ଜୀବନକୁ ପାଣି ଛଡାଇ ନଈ ପାରି ହୋଇ ଡାକ୍ତରଖାନା ଗଲେ ଗର୍ଭବତୀ
ଢେଙ୍କାନାଳ: ଥମୁନି ଜନନୀ ଯନ୍ତ୍ରଣା । ତା ଉପରେ ପୁଣି ଦାଉ ସାଧୁଛି ଲଗାଣ ବର୍ଷା । ରାସ୍ତା ନଥିବାରୁ ଜୀବନକୁ ପାଣି ଛଡାଇ ଖଟିଆରେ ବୁହା ହୋଇ ଉଛୁଳା ନଈ ପାର ହେଲେ ଗର୍ଭବତୀ । ଏଭଳି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ କରଡ଼ାବଣି ଗାଁରେ ।
ସେହି ଗାଁର ହରିହର…