Latest Odisha News

BREAKING NEWS

Yearly Archives

2024

ପ୍ରବଳ ବର୍ଷା ନେଇ ଓଡ଼ିଶାର ୧୬ ଜିଲ୍ଲାକୁ ୟେଲୋ ଆଲର୍ଟ

ଭୁବନେଶ୍ୱର: ଭୁବନେଶ୍ୱର ଏବଂ କଟକ ସମେତ ଓଡିଶାର ୧୬ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଗୁରୁବାର ଅପରାହ୍ନ ୫ଟା ୩୦ମି. ଯାଏଁ କିଛି କିଛି ସ୍ଥାନରେ ହାଲୁକାରୁ ମଧ୍ୟମଧରଣର ବର୍ଷା ନେଇ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ଏହି ଜିଲ୍ଲା ମଧ୍ୟରେ ରହିଛି-…

ଆସନ୍ତା ୮ ତାରିଖରେ ଖୋଲିନପାରେ ମହାପ୍ରଭୁଙ୍କ ରତ୍ନଭଣ୍ଡାର: ଜଷ୍ଟିସ ଅରିଜିତ ପଶାୟତ

ଭୁବନେଶ୍ୱର: ଆସନ୍ତା ୮ ତାରିଖରେ ଖୋଲିନପାରେ ମହାପ୍ରଭୁଙ୍କ ରତ୍ନଭଣ୍ଡାର। ଏନେଇ ସୂଚନା ଦେଇଛନ୍ତି ରତ୍ନଭଣ୍ଡାର ତଦାରଖ କମିଟି ଅଧ୍ୟକ୍ଷ ଜଷ୍ଟିସ ଅରିଜିତ ପଶାୟତ। ଆସନ୍ତା ୮ ତାରିଖରେ ରଥଯାତ୍ରା ଥିବାରୁ, ସେଦିନ ହୁଏତ ରତ୍ନଭଣ୍ଡାର ଖୋଲିନପାରେ ବୋଲି କହିଛନ୍ତି ଅରିଜିତ। ତେବେ ଯେବେ ସରକାର…

ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ଓଡ଼ିଶା ସରକାର ପ୍ରସ୍ତୁତ, ଜିରୋ କାଜୁଆଲିଟିକୁ ଅଧିକ ଗୁରୁତ୍ୱ

ଭୁବନେଶ୍ୱର: ଲୋକ ସେବା ଭବନର କନ୍‌ଭେନ୍‌ସନ୍ ସେଣ୍ଟରଠାରେ ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ୨୦୨୪ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଧ୍ୟକ୍ଷତା କରିଛନ୍ତି। ତେବେ ଏହି ବିପର୍ଯ୍ୟୟ ପରିଚାଳନା ବୈଠକ ପରେ ମନ୍ତ୍ରୀ ସୁରେଶ ପୂଜାରୀ ମନ୍ତବ୍ୟ…

ସରୁନି ଦାଦନ ଦୁଃଖ, ପୁଣି ଏକ ଦାଦନ ଶ୍ରମିକର ମୃତ୍ୟୁ

ସୋନପୁର: ପୁଣି ଦାଦନ ଦୁଃଖ । ପେଟ ପାଟଣା ପାଇଁ ଦାଦନ ଖଟିବାକୁ ଯାଇ ଶବ ହୋଇ ଫେରିଛି ପୁଣି ଜଣେ ଦାଦନ ଶ୍ରମିକ । ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ହିଲୁଙ୍ଗ ଗାଁର ଦାଦନ ଶ୍ରମିକ ବୁଦ୍ଧଦେବ ମେଣ୍ଡେଲିଙ୍କ ମହାରାଷ୍ଟ୍ର ପୁନେ ସହରରେ ମୃତ୍ୟୁ ହୋଇଛି । କିନ୍ତୁ ଦୁଃଖର କଥା ଏଇଟା ଯେ…

ହାଥରସରେ ଦଳଚକଟା ଘଟଣାରେ ୨୦ ସେବକ ଗିରଫ

ହାଥରସ: ହାଥରସରେ ଏକ ସତସଙ୍ଗରେ ଦଳାଚକଟା ଘଟଣାରେ ପୋଲିସ ୨୦ ସେବକଙ୍କୁ ଗିରଫ କରିଛି। ଏହା ସହିତ ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଉଦ୍ୟମ ଜାରି ରହିଛି। ସୂଚନା ଅନୁଯାୟୀ, ଏହି ପୂରା ମାମଲାରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ଯୋଗୀ ସରକାର। ମାମଲାର ତଦନ୍ତ ପାଇଁ ପୋଲିସ ୭ଟି…

ସ୍ବଦେଶ ଫେରିବା ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ବିଶ୍ବବିଜୟୀ ଟିମ୍ ଇଣ୍ଡିଆ

ନୂଆଦିଲ୍ଲୀ: ଭାରତ ଫେରିଲା ବିଶ୍ବବିଜୟୀ ଟିମ୍ ଇଣ୍ଡିଆ। ସ୍ବଦେଶ ଫେରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଛନ୍ତି ଖେଳାଳି। ଏହି ଅବସରରେ କ୍ଯାପଟେନ ରୋହିତ ଶର୍ମା ଏବଂ ମୁଖ୍ଯ କୋଚ ରାହୁଲ ଦ୍ରାବିଡ ପ୍ରଧାନମନ୍ତ୍ରୀଙ୍କ ହାତକୁ ଟ୍ରଫି ହସ୍ତାନ୍ତର କରିଥିଲେ । ଆଜି…

ଚୋରି କରି ଚିଠି ଲେଖିଲା ଚୋର, ପ୍ରତିଶ୍ରୁତି ବି ଦେଲା…..

ଚେନ୍ନାଇ: ଏବେ ଦେଶ ତଥା ରାଜ୍ୟରେ ଲୁଟରାଜ୍ ଓ ଚୋରଙ୍କ ଉତ୍ପାତ ଜାରି ରହିଛି । ପ୍ରତିଦିନ ଲକ୍ଷେ ଲକ୍ଷେ ଟଙ୍କାର ସୁନା ଅଳଙ୍କାର, ଧନ ସମ୍ପତ୍ତି, ବାଇକ୍, ଫୋନ୍ ଇତ୍ୟାଦି ଚୋରି ହେଉଥିବାର ଅଭିଯୋଗ ଥାନାରେ ରୁଜ୍ଜୁ ହେଉଛି । ଯାହାର ସନ୍ଧାନ ପରେ ପୋଲିସ୍ ହାତରେ କିଛି ଧରାପଡିଥିବା ବେଳେ…

ଦୀର୍ଘ ଦିନ ପରେ ପରିବାର ସଦସ୍ୟଙ୍କୁ ଭେଟିଲେ ଚାମ୍ପିୟନ ଭାରତୀୟ ଟିମ

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପ ୨୦୨୪ ଟାଇଟଲ ହାତେଇବା ପରେ ଭାରତୀୟ କ୍ରିକେଟପ୍ରେମୀ ଓ ଖେଳାଳିଙ୍କ ପାଇଁ ଏକ ନୂଆ ପର୍ବ ଆସିଛି କହିଲେ ଭୁଲ ହେବନି । ରୋହିତ ଶର୍ମା ନେତୃତ୍ୱାଧୀନ ଟିମ ସ୍ୱଦେଶ ପ୍ରତ୍ୟାବର୍ତନ କରିବା ପରେ ପ୍ରଶଂସକମାନେ ସେମାନଙ୍କ ଏକ ଝଲକ ଦେଖିବା ପାଇଁ ବ୍ୟଗ୍ର ହୋଇ ପଡିଥିଲେ ।…

ବନ୍ଦ ହେଲା ଶଙ୍କରଙ୍କ ଅପରିଚିତର ହିନ୍ଦୀ ରିମେକ

ମୁମ୍ବାଇ: ଦକ୍ଷିଣ ଭାରତର ଲୋକପ୍ରିୟ ନିର୍ଦ୍ଦେଶକ ଶଙ୍କରଙ୍କ ବହୂ ପ୍ରତିକ୍ଷୀତ ଅପରିଚିର ହିନ୍ଦୀ ରିମେକକୁ ବନ୍ଦ କରି ଦିଆଯାଇଛି । ରଣବୀର ସିଂ ଅଭିନୀତ ଏହି ଫିଲ୍ମକୁ ନେଇ ଦୀର୍ଘ ଦିନ ଧରି ବେଶ ଚର୍ଚ୍ଚା ଜୋର ଧରିଥିଲା । ଶଙ୍କର ରୋବୋଟ, ଇଣ୍ଡିଆନ ଓ ନାୟକ ପରି ସୁପରହିଟ ଫିଲ୍ମ କରି…

ବିରୋଧୀଙ୍କ ନାରାବାଜି ଉପରେ ରୋକ, କଡା ନିୟମ ଆଣିଲେ ବାଚସ୍ପତି

ନୂଆଦିଲ୍ଲୀ: ଏଣିକି ସଂସଦରେ ଶୁଭିବନି ବିରୋଧୀଙ୍କ ନାରାବାଜି । ବାଚସ୍ପତି ଓମ୍ ବିର୍ଲା ଲାଗୁ କଲେ କଡା ନିୟମ । କିଛି ସାଂସଦ ଲୋକସଭା ସଦସ୍ୟ ଭାବରେ ଶପଥ ସମୟରେ ଦେଇଥିବା ସ୍ଲୋଗାନକୁ ନେଇ କିଛି ଏମିତି ନିଷ୍ପତ୍ତି ନେଇଛନ୍ତି ବାଚସ୍ପତି । ଏନେଇ ବାଚସ୍ପତି ଓମ ବିର୍ଲା ଏକ ନୂତନ ଧାରା…