Latest Odisha News
Yearly Archives

2024

ଇଣ୍ଡିଆନ ପୋଲିସ ଫୋର୍ସରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ ଟେଲି ଅଭିନେତ୍ରୀ

ମୁମ୍ବାଇ: ରୋହିତ ଶେଟ୍ଟୀଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଇଣ୍ଡିଆନ ପୋଲିସ ଫୋର୍ସ’ର ଟ୍ରେଲର ନିକଟରେ ରିଲିଜ୍ ହୋଇଯାଇଛି । ଏଥିରେ ସିଦ୍ଧାର୍ଥ ମାଲହୋତ୍ରା, ଶିଳ୍ପା ଶେଟ୍ଟୀ ଏବଂ ବିବେକ ଓବରୋଇ ପ୍ରମୁଖ ଏବଂ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି । ଏହା ବ୍ୟତୀତ ଟେଲି ଅଭିନେତ୍ରୀ ଶ୍ୱେତା…

ଅଗ୍ନିବୀରରେ ଭର୍ତ୍ତି ପାଇଁ ନିୟମରେ ବଡ଼ ପରିବର୍ତ୍ତନ

ନୂଆଦିଲ୍ଲୀ: ଅଗ୍ନିବୀର ନିଯୁକ୍ତି ନିୟମରେ ଭାରତୀୟ ସେନା ଏକ ବଡ ପରିବର୍ତ୍ତନ କରିଛି। ବର୍ତ୍ତମାନ ନୂଆ ନିୟମରେ ପୋଷ୍ଟ ପାଇଁ ଟାଇପିଂ ପରୀକ୍ଷାକୁ ବାଧ୍ୟତାମୂଳକ କରିଛି ଭାରତୀୟ ସେନା। ଏହି ନୂତନ ନିୟମ ୨୦୨୪-୨୫ରୁ ଲାଗୁ ହେବ। ଏ ସମ୍ପର୍କରେ ଭାରତୀୟ ସେନା ମଧ୍ୟ ବିଜ୍ଞପ୍ତି ଜାରି କରିଛି।…

କ’ଣ ଏହି ରାସନ ଘୋଟାଲା, ଯାହାକୁ ନେଇ ଖୋଳତାଡ଼ ଚଳାଇଛି ଇଡି, ଜାଣନ୍ତୁ ପୂରା ଘଟଣାକ୍ରମ

ନୂଆଦିଲ୍ଲୀ: ରାସନ ସ୍କାମ ମାମଲାର ଚଢାଉ କରିବାକୁ ଆସିଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି ଦଳ ଉପରେ ଆକ୍ରମଣ ଘଟଣାକୁ ସରକାର ଗମ୍ଭୀରତାର ସହ ଗ୍ରହଣ କରିଛନ୍ତି। ଟିଏମସି ନେତା ଶାହାଜାହାନ ଶେଖଙ୍କ ବିରୋଧରେ ଲୁକଆଉଟ ନୋଟିସ ଜାରି କରାଯାଇଛି। ସୂଚନା ଅନୁଯାୟୀ, ଆକ୍ରମଣ ସମୟରେ ଶାହାଜାହାନ…

୭୦ ବର୍ଷୀୟ ବୃଦ୍ଧଙ୍କୁ ବିବାହ କଲେ ୨୮ ବର୍ଷୀୟ ଯୁବତୀ

କାଲିଫର୍ନିଆ: କଥାରେ ଅଛି ପ୍ରେମ କେତେବେଳେ, କାହାକୁ, କେଉଁଠି ହେବ କେହି କହିପାରିବେନି । ପ୍ରେମ ମାନେନା ବୟସ । ଏବେ ଠିକ୍ ସେପରି ୨୮ ବର୍ଷୀୟା ଯୁବତୀ ଜଣେ ୭୦ ବର୍ଷୀୟ ବୃଦ୍ଧଙ୍କ ପ୍ରେମରେ ପାଗଳ । ଶେଷରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଉଭୟଙ୍କ ମଧ୍ୟରେ ୪୨ ବର୍ଷର ପାର୍ଥକ୍ୟ…

ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କର ବଢୁଛି ଅଡ଼ୁଆ, ହେମନ୍ତଙ୍କ ନିକଟ ସମ୍ପର୍କୀୟକୁ ଇଡ଼ିର ସମନ

ନୂଆଦିଲ୍ଲୀ: ଝାଡଖଣ୍ଡରେ ବେଆଇନ ଖଣି ଖନନ ସହ ଜଡିତ ଅର୍ଥ ହେରଫେର ଘଟଣାରେ ପଚରାଉଚରା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ରାଜ୍ୟ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପ୍ରେସ ପରାମର୍ଶଦାତା ଅଭିଷେକ ପ୍ରସାଦ ଏବଂ ସାହିବଗଞ୍ଜ ଡେପୁଟି କମିଶନର ରାମ ନିୱାସ ଯାଦବଙ୍କୁ ପଚରାଉଚରା କରିଛନ୍ତି।…

