Latest Odisha News

BREAKING NEWS

Yearly Archives

2024

ଗଳ୍ପ : ଚିଠି

ଲକ୍ଷ୍ମୀପ୍ରିୟା ଓଝା  ବାପା ନୀଳ ଇନଲାଣ୍ଡ ଲେଟରଟିଏ ଧରି ଠିଆ ହେଇଥିଲେ ମଝି ଦୁଆରେ । ଜେଜେ ବସିଥିଲେ ପିଣ୍ଡ|ରେ ତାଙ୍କ ନିର୍ଦ୍ଧାରିତ କାଠ ଚୌକି ଉପରେ । ମା ସେଇଠି ତଳେ । ବୋଉ ରୋଷେଇଘର ଦୁଆର ମୁହଁରେ ଆଉ ଦେଈ ଠିଆ ହେଇଥିଲେ ତାଙ୍କ ନୁଆଁଣିଆ ଚାଳ ଘର କବାଟକୁ ଆଉଜି । ମୁଁ ସେଇ ପିଣ୍ଡ|…

ଭାଷା ଭାଗବତ : ଅପୂର୍ବ ବିଜୟ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ଯେ ଯାହା ଭାବଂତି ଉଚିତ କରଂତୁ ଆହୁରି ବହୁତ ମୁଁ ହେବିନାହିଁ ବିଚଳିତ ସ୍ଥିର ରଖିବି ନିଜ ଚିତ୍ତ ଏତିକି ମୋହର ଦାୟିତ୍ବ ନିର୍ବାହ କରି ହେବି ପ୍ରୀତ ଅନ୍ୟ କାହାର କାର୍ଯ ପାଇଁ ମୁଁ ଦାୟୀ ହୋଇବି କିପାଇଁ ଅନେକ କ୍ଷେତ୍ରରେ…

ଆଜି ମୌନି ଅମାବାସ୍ୟା, ଏହି ଦିନ ମୌନ ବ୍ରତ ରହିବାର ରହିଛି ନିୟମ, ଜାଣନ୍ତୁ ଏହା ପଛର କାରଣ?

ଭୁବନେଶ୍ବର: ଆଜି ମୌନି ଅମାବାସ୍ୟା । ମାଘ ମାସରେ ପଡୁଥିବା ମୌନି ଅମାବାସ୍ୟାର ହିନ୍ଦୁ ଧର୍ମରେ ଏକ ବିଶେଷ ମହତ୍ତ୍ୱ ରହିଛି । ଅମାବାସ୍ୟା ତିଥି ବିଶେଷ ଭାବରେ ପିତୃପୁରୁଷଙ୍କ ପାଇଁ ଉତ୍ସର୍ଗୀକୃତ । ଯେଉଁମାନଙ୍କ ଜୀବନରେ ପିତୃ ଦୋଷ ରହିଛି, ସେମାନେ ଅମାବାସ୍ୟା ତିଥିରେ ସେମାନଙ୍କ…

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ଆତ୍ମ ବ୍ରହ୍ମ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ। ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କୁ ସର୍ବୋତ୍ତ ଭାବେ ଜାଣିବାକୁ ହେଲେ ପ୍ରଥମେ ନିଜ ଆତ୍ମା (ବ୍ରହ୍ମ )କୁ ସଠିକ ଭାବରେ ବୁଝିବାକୁ ହେବ। ପରମବ୍ରହ୍ମଙ୍କ ସ୍ୱରୂପର ବିଶ୍ଳେଷଣ ଯେତିକି ଜରୁରୀ, ସେତିକି…

ଫେସବୁକ ଲାଇଭ ସମୟରେ ନେତାଙ୍କୁ ଗୁଳି, ଭାଇରାଲ ହେଉଛି ଭିଡ଼ିଓ

ମୁମ୍ବାଇ: ଗୁରୁବାର ଦିନ ଏକ ଫେସବୁକ୍ ଲାଇଭ୍ ଭିଡିଓରେ ଶିବସେନା (ୟୁବିଟି) ନେତା ଅଭିଷେକ ଘୋଷାଲକରଙ୍କୁ ଗୁଳି କରି ହତ୍ୟା କରାଯାଇଛି। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଭିଡିଓରେ ପୂର୍ବତନ କର୍ପୋରେଟର ଅଭିଷେକ ଘୋଷାଲକରଙ୍କ ପେଟ ଓ କାନ୍ଧରେ ଗୁଳି ବାଜିଥିବାର ଦେଖିବାକୁ ମିଳିଛି।…

