Latest Odisha News

BREAKING NEWS

Yearly Archives

2024

ଏଣିକି ଓଡିଆରେ ଚାଲିବ ଓଡିଶା ପ୍ରଶାସନ କାର୍ଯ୍ୟ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ହେବାର ୨୨ ଦିନ ପରେ ଲୋକସେବା ଭବନର ତୃତୀୟ ମହଲାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏବେଠୁ ମୁଖ୍ୟମନ୍ତ୍ରୀଙ୍କ ସ୍ଥାୟୀ କାର୍ଯ୍ୟାଳୟ ତୃତୀୟ ମହଲା । ଏଥିପାଇଁ ଲୋକସେବା ଭବନରେ ପହଞ୍ଚିବା ପରେ ମୁଣ୍ଡିଆ ମାରି ଭିତରକୁ ପ୍ରବେଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ…

ଲୋକସେବା ଭବନ ସ୍ଥାୟୀ କାର୍ଯ୍ୟାଳୟ, ମୁଣ୍ଡିଆ ମାରି ପ୍ରବେଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଗୁରୁବାର ନିଜର ସ୍ଥାୟୀ କାର୍ଯ୍ୟକାଳରେ ପ୍ରବେଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବିଧିବଦ୍ଧ ଭାବରେ ଲୋକସେବା ଭବନରେ ଓଡିଶାର ନୂଆ ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟଭାର ସମ୍ଭାଳିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ ପାଇଁ ବିଭିନ୍ନ…

ଗ୍ୟାସ୍‌ ସିଲିଣ୍ଡର ବିସ୍ଫୋରଣରେ ଭାଙ୍ଗିଲା ଘର, ୨ ଗୁରୁତର

ନୟାଗଡ଼: ଗ୍ୟାସ୍‌ ସିଲିଣ୍ଡର ବିସ୍ଫୋରଣରେ ଭାଙ୍ଗିଲା ଘର। ନୟାଗଡ଼ ଜିଲ୍ଲା ଭାପୁର ତହସିଲ ମୁଖ୍ୟ କିରାଣିଙ୍କ କ୍ବାର୍ଟର୍ସରେ ଅଗ୍ନିକାଣ୍ଡ। ଏହି ଘଟଣାରେ ୨ ଜଣ ଗୁରୁତର ଆହତ ହୋଇଥିବା ସୂଚନା ରହିଛି। ବିଳମ୍ବିତ ରାତିରେ ସର୍ଟସର୍କିଟରୁ ଅଗ୍ନିକାଣ୍ଡ ହୋଇ ସିଲିଣ୍ଡର ବିସ୍ଫୋରଣ ଘଟିଥିବା…

ଅନନ୍ତ ଅମ୍ବାନି ଓ ରାଧିକାଙ୍କ ବିବାହ: ଶ୍ରୀମନ୍ଦିର ସେବାୟତଙ୍କୁ ଆସିଲା ନିମନ୍ତ୍ରଣ ପତ୍ର

ପୁରୀ: ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନିଙ୍କ ନିଆରା ବାହାଘର ନିମନ୍ତ୍ରଣ ପତ୍ରକୁ ନେଇ ଚର୍ଚ୍ଚା ଜୋର ଧରିଥିା ବେଳେ ପୁରୀରେ ପହଞ୍ଚିଲା ଅନନ୍ତ ଅମ୍ବାନି ଓ ରାଧିକାଙ୍କ ବିବାହ କାର୍ଡ। ଶ୍ରୀମନ୍ଦିର ସେବାୟତଙ୍କୁ ଆସିଲା ନିଆରା ନିମନ୍ତ୍ରଣ ପତ୍ର। ଭାରତର ବିଶିଷ୍ଟ ଶିଳ୍ପପତି…

ଗାଁରେ ପଶି ୪ଟି ଘର ଭାଙ୍ଗିଲା ଦନ୍ତା, ପ୍ରତିବାଦରେ ସେକ୍ସନ ଅଫିସରେ ତାଲା ପକାଇଲେ ଲୋକେ

ସୁନ୍ଦରଗଡ: ଗାଁରେ ପଶି ଘର ଭାଙ୍ଗିଲା ଦନ୍ତା। ଧରଣୀଧରପାଲୀ ଗାଁରେ ୪ଟି ଘର ଭାଙ୍ଗିଲା ଦନ୍ତାହାତୀ। ପ୍ରତିବାଦରେ ସେକ୍ସନ ଅଫିସରେ ତାଲା ପକାଇଲେ ଲୋକେ।୨ ଦିନ ହେଲା ବଣାଇ ରେଞ୍ଜରେ ଆତଙ୍କ ଖେଳାଇଛି ହାତୀ। ସୂଚନା ଅନୁସାରେ ସୁନ୍ଦରଗଡ ଜିଲ୍ଲା ବଣେଇ ଅଞ୍ଚଳକୁ ଏକ ଦନ୍ତା ଦେବଗଡ ଅଞ୍ଚଳରୁ…

