Latest Odisha News

BREAKING NEWS

Yearly Archives

2024

ସମସ୍ତ କାର୍ଯ୍ୟକ୍ଷମ କେଜିଭିବି ଏବଂ ହଷ୍ଟେଲରେ ହେବ ଆଇସିଟି ଲ୍ୟାବ୍ ଏବଂ ସ୍ମାର୍ଟ କ୍ଲାସରୁମ୍

ନୂଆଦିଲ୍ଲୀ: ଛାତ୍ରୀମାନଙ୍କୁ ସଶକ୍ତ କରିବା, ସେମାନଙ୍କୁ ଡିଜିଟାଲ କ୍ଷେତ୍ରରେ ସୁଦୃଢ଼ କରିବା ଏବଂ ସେମାନଙ୍କ ଶିକ୍ଷଣ ଫଳାଫଳ ବୃଦ୍ଧି କରିବା ପାଇଁ ସମସ୍ତ କାର୍ଯ୍ୟକ୍ଷମ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ (କେଜିଭିବି) ଏବଂ ହଷ୍ଟେଲରେ ସମଗ୍ର ଶିକ୍ଷା ନିୟମ ଅନୁଯାୟୀ ଆଇସିଟି ଲ୍ୟାବ୍ ଏବଂ…

ଜୁଲାଇ ୧୨କୁ ବଢିଲା କେଜ୍ରିୱାଲଙ୍କ ନ୍ୟାୟିକ ହେପାଜତ ଅବଧି

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ନ୍ୟାୟିକ ହେପାଜତ ଅବଧି ଜୁଲାଇ ୧୨କୁ ବୃଦ୍ଧି କଲେ ଦିଲ୍ଲୀ ରାଉଜ ଆଭେନ୍ୟୁ କୋର୍ଟ। କେଜ୍ରିୱାଲ ଭିଡିଓ କନଫରେନ୍ସ ଜରିଆରେ ସ୍ୱତନ୍ତ୍ର ବିଚାରପତି କାଭେରୀ ବାୱେଜାଙ୍କ କୋର୍ଟରେ ହାଜର ହୋଇଥିଲେ। ଦିଲ୍ଲୀ ଅବକାରୀ ନୀତି…

ବନ୍ଦ ହେବ ସ୍ୱଦେଶୀ ଆପ୍ ‘କୁ’

ନୂଆଦିଲ୍ଲୀ: ଏଲନ ମସ୍କଙ୍କ ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ ଏକ୍ସକୁ (ପୁରୁଣା ନାମ ଟୁଇଟର୍‌) ଟକ୍କର ଦେବାକୁ ଭାରତର ହୋମଗ୍ରାଉଣ୍ଡ ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ ‘କୁ’(KOO) ଆରମ୍ଭ ହୋଇଥିଲା। ସେତେବେଳେ ଏହି ଦେଶୀ ଟୁଇଟରର ଲୋକପ୍ରିୟତା ଭାରତରେ ବହୁତ ଦ୍ରୁତ ଗତିରେ ବୃଦ୍ଧି ପାଇଥିଲା । କିନ୍ତୁ…

ଜୁଲାଇ ୮ରେ ବନ୍ଦ ରହିବ ବ୍ୟାଙ୍କ, ରାଜସ୍ବ ଓ ମାଜିଷ୍ଟ୍ରେଟ୍‌ଙ୍କ କୋର୍ଟ

ଭୁବନେଶ୍ବର: ଜୁଲାଇ ୮ରେ ବନ୍ଦ ରହିବ ବ୍ୟାଙ୍କ, ରାଜସ୍ବ ଓ ମାଜିଷ୍ଟ୍ରେଟ୍‌ଙ୍କ କୋର୍ଟ। ଚଳିତବର୍ଷ ରଥଯାତ୍ରା ଦୁଇଦିନ ଧରି ଅନୁଷ୍ଠିତ ହେବ। ଆସନ୍ତା ୭ ଓ ୮ ତାରିଖରେ ସରକାରୀ କାର୍ଯ୍ୟାଳୟ, ସ୍କୁଲ, କଲେଜ ଛୁଟି ରହିବ । ଏଥିସହିତ ୮ ତାରିଖରେ ବ୍ୟାଙ୍କ, ରାଜସ୍ୱ ଓ ମାଜିଷ୍ଟ୍ରେଟ୍‌ଙ୍କ କୋର୍ଟ…

ମଣିଷଙ୍କ ପରି ପିମ୍ପୁଡିମାନେ ମଧ୍ୟ ଜୀବନ ବଂଚାଇବା ପାଇଁ କରନ୍ତି ଅପରେଶନ

ନୂଆଦିଲ୍ଲୀ: ମଣିଷ ରୋଗରେ ପଡିଲେ ବେଳେ ବେଳେ ବଂଚାଇବା ପାଇଁ ଡାକ୍ତରମାନେ ଅପରେଶନ ମଧ୍ୟ କରିଥାନ୍ତି । ଏଥିପାଇଁ ମଣିଷଙ୍କୁ ପାଠ ପଢ଼ିବାକୁ ପଡିଥାଏ ଏବଂ ସିଦ୍ଧହସ୍ତ ହେବା ନିମନ୍ତେ ପ୍ରଶିକ୍ଷଣ ମଧ୍ୟ ନେଇଥାନ୍ତି । ମଣିଷଙ୍କ ପରି ପିମ୍ପୁଡିମାନେ ମଧ୍ୟ ଅପରେଶନ କରିଥାନ୍ତି । ତେବେ ଆପଣମାନେ…

