Latest Odisha News

BREAKING NEWS

Yearly Archives

2024

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ : ଅନନ୍ତ ଓ ଅଚିନ୍ତ୍ୟ ସ୍ୱରୂପ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ । ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ଅନନ୍ତ ଓ ଅଚିନ୍ତ୍ୟ ସ୍ୱରୂପକୁ ବର୍ଣ୍ଣନା କରିବା ସତରେ ଖୁବ କଷ୍ଟକର । ତତ୍ତ୍ୱତଃ ଆମେ ତାଙ୍କୁ ଅନାଦି, ଅସୀମ ଓ ଅବ୍ୟକ୍ତ ବୋଲି ବିବେଚନା କରୁ । ପରମ ରହସ୍ୟମୟ ଦେବତା…

ଆଜି ଠାରୁ ହାଇଦ୍ରାବାଦ ଟେଷ୍ଟ, ଘରୋଇ ଦଳର ଏଭଳି ରହିଛି ରେକର୍ଡ

ହାଇଦ୍ରାବାଦ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୫ ଟିକିଆ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ଆଜି ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଆରମ୍ଭ ହେବ। ୬ ବର୍ଷ ପରେ ହାଇଦ୍ରାବାଦରେ ଏକ ଆନ୍ତର୍ଜାତୀୟ ଟେଷ୍ଟ ମ୍ୟାଚ୍ ଖେଳାଯାଉଛି। ଶେଷ ଥର ପାଇଁ ଟିମ୍ ଇଣ୍ଡିଆ ୨୦୧୮ରେ…

ଅବସର ଘୋଷଣା କଲେ ଅନ୍ତର୍ଜାତୀୟ ମହିଳା ବକ୍ସର ମେରି କମ

ନୂଆଦିଲ୍ଲୀ: ଭାରତର ଅନ୍ତର୍ଜାତୀୟସ୍ତରର ଷ୍ଟାର ମହିଳା ବକ୍ସର ମେରି କମ ଅବସର ଘୋଷଣା କରିଛନ୍ତି। ମେରି କମଙ୍କ ଏହି ଘୋଷଣା ପ୍ରଶଂସକଙ୍କୁ ଝଟକା ଦେଇଛି। ଅତ୍ୟଧିକ ବୟସକୁ ଅବସରର କାରଣ ଦର୍ଶାଇଛନ୍ତି ମେରି। ମେରି କମ୍ ୬ଥର ବିଶ୍ୱ ଚାମ୍ପିଅନ୍ ଏବଂ ୨୦୧୨ ଅଲିମ୍ପିକ୍ ପଦକ ବିଜେତା। ତାଙ୍କର…

ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଜନତା ମଇଦାନରେ ହେବ ସାମୟିକ ସଂଗ୍ରହାଳୟ

ଭୁବନେଶ୍ୱର : ଆସନ୍ତା ଫେବୃଆରୀ ୩ରୁ ୫ ତାରିଖ ମଧ୍ୟରେ ସ୍ଥାନୀୟ ଭୁବନେଶ୍ୱରସ୍ଥିତ ଜନତା ମଇଦାନରେ ଅନୁଷ୍ଠିତ ହେବାକୁ ଥିବା ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀରେ ତିନିଦିନ ଧରି ଅସ୍ଥାୟୀ ସଂଗ୍ରହାଳୟର  ଆୟୋଜନ କରାଯିବ । ଏ ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ବୈଠକ ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ…

ଫେବ୍ରୁଆରି ୩ରୁ ଆରମ୍ଭ ହେବ ଭୁବନେଶ୍ୱର କାହାଣୀ ଉତ୍ସବର ତୃତୀୟ ସଂସ୍କରଣ

ଭୁବନେଶ୍ବର : ଆସନ୍ତା ଫେବୃୟାରୀ ୩ରୁ ୫ ପର୍ଯ୍ୟନ୍ତ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ପକ୍ଷରୁ ଭୁବନେଶ୍ୱର କାହାଣୀ ଉତ୍ସବ ଭୁ-ଫେଷ୍ଟୋ'ର ତୃତୀୟ ସଂସ୍କରଣ ଅନୁଷ୍ଠିତ ହେବାକୁ ଯାଉଛି। ଏହି ସଂସ୍କରଣରେ ବିଶ୍ୱ କଲ୍ୟାଣ ରଥ, ପ୍ରାଚୀ ତାରା ଓ ମୀରା ଦାସଙ୍କ ଭଳି ବିଶିଷ୍ଟ ମୌଖିକ…