ଡେରିରେ ଉଠିବା ପଛରେ ପୂର୍ବ ପୁରୁଷଙ୍କ ଡିଏନଏ ଦାୟୀ

କେତେକ ମଣିଷ ଶୀଘ୍ର ଉଠିବାକୁ ପସନ୍ଦ କରୁଥିବା ବେଳେ ଅନ୍ୟମାନେ ଡେରିରେ ଉଠିବାକୁ ଭଲ ପାଇଥାନ୍ତି । ଡେରିରେ ଉଠୁଥିବା ବ୍ୟକ୍ତିଙ୍କୁ ଅଳସୁଆ କୁହାଯାଉଥିବା ବେଳେ ଏବେ ଏ ନେଇ ରୋଚକ ତଥ୍ୟ ସମ୍ମୁଖକୁ ଆସିଛି । ରିପୋର୍ଟ ମୁତାବକ ଡେରି କିମ୍ବା ଶୀଘ୍ର ଉଠିବା ପଛରେ ପୂର୍ବପୁରୁଷଙ୍କ ଡିଏନଏ ଦାୟୀ ।…

ପୁରୁଷଙ୍କ ଆକ୍ରମଣାତ୍ମକ ମନୋବୃତିକୁ ହ୍ରାସ କରିଥାଏ ମହିଳାଙ୍କ ଲୁହ: ରିପୋର୍ଟ

ଜଣେ ମହିଳାଙ୍କ ଲୁହ ପୁରୁଷଙ୍କୁ ଦୁର୍ବଳ କରିଥାଏ ବୋଲି ଧାରଣା ରହିଛି । ତେବେ ଏ ନେଇ କୌଣସି ବୈଜ୍ଞାନିକ ପ୍ରମାଣ ହସ୍ତଗତ ହୋଇ ନ ଥିଲା । ନିକଟରେ ଏକ ଅଧ୍ୟୟନରେ ବୈଜ୍ଞାନିକମାନେ ଏହା ସମ୍ଭବ ବୋଲି କହିଛନ୍ତି । ପୂର୍ବରୁ ଏହାକୁ ଏକ ମନୋବୈଜ୍ଞାନିକ ଧାରଣର ବୋଲି ବିବେଚନା କରାଯାଉଥିଲା ।…

ଉତ୍ତରାଖଣ୍ଡରେ ଦଙ୍ଗା ସ୍ଥିତି; ଦେଖିବା ମାତ୍ରେ ଗୁଳି ନିର୍ଦ୍ଦେଶ !

ଡେରାଡୁନ: ହଲଦ୍ୱାନୀ ଅନ୍ତର୍ଗତ ଇନ୍ଦିରା ନଗର ଅଞ୍ଚଳରେ ଥିବା ବେଆଇନ ମଦ୍ରାସା ଏବଂ ନମାଜ ସ୍ଥାନକୁ ଭାଙ୍ଗିବା ପାଇଁ ମ୍ୟୁନିସିପାଲିଟି କର୍ପୋରେସନ ଏବଂ ପ୍ରଶାସନ ସେନା ବଳ ସହିତ ଜେସିବି ନେଇ ପହଞ୍ଚିଥିଲେ। ଏହି ସମୟରେ ସେଠାରେ ଉପସ୍ଥିତ ମୁସଲମାନ ମହିଳା ଓ ଯୁବକମାନେ ଏକ ବିରାଟ ବିରୋଧ…

ରାଜ୍ୟରେ କମିଛି ଦାରିଦ୍ର୍ୟହାର, ବିଧାନସଭାରେ ସୂଚନା ଦେଲେ ମନ୍ତ୍ରୀ 

ଭୁବନେଶ୍ୱର: ରାଜ୍ୟରେ ଦାରିଦ୍ର୍ୟହାର କମିଛି। ଏନେଇ ବିଧାନସଭାରେ ଯୋଜନା ଓ ସଂଯୋଜନା ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ସୂଚନା ଦେଇଛନ୍ତି। ୨୦୧୧-୧୨ ମସିହାରେ ରାଜ୍ୟର ଦାରିଦ୍ର୍ୟହାର ୩୨. ୬ ପ୍ରତିଶତ ଥିବାବେଳେ ୨୦୧୫-୧୬ରୁ ୨୦୧୮-୧୯ ବର୍ଷ ମଧ୍ୟରେ ଦାରିଦ୍ର୍ୟ ହାର ୧୫. ୬୮ ପ୍ରତିଶତକୁ ହ୍ରାସ…

୧୯ ବର୍ଷରୁ କମ ବିଶ୍ୱକପ କ୍ରିକେଟ: ଭାରତ-ଅଷ୍ଟ୍ରେଲିଆ ଫାଇନାଲ

ବେନୋନୀ: ଏଠାରେ ଗୁରୁବାର ଅନୁଷ୍ଠିତ ୧୯ ବର୍ଷରୁ କମ ବିଶ୍ୱକପ କ୍ରିକେଟର ଦ୍ୱିତୀୟ ସେମିଫାଇନାଲରେ ଅଷ୍ଟ୍ରେଲିଆ ୧ ୱିକେଟରେ ପାକିସ୍ତାନକୁ ହରାଇ ଫାଇନାଲରେ ପ୍ରବେଶ କରିଛି । ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଫାଇନାଲ ମ୍ୟାଚ ଖେଳାଯିବ । ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୪୮.୫ ଓଭରରେ ୧୭୯ ରନ…