Latest Odisha News

BREAKING NEWS

Yearly Archives

2024

ବ୍ୟକ୍ତିଗତ ଓ ପେଶାଦାର ଜୀବନକୁ ନେଇ ଟେନସନରେ କି? ଆପଣାନ୍ତୁ ଏସବୁ ଟିପ୍ସ…

ଭୁବନେଶ୍ୱର: ଆଜିର ବ୍ୟସ୍ତବହୁଳ ଜୀବନରେ ଅନେକ ଲୋକ ନିଜର ବ୍ୟକ୍ତିଗତ ଓ ପେଶାଦାର ଜୀବନକୁ ସନ୍ତୁଳନ ରଖି ପାରୁନାହାନ୍ତି, ଯେଉଁଥିପାଇଁ ସେମାନେ ଟେନସନ୍ ଓ ଚାପରେ ରହୁଛନ୍ତି । ଫଳରେ ପରବର୍ତ୍ତୀ ସମୟରେ ସେମାନେ ମାନସିକ ସ୍ଵାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଲୋକମାନେ ଚାପରେ…

ଘରର ଏହି ଦିଗରେ ରଖନ୍ତୁ ପାଣି ଭର୍ତ୍ତି ମାଟିର ମାଠିଆ, ମିଳିବ ଏହି ସବୁ ଫାଇଦା

ନୂଆଦିଲ୍ଲୀ: ଯଦିଓ ବର୍ତ୍ତମାନ ସମୟରେ ସହରଗୁଡ଼ିକରେ ପାଣିରେ ଭର୍ତ୍ତି ମାଟିପାତ୍ର ଗୁଡ଼ିକ କମ୍ ହୋଇଗଲାଣି, କିନ୍ତୁ ଆଜି ମଧ୍ୟ ଗାଁ ଗୁଡ଼ିକରେ ଆପଣ ନିଶ୍ଚିତ ଭାବରେ ଆପଣଙ୍କ ଘରେ କିମ୍ବା କୌଣସି ସର୍ବସାଧାରଣ ସ୍ଥାନରେ ପାଣି ଭର୍ତ୍ତି ମାଟିରେ ନିର୍ମିତ ମାଠିଆ କିମ୍ବା ସୁରେଇ ପାଇବେ । ଯାହାର…

ଗାଜାରେ ଦୁର୍ଭିକ୍ଷ ପରିସ୍ଥିତି; ଅନାହାରଠୁ ଅଳ୍ପ ଦୂରରେ ଗାଜାବାସୀ

ନୂଆଦିଲ୍ଲୀ: ଇସ୍ରାଏଲ୍-ଗାଜା ଯୁଦ୍ଧ ଥମିବାର ନାଁ ନେଉନାହିଁ । ଫଳରେ ଉତ୍ତର ଗାଜାରେ ଦୁର୍ଭିକ୍ଷ ପରିସ୍ଥିତି ଦେଖାଦେଇଛି । ଗାଜାବାସୀ ଅନାହାରଠାରୁ ଅଳ୍ପ ଦୂରରେ, ଏଠାରେ ଖାଦ୍ୟର ଅଭାବ ଦେଖାଦେଇଛି । ଜାନୁଆରୀ ୨୩ ଠାରୁ କୌଣସି ସହାୟତା ଉତ୍ତର ଗାଜାର ଲୋକଙ୍କ ନିକଟରେ ପହଞ୍ଚିପାରି ନାହିଁ ।…

ଭୁବନେଶ୍ୱରରେ ବିଲ୍ ଗେଟସ୍‌; ମା’ ମଙ୍ଗଳା ବସ୍ତି ବୁଲିଲେ, ସ୍ଥାନୀୟଲୋକଙ୍କ ହାଲଚାଲ ପଚାରି ବୁଝିଲେ

ଭୁବନେଶ୍ବର: ଭୁବନେଶ୍ବରରେ ମାଇକ୍ରୋସଫ୍ଟ ସହ-ପ୍ରତିଷ୍ଠାତା ବିଲ ଗେଟସ । ଗତକାଲି ରାତିରେ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ବାଗତ କରାଯାଇଥିଲା । କୃଷି ଓଡିଶା ପରିଦର୍ଶନ କରିବା ସହ ଏକାଧିକ କାର୍ଯ୍ୟକ୍ରମ ରହିଥିବାବେଳେ, ଆଜି ସକାଳୁ…

ଯାତ୍ରୀଙ୍କ ପାଇଁ ଖୁସି ଖବର, ନିର୍ବାଚନ ପୂର୍ବରୁ ଶସ୍ତା ହେଲା ଟ୍ରେନ ଭଡ଼ା !

