେ । ଦୀପ୍ତିଙ୍କ ଚମତ୍କାର ବୋଲିଂ ପ୍ରଦର୍ଶନ ବଳରେ ୟୁପି ୱାରିୟର୍ସ ୧ ରନରେ ଦିଲ୍ଲୀକୁ…

ସହରାଞ୍ଚଳ ଗରିବଙ୍କ ପାଇଁ ଉଦଘାଟିତ ହେଲା ନୀଳମାଧବ ନିବାସ ଯୋଜନା

ଭୁବନେଶ୍ୱର: ସହରାଞ୍ଚଳର ଗରିବ ତଥା ବସ୍ତିବାସିନ୍ଦାଙ୍କ ପାଇଁ ଆଜି ନୀଳମାଧବ ନିବାସ ଯୋଜନାକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଓଡ଼ିଶା ସରକାରଙ୍କ 'ସମସ୍ତଙ୍କ ପାଇଁ ଗୃହ' ନୀତି ଅଧୀନରେ ଏହି ପ୍ରକଳ୍ପ ନିର୍ମାଣ କରାଯାଇଛି। କେୟାର ହସ୍ପିଟାଲ ନିକଟରେ ପ୍ରକଳ୍ପ ସ୍ଥଳରେ…

ଶିକ୍ଷକମାନଙ୍କ ନ୍ୟାର୍ଯ୍ୟ ଦାବୀକୁ ଯଥାଶୀଘ୍ର ପୂରଣ କରନ୍ତୁ ରାଜ୍ୟ ସରକାର: ବିଜେପି

ଭୁବନେଶ୍ୱର: ରାଜ୍ୟ ସରକାର ସବୁବେଳେ ଶିକ୍ଷା ଓ ଶିକ୍ଷକମାନଙ୍କ ପ୍ରତି ଅବିଚାର କରିଆସିଛି। ନାହିଁ ନାହିଁର ସରକାରରେ ବିଦ୍ୟାଳୟ ନାହିଁ, ଶିକ୍ଷକ ନାହିଁ, ନୂଆ ଶିକ୍ଷକ ନିଯୁକ୍ତି ନାହିଁ। ରାଜ୍ୟ ସରକାର ଓଡ଼ିଆଙ୍କୁ ଅଶିକ୍ଷିତ କରି ରଖିବାକୁ ପଣ କରିଛି। ଯେତିକି ଶିକ୍ଷକ ଅଛନ୍ତି ସେମାନଙ୍କ ପାଇଁ…

ଅବସର କେବେ ନେବେ ସେ ସମ୍ପର୍କରେ ସୂଚନା ଦେଲେ ରୋହିତ

ଧର୍ମଶାଳା: ରୋହିତ ଶର୍ମାଙ୍କ ନେତୃତ୍ୱରେ ଇଂଲଣ୍ଡ ବିପକ୍ଷରେ ଭାରତ ୪-୧ରେ ସିରିଜ ବିଜୟୀ ହୋଇଛି । ୨୦୦୭ରେ ରୋହିତ ଭାରତ ପକ୍ଷରୁ ପ୍ରଥମ ଆନ୍ତର୍ଜାତୀୟ ମ୍ୟାଚ ଖେଳିଥିଲେ । ଏବେ ସେ ୩ଟି ଯାକ ଫର୍ମାଟରେ ଭାରତର ନେତୃତ୍ୱ ନେଉଛନ୍ତି । ୩୭ ବର୍ଷୀୟ ରୋହିତ କେବେ ଅବସର ନେବେ ସେ ନେଇ ଆଲୋଚନା ଜୋର…

ଇଂଲଣ୍ଡ ବିପକ୍ଷରେ ଐତିହାସିକ ସିରିଜ ବିଜୟ ପରେ ଡବ୍ଲ୍ୟୁଟିସିରେ ଶୀର୍ଷକୁ ଉଠିଲା ଭାରତ

ଧର୍ମଶାଳା: ଏଠାରେ ଖେଳାଯାଇଥିବା ୫ମ ତଥା ଅନ୍ତିମ କ୍ରିକେଟ ଟେଷ୍ଟରେ ଭାରତ ଏକ ଇନିଂସ ୬୪ ରନରେ ଇଂଲଣ୍ଡକୁ ପରାସ୍ତ କରିଛି । ଏଥିସହ ଟିମ ଇଣ୍ଡିଆ ୪-୧ରେ ସିରିଜ ବିଜୟୀ ହୋଇଛି । ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ପ୍ରଥମ ଇନିଂସରେ ୨୧୮ ରନ କରିଥିଲା । ଜବାବରେ ଭାରତ ଅଧିନାୟକ ରୋହିତ ଶର୍ମା…

ମେଣ୍ଟ ହେଲେ ବିଜେଡିର ଲାଭ କେତେ କ୍ଷତି କେତେ ?

