ଗଳ୍ପ : ଭରସା
ଅଳକା ମହାପାତ୍ର
ବାପାଙ୍କ ଚିକିତ୍ସା ପାଇଁ ଚେନ୍ନାଇ ଆସିଥିଲେ ଅଶୋକବାବୁ । ସୁସ୍ଥହେବା ପରେ ଘରକୁ ଫେରୁଛନ୍ତି ବାପପୁଅ । ଠିକ ସମୟରେ ଷ୍ଟେସନରେ ଲାଗିଥିଲା ରେଳଗାଡ଼ି । ରାତିର ଖାଇବାସାରି ନିଜ ସ୍ଲିପରବଗିକୁ ଉଠିଥିଲେ ଦୁହେଁ । ବାପାଙ୍କୁ ତଳ ବର୍ଥରେ ଶୋଇବାକୁ ଦେଇ, ନିଜେ ଉପର ବର୍ଥକୁ…