ଭୋଜନ ପରଷିବା ବେଳେ ବାସ୍ତୁ ପ୍ରତି ଧ୍ୟାନ ଦିଅନ୍ତୁ, ଦୂର ହେବ ଅଭାବ

ଆପଣ ଜାଣନ୍ତି କି ବାସୁଶାସ୍ତ୍ରରେ ଖାଦ୍ୟ ପରଷିବା ସମୟରେ କିଛି ବିଶେଷ ନିୟମ ସମ୍ପର୍କରେ ଉଲ୍ଲେଖ କରାଯାଇଛି। ଯାହାକୁ ନିଶ୍ଚିତ ଭାବରେ ପାଳନ କରାଯିବା ଆବଶ୍ୟକ। ଏହା କରିବା ଦ୍ୱାରା ଘରେ ସୁଖଶାନ୍ତି ବିରାଜମାନ ହେବା ସହ ଆର୍ଥିକ ସମସ୍ୟା ମଧ୍ୟ ଦୂର ହୋଇଥାଏ। ତେବେ ଆସନ୍ତୁ ଜାଣିବା ସେହି…

ବାଣ ତିଆରି ବେଳେ ବିସ୍ଫୋରଣ; ୩ ଗୁରୁତର ଆହତ, ବଡ଼ମେଡିକାଲ ସ୍ଥାନାନ୍ତର

ଯାଜପୁର: ବାଣ ତିଆରି ବେଳେ ବିସ୍ଫୋରଣ। ୩ ଜଣ ଗୁରୁତର ଆହତ ହୋଇଥିବା ସୂଚନା। ଯାଜପୁର ଜିଲ୍ଲା କୁଆଖିଆ ଥାନା ଅନ୍ତର୍ଗତ ଖୋସାଲପୁର ଗ୍ରାମରେ ଏଭଳି ଘଟଣା ଘଟିଛି। ବାଣ ବିସ୍ଫୋରଣରେ ସିଦ୍ଧେଶ୍ବର ପାଗଡ଼, ଧନେଶ୍ବର ପାଗଡ଼ ଏବଂ ଓମ୍ ପ୍ରକାଶ ଜେନା ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି।…

ଦନ୍ତାହାତୀର ଗଳିତ ମୃତଦେହ ଠାବ ଘଟଣା; ନିଲମ୍ବିତ ହେଲେ ଦୁଇ ବନବିଭାଗ କର୍ମଚାରୀ, ଜଣେ ଗିରଫ

ଅନୁଗୁଳ: ଅନୁଗୁଳ ବନଖଣ୍ଡ ଜରପଡ଼ା ରେଞ୍ଜ ମାଙ୍କଡ଼କନ୍ଦା ନାଳ ନିକଟରେ ଦନ୍ତା ହାତୀର ଗଳିତ ମୃତଦେହ ମିଳିବା ଘଟଣାରେ ୨ ବନବିଭାଗ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି। ଏହି ଘଟଣାରେ ଜଣେ ବ୍ୟକ୍ତିଙ୍କୁ ଗିରଫ ବି କରାଯାଇଛି । ଜରପଡ଼ା ଫରେଷ୍ଟର୍‌ ଦିନବନ୍ଧୁ ନାୟକ ଓ ପରା ବିଟ୍‌ର ଦାୟିତ୍ବରେ ଥିବା…

ଏନ୍ଏମ୍‌ସି ଅଧ୍ୟକ୍ଷ ହେଲେ ଡ଼ା ବିଏନ୍ ଗଙ୍ଗାଧର, ମୋଦୀ କ୍ୟାବିନେଟ୍‌ର ମଞ୍ଜୁରି

ନୂଆଦିଲ୍ଲୀ: କେନ୍ଦ୍ର ସରକାର ବୁଧବାର ମେଡିକାଲ ଆସେସ୍‌ମେଣ୍ଟ ଆଣ୍ଡ ରେଟିଂ ବୋର୍ଡ (ଏମ୍ଏଆର୍‌ବି)ର ସଭାପତି ଡା. ବି ଏନ୍ ଗଙ୍ଗାଧରଙ୍କୁ ନ୍ୟାସନାଲ ମେଡିକାଲ କମିଶନ (ଏନ୍ଏମ୍‌ସି)ର ଅଧ୍ୟକ୍ଷ ଭାବେ ନିଯୁକ୍ତି କରିଛନ୍ତି। ପୂର୍ବରୁ ସେ ଏନ୍ଏମ୍‌ସିର କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ଦାୟିତ୍ୱ…

ବଡ଼ଶଙ୍ଖଠାରୁ ଗୁଣ୍ଡିଚା ମନ୍ଦିର ଯାଏ ହେବନି ସ୍ଥାୟୀ ନିର୍ମାଣ, ରଥଯାତ୍ରାରେ ପଡ଼ିପାରିବନି ବ୍ୟବସାୟିକ ଷ୍ଟଲ୍

କଟକ: ରଥଯାତ୍ରା ବେଳେ ପୁରୀ ବଡଦାଣ୍ଡରେ ବ୍ୟବସାୟ ଷ୍ଟଲ ବା କମର୍ସିଆଲ ଷ୍ଚଲ ଲଗାଇବା ମନା। ଏନେଇ ପୁରୀ ପୌରପାଳିକା ପକ୍ଷରୁ ହାଇକୋର୍ଟରେ ସତ୍ୟପାଠ ମଧ୍ୟ ଦାଖଲ କରାଯାଇଛି । ସେହିପରି ପୁରୀ ବଡ଼ଶଙ୍ଖଠାରୁ ଗୁଣ୍ଡିଚା ମନ୍ଦିର ଯାଏ ମୁଖ୍ୟ ରାସ୍ତା ପାର୍ଶ୍ୱରେ କୌଣସି ସ୍ଥାୟୀ ନିର୍ମାଣ ହେବ…