ଅଧ୍ୟକ୍ଷଙ୍କୁ ପିଟିଲେ ଅଧ୍ୟାପକ, ଥାନାରେ ଏତଲା

ଖୋର୍ଦ୍ଧା: ହଳଦିଆ ଡିଗ୍ରୀ କଲେଜ ଅଧକ୍ଷ୍ୟଙ୍କୁ ମାଡ଼ ଅଭିଯୋଗ । ପରିଚାଳନା କମିଟି ସଭାପତି ଓ ଜଣେ ଅଧ୍ୟାପକ ମାଡ଼ ମାରିଥିବା ଅଭିଯୋଗ । ପ୍ରିନ୍ସିପାଲଙ୍କ ବଦଳିକୁ ନେଇ ମାଡ଼ ମାରିଥିବା ସୂଚନା ମିଳିଛି । ଏନେଇ ଖୋର୍ଦ୍ଧା ଶିଳ୍ପାଞ୍ଚଳ ଥାନାରେ ଏତଲା ଦିଆଯାଇଛି । ତେବେ ଚାମ୍ବରରେ ପଶି ମାଡ଼…

କଳାକୃତି ମାଧ୍ୟମରେ ରତ୍ନ ଭଣ୍ଡାର ଖୋଲିବାକୁ ଅନୁରୋଧ

ଭୁବନେଶ୍ବର: କଳାକୃତି ମାଧ୍ୟମରେ ରତ୍ନ ଭଣ୍ଡାର ଖୋଲିବାକୁ ଅନୁରୋଧ କଲେ ଯୁବ କଳାକାର। ଆଇସକ୍ରିମ କାଠିରେ ତିଆରି ହୋଇଛି ସୁନ୍ଦର କଳାକୃତି। ଏହି କଳାକାର ଜଣକ ହେଉଛନ୍ତି ବିଶ୍ଵଜିତ ନାୟକ। ଯିଏକି ବି-ଟେକ ତୃତୀୟ ବର୍ଷ ଇଲୋକ୍ଟ୍ରୋନିକସ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂ ପଢୁଛନ୍ତି। ସେ ନୂଆ…

କୁସୁମା ପାର୍କ ଭିତରେ ବଙ୍ଗଳା କାହାର, ତଦନ୍ତ ନିର୍ଦ୍ଦେଶ

ଯାଜପୁର: କୁସୁମା ପାର୍କ ଭିତରେ ଥିବା ଆଲିସାନ ବଙ୍ଗଳା କାହାର? କୁସୁମାର ଆଲିସାନ ବଙ୍ଗଳାକୁ ନେଇ ଯାଜପୁର ପୌରପାଳିକାକୁ ତଦନ୍ତ ନିର୍ଦ୍ଦେଶ ଦେଲେ ଜିଲ୍ଲାପାଳ । କିଏ, କାହିଁକି ଓ କେଉଁ ସଂସ୍ଥା ଏହାକୁ ନିର୍ମାଣ କରିଛି ତାହା ଯଥା ଶୀଘ୍ର ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ କାମର…

ଆଇପିଏଲ: ଅଧିକ ଖେଳାଳି ରିଟେନଶନ ପାଇଁ ଅନୁରୋଧ କଲେ ଫ୍ରାଂଚାଇଜର

ମୁମ୍ବାଇ: ଇଣ୍ଡିଆନ ପ୍ରିମିୟର ଲିଗର ମେଗା ଅକ୍ସନ ଏଥର ଆୟୋଜିତ ହେବ । ଆଗାମୀ ୩ଟି ସିଜନ ପାଇଁ ଫ୍ରାଂଚାଇଜରୀ ଖେଳାଳିଙ୍କୁ ଟିମରେ ନେବେ । ଇତି ମଧ୍ୟରେ ଅଧିକାଂଶ ଫ୍ରାଂଚାଇଜର ଖେଳାଳି ରିଟେନଶନ ସଂଖ୍ୟା ବଢ଼େଇବା ପାଇଁ ଅନୁରୋଧ କରିଛନ୍ତି । ୫ରୁ୭ ଖେଳାଳିଙ୍କୁ ସେମାନେ ଦଳରେ ରଖିବା ପାଇଁ…

ପୂର୍ବତନ ମାଲକାନଗିରି ବିଧାୟକ ଆଦିତ୍ୟ ମାଢୀଙ୍କ ପରଲୋକ

ଭୁବନେଶ୍ୱର: ପୂର୍ବତନ ମାଲକାନଗିରି ବିଧାୟକ ତଥା ବିଜେପି ନେତା ଆଦିତ୍ୟ ମାଢୀଙ୍କ ଦେହାନ୍ତ ହୋଇଛି। ବୁଧବାର ଦିନ ଭୁବନେଶ୍ୱରର ଏକ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୫୦ ବର୍ଷ ବୟସ ହୋଇଥିଲା। ସୂଚନାନୁସାରେ, ସେ କିଡନୀ…