Latest Odisha News

BREAKING NEWS

Yearly Archives

2024

ବଢୁଛି ଶିଳ୍ପ ସଂସ୍ଥା, ସୃଷ୍ଟି କରିବ ୫ ଲକ୍ଷରୁ ଅଧିକ ନିଯୁକ୍ତି

ଭୁବନେଶ୍ବର: ରାଜ୍ୟରେ ଶିଳ୍ପାନୁଷ୍ଠାନ ଅଗ୍ରଗତିକୁ ନେଇ ବଡ ବୟାନ ଦେଇଛନ୍ତି ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ବାଇଁ । ଏନେଇ ମନ୍ତ୍ରୀ କହିଛନ୍ତି, ରାଜ୍ୟରେ ଶିଳ୍ପ ସଂସ୍ଥା ଦ୍ରୁତ ଗତିରେ ଅଗ୍ରଗତି କରୁଛି ଯାହା ଆଗକୁ ଅଧିକ ନିଯୁକ୍ତି ସୃଷ୍ଟି କରିବ । ଗତ ପାଞ୍ଚ ବର୍ଷ ମଧ୍ୟରେ ୫୧୨ ବୃହତ ଶିଳ୍ପ…

ରାଜ୍ୟରେ ଖାଲି ପଡିଛି ୧୭ ହଜାରରୁ ଅଧିକ ଶିକ୍ଷକ ପଦବୀ, କହିଲେ ମନ୍ତ୍ରୀ…

ଭୁବନେଶ୍ବର: ରାଜ୍ୟରେ ଖାଲିପଡିଛି ୧୭ ହଜାରରୁ ଅଧିକ ଶିକ୍ଷକ ପଦବୀ । ଅନେକ ସ୍କୁଲର ନାହିଁ ନିଜସ୍ବ ଜମି । କିଛି ଏମିତି କହିହି ଆଜି ବିଧାନସଭାରେ ଉତ୍ତର ରଖିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ  ନିତ୍ୟାନନ୍ଦ ଗଣ୍ଡ । ଶୁକ୍ରବାର ବିଧାନସଭାର ପଞ୍ଚମ ଦିନର ପ୍ରଶ୍ନ କାଳରେ ବିରୋଧୀଙ୍କ…

ସୁବାସ ଚନ୍ଦ୍ର ବୋଷଙ୍କ ଭୂମିକାରେ ପ୍ରଭାସ!

ମାଡ୍ରାସ: କଲ୍କୀ ୨୮୯୮ ଏଡି ଫିଲ୍ମର ସଫଳତା ପରେ ଲୋକପ୍ରିୟ ଅଭିନେତା ପ୍ରଭାସ ତାଙ୍କ ଆଗାମୀ ଫିଲ୍ମକୁ ନେଇ ପୂନର୍ବାର ଚର୍ଚ୍ଚାରେ ରହିଛନ୍ତି । ରିପୋର୍ଟ ମୁତାବକ ଏହି ନୂତନ ଫିଲ୍ମର ଘୋଷଣା ଅଗଷ୍ଟ ୨୨ରେ କରାଯିବ । ଦୁଲକର ସଲମାନ ଓ ମୃଣାଳ ଠାକୁରଙ୍କୁ ନେଇ ସୀତା ରାମମ ଫିଲ୍ମ କରିଥିବା ହନୁ…

କଂଗ୍ରେସର ପିସିସି ସଭାପତି ସପ୍ତଗିରି ଉଲାକା ! କାହିଁକି ଏମିତି କହିଲେ ତାରା…..

ଭୁବନେଶ୍ବର: ଚଳିତ ନିର୍ବାଚନରେ ଆପାତତଃ ଭଲ କରିଥିଲେ ମଧ୍ୟ ଏବେ ବି ବହୁ ପଛରେ ପଡିଛି କଂଗ୍ରେସ । ନିର୍ବାଚନ ସରିବାର ମାସେ ପରେ ବି ରାଜ୍ୟ କଂଗ୍ରେସର ବିପର୍ଯ୍ୟୟ ସ୍ଥିତି । ବିଧାନସଭା ଦିନକ ପୂର୍ବରୁ ଓଡିଶା ପ୍ରଦେଶ କଂଗ୍ରେସ ଭାଙ୍ଗି ବିଭିନ୍ନ ପଦ ପଦବୀରେ ନିଯୁକ୍ତି କରିଥିଲା । ଏଥିରେ…

ଏହି ୨୮ ରୁଟରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଲକ୍ଷ୍ମୀ ବସ୍ ସେବା ସ୍ଥଗିତ

ଭୁବନେଶ୍ୱର: ଲକ୍ଷ୍ମୀ ବସ୍ ସେବା ଅନିର୍ଦ୍ଦିଷ୍ଟ କାଳ ପାଇଁ ୨୮ ରୁଟରେ ସ୍ଥଗିତ ରଖାଯାଇଛି। ସୂଚନାନୁସାରେ, ରାଜ୍ୟର ୧୨ଟି ଜିଲ୍ଲାର ୨୮ଟି ବିଭିନ୍ନ ମାର୍ଗରେ ଲକ୍ଷ୍ମୀ ବସ୍ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି। ଏହା ପଛର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ। ତେବେ…

