“ସମସ୍ତଙ୍କୁ ମିଳିବ ତାଙ୍କର ହକ୍, ଏ ସରକାର ପୂର୍ବ ସରକାର ଠାରୁ ଭିନ୍ନ”
ଭୁବନେଶ୍ବର: ଆଜି ଓଡ଼ିଶା ଗସ୍ତରେ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀ ସତିଶ ଚନ୍ଦ୍ର ଦୁବେ । ଏନେଇ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବା ପରେ ବଡ ବୟାନ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ।
ଏନେଇ ମନ୍ତ୍ରୀ କହିଛନ୍ତି, ପୂର୍ବ ସରକାର ଓ ଏବେକା ସରକାର ମଧ୍ୟରେ ବହୁତ ତଫାତ ରହିଛି । ଆମ ସରକାର…