ରାମଲଲାଙ୍କ ଜୀବନ୍ତ ଆଖି ଓ ହସର ରହସ୍ୟ ଖୋଲିଲେ ଯୋଗୀରାଜ

ଅଯୋଧ୍ୟା: ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ଭକ୍ତମାନେ ପ୍ରଭୂଙ୍କ ଚେହେରା ଦେଖି ବିଭୋର ହୋଇ ଉଠିଛନ୍ତି । ଶ୍ରରାମଙ୍କ ବାଳସ୍ୱରୂପ ମୂର୍ତିର ଜୀବନ୍ତ ଆଖି ଓ ହସ ଅନେକଙ୍କୁ ଭାବପ୍ରବଣ କରି ଦେଇଛି । ମୂର୍ତି ତିଆରି କରିଥିବା କାରୀଗର ଅରୁଣ ଯୋଗୀରାଜ ଢ଼ଳଢ଼ଳ ଆଖିର ରହସ୍ୟ ଖୋଲିଛନ୍ତି । ସେ…

ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜ ୨୫ରୁ, ମନେ ଅଛି ତ ଭେସଲିନ ବିବାଦ..

ନୂଆଦିଲ୍ଲୀ: ଭାରତ ଓ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ କ୍ରିକେଟ ସିରିଜ ୨୫ରୁ ଆରମ୍ଭ ହେବ । ଯେବେ ବି ଏହି ଦୁଇ ଦେଶ ମଧ୍ୟରେ ଟେଷ୍ଟ ସିରିଜ ଆରମ୍ଭ ହୁଏ ସେତେବେଳେ ଇଂଲଣ୍ଡ ଟିମର ଭେସଲିନ ବିବାଦ ମନେ ପଡି ଯାଇଥାଏ । ୧୯୭୬ରେ ଇଂଲଣ୍ଡ ଟିମ ଭାରତ ଗସ୍ତରେ ୫ ମ୍ୟାଚ ବିଶିଷ୍ଟ ସିରିଜ…

୬ସହକର୍ମୀଙ୍କୁ ଗୁଳିକରି ନିଜକୁ ଗୁଳି ମାରିଦେଲେ ଯବାନ

ନୂଆଦିଲ୍ଲୀ: ୬ ସହକର୍ମୀ ଯବାନଙ୍କୁ ଗୁଳିକଲେ ଆସାମ ରାଇଫଲ୍‌ର ଯବାନ।ଏହାପରେ ନିଜକୁ ଗୁଳି ମାରି ଦେଇଛନ୍ତି ଯବାନ। ଦକ୍ଷିଣ ମଣିଲୁର ସାଜିକ୍ ଚମ୍ପକ ଅଞ୍ଚଳରେ ଘଟିଛି ଏଇ ଘଟଣା। ଯବାନ ଜଣକ ନିଜ ବନ୍ଧୁକରୁ ସହକର୍ମୀଙ୍କୁ ଗୁଳି କରିଛନ୍ତି। ଆହତମାନଙ୍କ ମଧ୍ୟରୁ କେହି ବି ମଣିପୁରର ହୋଇନଥିବା ବେଳେ…

ଯୁଦ୍ଧବନ୍ଦୀଙ୍କୁ ନେଇ ଯାଉଥିବା ବିମାନ ଦୁର୍ଘଟଣାଗ୍ରସ୍ତ, ଜଳିଗଲେ ୭୪ ଯାତ୍ରୀ

ନୂଆଦିଲ୍ଲୀ: ଯୁଦ୍ଧବନ୍ଦୀଙ୍କୁ ନେଇ ଯାଉଥିବା ବିମାନ ଦୁର୍ଘଟଣାଗ୍ରସ୍ତ। ୭୪ ଜଣ ୟୁକ୍ରେନ ଯୁଦ୍ଧବନ୍ଦୀଙ୍କୁ ନେଇ ଆସୁଥିବା ଋଷ ବିମାନ ଆଇଏଲ-୬୭ ୟୁକ୍ରେନ ସୀମା ନିକଟ ପଶ୍ଚିମ ବେଲଗୁଡ ଠାରେ କ୍ରାସ ହୋଇଥିବା ସୂଚନା ମିଳିଛି। ଅଦଳ ବଦଳ ଚୁକ୍ତି ମୁତାବକ ୟୁକ୍ରେନକୁ ନିଆଯାଉଥିବା ବେଳେ ଏଭଳି…

ଫେବୃଆରୀ ୧୬ରୁ ଓଡ଼ିଶା ମତ୍ସ୍ୟ ଓ ପ୍ରାଣୀସଂପଦ ସମାବେଶ

ଭୁବନେଶ୍ୱର: ଆସନ୍ତା ଫେବୃଆରୀ ୧୬ରୁ ୧୮ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ ତିନିଦିନିଆ ଓଡ଼ିଶା ମତ୍ସ୍ୟ ଓ ପ୍ରାଣୀ ସଂପଦ ସମାବେଶ।ଜନତା ମଇଦାନଠାରେ ଚାଲିବ ଏହି ସମାବେଶ। ଏହା ପୂର୍ବରୁ ମତ୍ସ୍ୟ ଓ ପ୍ରାଣୀସଂପଦ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ…