ଶିଶୁ ଗଳ୍ପ : ତିନି ସାଙ୍ଗ
ନମିତା ପାଇକରାୟ
ରମେଶ, ଅଜୁ, ବୈଭବ ତିନିଜଣଯାକ ବହୁତ ଭଲ ସାଙ୍ଗ ଥିଲେ। ଏକା ଶ୍ରେଣୀରେ ତିନିଜଣ ଯାକ ପଢୁଥିଲେ। ପାଖା ପାଖି ନହେଲେ ବି ବେଶୀ ଦୂର ନଥିଲା ତିନିଜଣ ଙ୍କ ଘରର ବ୍ୟବଧାନ । ସ୍କୁଲ ଯିବା ସମୟରେ, ଡକାଡକି ହୋଇ ସାଙ୍ଗ ହୋଇ ସ୍କୁଲକୁ ଯାଆନ୍ତି। ଅଜୁ ଓ ବୈଭବଙ୍କ ସ୍ୱାସ୍ଥ୍ୟ…