ମାଲେସିଆ ଓପନ ବ୍ୟାଡମିଂଟନ: ସେମିରେ ସାତ୍ୱିକସାଇାଜ-ଚିରାଗ
କୁଆଲାଲମ୍ପୁର: ଭାରତୀୟ ଯୋଡି ସାତ୍ୱିକସାଇରାଜ ରଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟୀ ଚଳିତ ମାଲେସିଆ ଓପନ ବ୍ୟାଡମିଂଟନର ସେମି ଫାଇନାଲରେ ପ୍ରବେଶ କରିଛନ୍ତି । ପୁରୁଷ ଡବଲ୍ସ କ୍ୱାର୍ଟର ଫାଇନାଲରେ ସାଇରାଜ-ଚିରାଗ ଚୀନର ରେନ ଜିୟାଙ୍ଗ ୟୁ ଓ ଜି ଟିଙ୍ଗ ଯୋଡୀଙ୍କୁ ୨୧-୧୧ ଓ ୨୧-୮ରେ ପରାସ୍ତ କରିଥିଲେ…