ଲୁଗା ଗାଡ଼ିରେ ଶିକ୍ଷକ କରୁଛନ୍ତି ଗଞ୍ଜେଇ ବେପାର: ଜଣେ ଶିକ୍ଷକଙ୍କ ସହ ୬ ଅଟକ

ଟିଟିଲାଗଡ଼: ଶିକ୍ଷକ କରୁଛନ୍ତି ଗଞ୍ଜେଇ ବେପାର, ଲୁଗା ଗାଡ଼ିରେ ଗଞ୍ଜେଇ ଚାଲାଣ ବେଳେ ଲୁଗା ବ୍ୟବସାୟୀଙ୍କ ସହିତ ଧରାପଡ଼ିଲେ ଶିକ୍ଷକ। ଗଞ୍ଜେଇ କାରବାରରେ ଶିକ୍ଷକଙ୍କ ସହ ଲୁଗା ବ୍ୟବସାୟୀ ଧରାପଡିଲେ। ଲୁଗା ଗାଡ଼ିରେ ଗଞ୍ଜେଇ ଚାଲାଣ ବେଳେ ଧରିଲା ପୋଲିସ। ଏହି ଘଟଣାରେ୬ ଅଟକ ରହିଛନ୍ତି। ୩…

ସୁକତେଲ ଯନ୍ତ୍ରୀ ସୁନିଲ ରାଉତଙ୍କ ଅମାପ ସମ୍ପତ୍ତି ଠାବ, ରାଜ୍ୟ ବାହାରେ ଆଉ ୨ଟି ପ୍ଲଟ୍‌ ଠାବ କଲା ଭିଜିଲାନ୍ସ

ଭୁବନେଶ୍ୱର: ଇଞ୍ଜିନିୟରଙ୍କ ଅମାପ ସମ୍ପତ୍ତି। ବଲାଙ୍ଗିର ଲୋୟର ସୁକତେଲ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସୁନୀଲ କୁମାର ରାଉତଙ୍କ ଘରେ ଆଜି ଦ୍ୱିତୀୟ ଦିନରେ ଚାଲିଛି ରେଡ୍। କୁବେର ସୁକତେଲ ଯନ୍ତ୍ରୀ ସୁନିଲ ରାଉତଙ୍କ ଅମାପ ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ। ଯେତେ ଖୋଜିଲେ ସେତେ ବାହାରୁଛି…

ଅଗ୍ନିପଥର ଲକ୍ଷ୍ୟ ଭାରତୀୟ ସେନାଙ୍କୁ ଯୁବକ କରିବା, ଅଗ୍ନିବୀରଙ୍କୁ ନେଇ କିଛି ଏମିତି କହିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଆଜି କାରଗିଲ୍ ବିଜୟ ଦିବସକୁ ୨୫ ବର୍ଷ ପୂରିଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଲଦାଖର ଡ୍ରାସ ସେକ୍ଟର ଯାଇ ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ଏହାରି ଭିତରେ ଦେଶର ସୈନିକମାନଙ୍କୁ ସମ୍ବୋଧିତ କରିଛନ୍ତି । ବିଭିନ୍ନ ଆଧୁନିକ ପ୍ରଯୁକ୍ତବିଦ୍ୟାକୁ ନେଇ ସେନା…

ଗେମ୍ ଖେଳି କୋଟିପତି, ଚଢାଉ କଲା ଇଡି

ବଣାଇ: ଅନଲାଇନ ଗେମ ଖେଳି ରୋଜଗାର କରୁଛନ୍ତି କୋଟି କୋଟି ଟଙ୍କା । ଏତେ ଟଙ୍କା ଯେ ସନ୍ଦେହ କରି ଏବେ ୬ ଜଣ ଗେମରଙ୍କ ଘରେ ଚଢ଼ାଉ କରିଛି ଇଡି । ଏନେଇ ବଡ଼ଗୋଗୁଆ ଗାଁରେ କଲିକତାର ୪୦ ଜଣିଆ ଇଡି ଟିମ୍ ଚଢ଼ାଉ କରିଛନ୍ତି । ବ୍ୟାଙ୍କ ଆକାଉଣ୍ଟରେ କୋଟିକୋଟି ଟଙ୍କା କାରବାରକୁ ନେଇ ଚଢ଼ାଉ ଜାରି…

୧୦୦ ବର୍ଷ ପରେ ସିଟି ଅଫ୍ ଲଭରେ ଅଲିମ୍ପିକ୍ସ

ବିଶ୍ୱ କ୍ରୀଡାର ମହାକୁମ୍ଭ ଅଲିମ୍ପିକ୍ସର ୩୩ତମ ସଂସ୍କରଣ ଫ୍ରାନ୍ସ ରାଜଧାନୀ ପ୍ୟାରିସରେ ଆଜି ଉଦଘାଟନ ହେବାକୁ ଯାଉଛି । ତୃତୀୟ ଥର ପାଇଁ ସିଟି ଅଫ୍ ଲଭ୍ ଆୟୋଜିତ କରୁଛି ଗ୍ରୀଷ୍ମକାଳିନ ଅଲିମ୍ପିକ କ୍ରୀଡା । ୧୯୦୦ ମସିହାରେ ଅଲିମ୍ପିକ୍ସର ଦ୍ୱିତୀୟ ସଂସ୍କରଣ ଆୟୋଜନ କରିଥିଲା ପ୍ୟାରିସ ।…