କାଜିରଙ୍ଗା ଜାତୀୟ ଉଦ୍ୟାନରେ ଜଙ୍ଗଲ ସଫାରୀର ମଜା ଉଠାଇଲେ ମୋଦି
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସାମର କାଜିରଙ୍ଗା ଜାତୀୟ ଉଦ୍ୟାନରେ ଜଙ୍ଗଲ ସଫାରୀର ମଜା ଉଠାଇଛନ୍ତି । ଜଙ୍ଗଲ ସଫାରୀ ସମୟରେ ସେ ଏକ ହାତୀ ଉପରେ ବସିଥିବାର ଦେଖିବାକୁ ମିଳିଛି । ଏଥିସହିତ ସେ ଏକ ଜିପ୍ ଯୋଗେ କାଜିରଙ୍ଗା ଜାତୀୟ ଉଦ୍ୟାନକୁ ମଧ୍ୟ କିଛି ଦୂର ଯାତ୍ରା କରିଥିଲେ…