ପୁଲିସ କର୍ତ୍ତୃପକ୍ଷଙ୍କୁ ଚ୍ୟାଲେଞ୍ଜ, ଦୁଇଟି ଏଟିଏମ୍ ତାଡି ଟଙ୍କା ନେଇଗଲେ ଦୁର୍ବୃତ୍ତ
ସୋର: ବାଲେଶ୍ୱର ଖଇରା ଓ ସୋରରେ ଥିବା ଦୁଇଟି ଏଟିଏମକୁ ଦୁର୍ବୃତ୍ତମାନେ ଟାର୍ଗେଟ କରି ବିପୁଳ ପରିମାଣର ନଗଦ ଟଙ୍କା ନେଇ ଫେରାର ହୋଇଯାଇଛନ୍ତି।
ଖଇରାର ତୁଡିଗଡିଆ ବଜାରରେ ପ୍ରଥମ ଡକାୟତି ଘଟିଥିଲା, ଯେଉଁଠାରେ ଅତି କମରେ ଛଅ ଜଣ ମୁଖାପିନ୍ଧା ଲୁଟେରା ଏକ ଆକ୍ସିସ ବ୍ୟାଙ୍କ ଏଟିଏମ ତାଡି…