ବିଶ୍ୱର ପ୍ରଥମ କଳା ବାଘ ସଫାରିକୁ ସିଜେଡ୍ଏର ଅନୁମୋଦନ
ଭୁବନେଶ୍ୱର: ଆନ୍ତର୍ଜାତୀୟ ବ୍ୟାଘ୍ର ଦିବସ ଅବସରରେ ଶିମିଳିପାଳ ସୁରକ୍ଷା ପାଇଁ ମିନି ମାରାଥନ୍ ଆୟୋଜିତ ହୋଇଛି। ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ ନିକଟରେ ପ୍ରତିଷ୍ଠା ହେବାକୁ ଥିବା ମେଲାନିଷ୍ଟିକ୍ ଟାଇଗର (କଳା ବାଘ) ସଫାରି ଆଉ ପାଦେ ଆଗେଇଛି। ବିଶ୍ବର ପ୍ରଥମ ମେଲାନିଷ୍ଟିକ୍ ଟାଇଗର…