ଏମିତି ଫୁଲ, ଯାହା ଦେଖିବାକୁ ଠିକ୍ ପକ୍ଷୀ ପରି

ବିଚିତ୍ର ଏ ପ୍ରକୃତି । ଦୁନିଆରେ ବିଭିନ୍ନ ପ୍ରକାରର ଫୁଲ ଫଳ ରହିଛି । ଏଥିମଧ୍ୟରୁ କିଛି ଫୁଲ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ । କିନ୍ତୁ ଏମିତି ଏକ ଫୁଲ ଅଛି, ଯାହା ଦେଖିବାକୁ ଠିକ୍ ପକ୍ଷୀ ପରି । ଏହି ଫୁଲର ନାଁ କ୍ରୋଟାଲାରିଆ କନିଙ୍ଗହାମି । ଏହି ଫୁଲର ପାଖୁଡ଼ାଗୁଡ଼ିକ ଠିକ୍ ପକ୍ଷୀ ପରି ଦେଖାଯାଏ,…

ସରକାରଙ୍କ ସହ ଆଲୋଚନା ପରେ ଓଡ଼ିଶାରେ ଧର୍ମଘଟ ପ୍ରତ୍ୟାହାର କଲେ ଡ୍ରାଇଭର

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ସହ ଫଳପ୍ରଦ ଆଲୋଚନା ପରେ ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ଆରମ୍ଭ ହୋଇଥିବା 'ଷ୍ଟିଅରିଂ ଛାଡ଼ ଆନ୍ଦୋଳନ' ଧର୍ମଘଟ ପ୍ରତ୍ୟାହୃତ ହୋଇଛି। ସଂଘର ସଭାପତି ପ୍ରଶାନ୍ତ ମେଣ୍ଡୁଲି ଶନିବାର ସରକାରୀ ଅଧିକାରୀଙ୍କ ସହ ବୈଠକ କରିବା ପରେ ଏହି ନିଷ୍ପତ୍ତି ଘୋଷଣା…

ପାଣ୍ଡିଆନଙ୍କ ଗସ୍ତ ବେଳେ ବାଲେଶ୍ବର ବିଜେଡିର ଦୁଇ ଗୋଷ୍ଠୀ ମଧ୍ୟରେ ଚେୟାରକୁ ନେଇ ତୁ ତୁ ମେଁ ମେଁ

ବାଲେଶ୍ୱର: ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତ ସମୟରେ ବାଲେଶ୍ୱରରେ ଶାସକ ବିଜୁ ଜନତା ଦଳ (ବିଜେଡି)ର ବିଭାଜନ ଦେଖିବାକୁ ମିଳିଛି। ୫ଟି ଅଧ୍ୟକ୍ଷ ଆସିବା ପୂର୍ବରୁ ସଭା ମଂଚ ପାଖରେ କିଏ କେଉଁଠି ବସିବ ତାକୁ ନେଇ ପୂର୍ବତନ ସାଂସଦ ରବିନ୍ଦ୍ର ଜେନା ଓ ଏବେର ସଦର ବିଧାୟକ ସ୍ବରୂପ…

ଅଯୋଧ୍ୟାରୁ ବିମାନ ସେବା ଆରମ୍ଭ କଲା ଇଣ୍ଡିଗୋ, ୧୦ରୁ ପ୍ରତିଦିନ ଉଡାଣ

ନୂଆଦିଲ୍ଲୀ: ଅଯୋଧ୍ୟାରେ ନବନିର୍ମିତ ବାଲ୍ମିକୀ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ବିମାନ ସେବା ଆରମ୍ଭ କଲା ‘ଇଣ୍ଡିଗୋ’ ଏୟାରଲାଇନ୍ସ। ଆଜି ଦିଲ୍ଲୀ- ଅଯୋଧ୍ୟା ମଧ୍ୟରେ ଦୁଇଟି ବିମାନ ଉଡାଣ କରିଛି । ଉଭୟ ସହରରୁ ଦୁଇଟି ବିମାନ ଉଡାଣ ଭରି ଉଭୟ ବିମାନ ବନ୍ଦରରେ ଅବତରଣ କରିଛି । ଆଜି ପରୀକ୍ଷା…

ଜାନୁଆରୀ ୨୭ରେ ସମଲେଇ ପ୍ରକଳ୍ପର ଲୋକାର୍ପଣ, ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କଲେ ଟ୍ରଷ୍ଟ ବୋର୍ଡ ଓ ସେବାୟତଗଣ

ଭୁବନେଶ୍ଵର: ପଶ୍ଚିମ ଓଡିଶାର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ବରୀ ପୀଠର ଚାଲିଛି ରୂପାନ୍ତରଣ । ଆଗାମୀ ୨୭ ତାରିଖରେ ହେବ ପ୍ରକଳ୍ପର ଲୋକାର୍ପଣ । ଏହି ପରିପ୍ରେକ୍ଷୀରେ ଆଜି ମନ୍ଦିର ଟ୍ରଷ୍ଟ ବୋର୍ଡର ସଦସ୍ୟ, ସଭାପତି ଓ ପୂଜାରୀ ମାନେ ନବୀନ ନିବାସ ଆସି ମଙ୍ଗଳାଷ୍ଟକ ଗାନ ମଧ୍ୟରେ ମୁଖ୍ୟମନ୍ତ୍ରୀ…