ଭୁବନେଶ୍ଵର: ମେଣ୍ଟ ହେବ ନା ହେବନି ? କେବେ ହଁ କେବେ ନା । ଉଠୁଛି ପଡୁଛି ରାଜ୍ୟ ରାଜନୀତି । ପଲିଟିକାଲ ଗୋଲ୍ ସ୍କୋର ଭିତରେ ଚାଲିଛି ଲାଭ କ୍ଷତିର ହିସାବ ନିକାଶ । ମେଣ୍ଟ କାହାକୁ ଦେବ କେତେ ? ବିଜେଡି ପାଇବ କେତେ ହରାଇବ କେତେ ? ୨୦୦୦ ମସିହାରୁ ଶାସନ କ୍ଷମତାରେ ରହିଥିବା ବିଜେଡିକୁ…

ମିଶନ ଶକ୍ତି ସପୋର୍ଟ ଷ୍ଟାଫ୍ ଙ୍କ ପ୍ରୋତ୍ସାହନ ରାଶି ବଢ଼ାଇଲେ ସରକାର

ଭୁବନେଶ୍ବର: ମିଶନ ଶକ୍ତିର କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ମାନଙ୍କର ପ୍ରୋତ୍ସାହନ ରାଶି ବୃଦ୍ଧି କରିଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ । ସରକାରଙ୍କ ଏହି ପ୍ରୋତ୍ସାହନ ଅର୍ଥରାଶି ବୃଦ୍ଧି ଯୋଗୁଁ ମିଶନ ଶକ୍ତିର ୫୯,୫୦୯ କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ଉପକୃତ ହେବେ । 5T ଅଧ୍ୟକ୍ଷଙ୍କ…

ବିଜେଡି-ବିଜେପି ମେଣ୍ଟ: ଭୁବନେଶ୍ୱରରୁ କାହାର ପ୍ରାର୍ଥୀ?

ଭୁବନେଶ୍ଵର: ଚର୍ଚ୍ଚା ହେଉଛି, ବିଜେଡି ସମ୍ମାନଜନକ ଭୁବନେଶ୍ୱର ଲୋକସଭା ସିଟ୍ ନିଜ ପାଖରେ ରଖିବାକୁ ଆଗ୍ରହୀ । କାରଣ ବି ବେଶ୍ ସ୍ପଷ୍ଟ, ଗୋଟିଏ ଗୁଳିରେ ଦୁଇଟି ଶିକାର କରିବାକୁ ଲକ୍ଷ୍ୟ ରଖିଛି ବିଜେଡି । ଭୁବନେଶ୍ୱର ଜିତି ଗଡ ଦଖଲ କରିବା ସହ ଅପରାଜିତାଙ୍କୁ ନିର୍ବାଚନ ରାଜନୀତିରୁ ବିଦା…

ବିହାର ଏବଂ ୟୁପି ପାଇଁ ବିଜେପି ଜାରି କଲା ବିଧାନ ପରିଷଦ ପାର୍ଥୀ ତାଲିକା

ନୂଆଦିଲ୍ଲୀ: ବିହାର ଏବଂ ଉତ୍ତରପ୍ରଦେଶରେ ବିଧାନ ପରିଷଦ ନିର୍ବାଚନ ପାଇଁ ବିଜେପି ତାର ପ୍ରାର୍ଥୀ ତାଲିକା ଘୋଷଣା କରିଛି। ବିହାରର ୧୧ଟି ବିଧାନ ପରିଷଦ ଆସନର ନିର୍ବାଚନ ହେବାକୁ ଯାଉଥିବା ବେଳେ ବର୍ତ୍ତମାନ ବିଜେପି ୩ ଟି ଆସନର ପ୍ରାର୍ଥୀ ଘୋଷଣା କରିଛି। ସେହିପରି ଉତ୍ତରପ୍ରଦେଶର ୧୩ଟି ଏମଏଲସି…