ରତ୍ନଭଣ୍ଡାର ଖୋଲିବା ବେଳେ ସିଂହଦ୍ୱାରକୁ ଛାଡ଼ି ବାକି ଦ୍ୱାର ବନ୍ଦ ରହିବ
ପୁରୀ: ରତ୍ନଭଣ୍ଡାର ଖୋଲିବା ବେଳେ ରହିବ ସାମୟିକ କଟକଣା । ସିଂହଦ୍ୱାରକୁ ଛାଡ଼ି ବନ୍ଦ ରହିବ ବାକି ସମସ୍ତ ଦ୍ୱାର । ଯେଉଁମାନେ ସେବା ଓ ପୂଜା ପାଇଁ ଅଧିକୃତ ସେମାନଙ୍କୁ କେବଳ ଭିତରକୁ ଛଡ଼ାଯିବ । କମିଟିର ସଦସ୍ୟ ଯିବା ବେଳେ ବେହରଣ ଦ୍ବାର ନିକଟରେ ସେମାନଙ୍କୁ ଯାଞ୍ଚ କରାଯିବ ବୋଲି ସୂଚନା…