ସମ୍ପର୍କର ଶଗଡି
ଲଳିତ ମୋହନ ମିଶ୍ରଙ୍କ ବିଶେଷ ସ୍ତମ୍ଭ ‘ଚେତନାର ଚୌହଦୀ’
ମନୁଷ୍ୟ ସମ୍ପର୍କର ଶଗଡିକୁ ଛାଡି ଟଙ୍କାର ଇଞ୍ଜିନି ପଛରେ ରେ ଆଜି ଦୌଡୁଛି । ଟଙ୍କା ନରମ ଶେଯ ଦେଇପାରେ କିନ୍ତୁ ନିଦ ଦେଇପାରେନା । ଟଙ୍କା ଭୋଜନ ଦେଇପାରେ କିନ୍ତୁ ଭୋକ ଦେଇପାରେନା । ଟଙ୍କା ସୁନ୍ଦର ପୋଷାକ ଦେଇପାରେ କିନ୍ତୁ…