ପୋଲିସ ନିକଟରେ ୨ ମାଓବାଦୀଙ୍କ ଆତ୍ମସମର୍ପଣ
ସୁକମା: ଛତିଶଗଡ଼ ପୋଲିସକୁ ପୁଣି ସଫଳତା। ଛତିଶଗଡ଼ ସୁକ୍ମା ଜିଲ୍ଲା ପୋଲିସ ନିକଟରେ ୨ ମାଓବାଦୀ ବୁଧବାର ଆତ୍ମସମର୍ପଣ କରଛନ୍ତି। କୋଣ୍ଟା ଅଞ୍ଚଳର ୧୦ ଲକ୍ଷ ଟଙ୍କା ପୁରସ୍କାର ଘୋଷିତ ମାଓବାଦୀ ସୋଡି ଗଜେନ୍ଦ୍ର ଓରଫ ହଡମା ଓ ମହିଳା ମାଓବାଦୀ ସୋଡି ମଞ୍ଜୁଲା ଓରଫ ମଡକମ ମଞ୍ଜୁଲା ଆତ୍ମସମର୍ପଣ…