ପ୍ରଥମ ଟେଷ୍ଟ: ହାର୍ଟଲେଙ୍କ ସ୍ପିନରେ ନାଚିଲା ଟିମ ଇଣ୍ଡିଆ, ୨୮ ରନରେ ଇଂଲଣ୍ଡ ବିଜୟୀ
ହାଇଦ୍ରାବାଦ: ଏଠାରେ ଅନୁଷ୍ଠିତ ପ୍ରଥମ କ୍ରିକେଟ ଟେଷ୍ଟରେ ଟମ ହାର୍ଟଲେଙ୍କ ଚମତ୍କାର ପ୍ରଦର୍ଶନ ବଳରେ ଇଂଲଣ୍ଡ ୨୮ ରନରେ ଭାରତକୁ ପରାସ୍ତ କରିଛି । ଏଥିସହ ୫ ମ୍ୟାଚ ବିଶିଷ୍ଟ ସିରିଜରେ ଇଂଲଣ୍ଡ ୧-୦ର ଅଗ୍ରଣୀ ହାସଲ କରିଛି । ୨୩୧ ରନର ଟାର୍ଗେଟକୁ ପିଛା କରି ଭାରତ ୨୦୨ ରନରେ ଅଲଆଉଟ ହୋଇ…