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ସରକାର ରେଳ ଯାତ୍ରୀଙ୍କୁ ଏକ ବଡ଼ ଆଶ୍ୱସ୍ତିକର ଖବର ଦେଇଛନ୍ତି। ରେଳବାଇ ପୁଣି ଥରେ ଟିକେଟ୍ ମୂଲ୍ୟକୁ ପ୍ରି-କୋଭିଡ୍ ସ୍ତରକୁ ହ୍ରାସ କରିଛି। ଏହି ପଦକ୍ଷେପ ଦ୍ୱାରା ଯାତ୍ରୀବାହୀ ଟ୍ରେନର ଟିକେଟ୍ ମୂଲ୍ୟ ପ୍ରାୟ ୪୦ ରୁ ୫୦ ପ୍ରତିଶତ ହ୍ରାସ ପାଇବାର…

ମିଶନ ଶକ୍ତି ବଜାର ଉଦଘାଟିତ

ଭୁବନେଶ୍ୱର: ମିଶନ ଶକ୍ତି ବଜାରକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି। ମିଶନ ଶକ୍ତିରୁ ପ୍ରସ୍ତୁତ ଦ୍ରବ୍ୟ ଏହି ବଜାରରେ ସହଜରେ ଲୋକଙ୍କ ନିକଟରେ ପହଞ୍ଚାଇବା ମୂଳ ଲକ୍ଷ୍ୟ ରହିଛି। ମାଆଙ୍କ ଉଦ୍ଯୋଗୀ ଆଶାକୁ ଆହୁରି ମଜଭୁତ କରିବ ମିଶନ ଶକ୍ତି ବଜାର। ଏହା ସମ୍ପୂର୍ଣ୍ଣ ଭାବେ…

ଜୟପ୍ରଦା ପଳାତକ ଘୋଷିତ, ଖୋଜୁଛି ପୋଲିସ

ନୂଆଦିଲ୍ଲୀ: ୨୦୧୯ ଲୋକସଭା ସାଧାରଣ ନିର୍ବାଚନ ସମୟରେ ବିଜେପି ପ୍ରାର୍ଥୀ ହୋଇଥିବା ଜୟା ପ୍ରଦାଙ୍କ ବିରୋଧରେ ରାମପୁରରେ ଦୁଇଟି ଆଚରଣ ବିଧି ଉଲ୍ଲଂଘନ ସମ୍ପର୍କିତ ମାମଲା ରୁଜୁ ହୋଇଥିଲା। ରାମପୁରର ସାଂସଦ-ବିଧାୟକ ସ୍ୱତନ୍ତ୍ର କୋର୍ଟ (ମାଜିଷ୍ଟ୍ରେଟ୍ ଟ୍ରାଏଲ୍) ରେ ସେମାନଙ୍କର ଶୁଣାଣି ଚାଲିଛି।…

ବାରବାଟୀ ଷ୍ଟାଡ଼ିୟମ ଭଙ୍ଗା ପ୍ରସଙ୍ଗ: ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେପି

ଭୁବନେଶ୍ୱର: ବାରବାଟୀ ଷ୍ଟାଡ଼ିୟମ ଭଙ୍ଗାଯିବା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେପି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଧାୟକ ତଥା ରାଜ୍ୟ ଉପସଭାପତି ତଥା ପୂର୍ବତନ ରଣଜୀ ଖେଳାଳି ଶ୍ରୀ ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର କହିଛନ୍ତି କି ଗତ ୨୪ ବର୍ଷରେ କ୍ରିକେଟ, ଫୁଟବଲ, ହକି…

ରାଜ୍ୟସଭା ନିର୍ବାଚନ: ୟୁପି, ହିମାଚଳରେ ବାଜି ମାରିଲା ବିଜେପି, କର୍ଣ୍ଣାଟକରେ କଂଗ୍ରେସ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ, କର୍ଣ୍ଣାଟକ ଓ ହିମାଚଳ ପ୍ରଦେଶର ୧୫ଟି ରାଜ୍ୟସଭା ଆସନ ପାଇଁ ମଙ୍ଗଳବାର ହୋଇଥିବା ନିର୍ବାଚନରେ ଜୋରଦାର ରାଜନୈତିକ ନାଟକ ଦେଖିବାକୁ ମିଳିଛି। କର୍ଣ୍ଣାଟକର ୪ଟି ରାଜ୍ୟସଭା ଆସନ ପାଇଁ ଭୋଟ୍ ଗଣତି ଶେଷ ହେବା ପରେ କଂଗ୍ରେସ ୩ଟି ଆସନରେ ବିଜୟୀ ହୋଇଥିବା ବେଳେ ଅଜୟ…

ମାଟ୍ରିକ ପରୀକ୍ଷା: କପି କରିବାରେ ସହଯୋଗ କରି ଶିକ୍ଷୟତ୍ରୀ ନିଲମ୍ବିତ

କଟକ: ମାଟ୍ରିକ୍ ପରୀକ୍ଷାରେ କର୍ତ୍ତବ୍ୟରେ ଅବହେଳା ଓ କପି ରୋକିବାରେ ବିଫଳ ହୋଇଥିବା ଅଭିଯୋଗରେ ଜଣେ ସ୍କୁଲ ଶିକ୍ଷୟତ୍ରୀଙ୍କୁ ନିଲମ୍ବିତ କରାଯାଇଛି। କଟକ ଜିଲ୍ଲା ନରସିଂହପୁର ସ୍ଥିତ ଅନନ୍ତ ନାରାୟଣ ହାଇସ୍କୁଲରେ ନିୟୋଜିତ ଥିବା ଏହି ଶିକ୍ଷୟତ୍ରୀଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ…