Latest Odisha News

BREAKING NEWS

Yearly Archives

2024

ନକଲି ସାର୍ଟିଫିକେଟରେ ଚାକିରି କରିବା ଘଟଣା; ୨ ଶିକ୍ଷକ ଜେଲରେ

ବରଗଡ: ସାରା ରାଜ୍ୟରେ ନକଲି ସାର୍ଟିଫିକେଟକୁ ନେଇ ହଇଚଇ। ସରକାରୀ ବିଦ୍ୟାଳୟରେ ଚାକିରି ପାଇବା ପାଇଁ ନକଲି ପ୍ରମାଣପତ୍ର ଦାଖଲ ଅଭିଯୋଗରେ ବରଗଡର ଦୁଇଜଣ ଶିକ୍ଷକ ଏବ‌େ ଜେଲରେ। ସୂଚନାନୁସାରେ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସେମାନଙ୍କ ଶିକ୍ଷାଗତ ଯୋଗ୍ୟତା ଯାଞ୍ଚ କରିବା ପରେ ନକଲି…

ସଂସଦରେ ରାହୁଲଙ୍କୁ ମୋଦିଙ୍କ ତାତ୍ସଲ୍ୟ, ‘କଂଗ୍ରେସ ଏକ ପରଜୀବୀ’

ନୂଆଦିଲ୍ଲୀ: ସୋମବାର ରାହୁଲଙ୍କ ବୟାନକୁ କାଉଣ୍ଟର କରି ଆଜି କିଛି ଏମିତି ଢଙ୍ଗରେ କହିଛନ୍ତି ମୋଦି, ଯେଉଁଥିରେ ସାପ ମରିଯାଇଛି ହେଲେ ବାଡି ଭାଙ୍ଗିନି । ରାହୁଲଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ଆଜି ସଂସଦରେ ନିଜର ଅଭିଭାଷଣରେ ଜୋର ଦାର କାଉଣ୍ଟର କରିଛନ୍ତି ମୋଦି । ଏନେଇ ପ୍ରଧାନମନ୍ତ୍ରୀ…

‘ତୃତୀୟ ଥର ପାଇଁ ୧୦୦ ଛୁଇଁପାରିଲାନି, ତଥାପି ବୟାନବାଜି’: ରାହୁଲଙ୍କୁ ଟାର୍ଗେଟ କରି କିଛି ଏମିତି କହିଲେ ମୋଦି

ନୂଆଦିଲ୍ଲୀ: ଚାଲିଛି ସଂସଦ । ଆଜି ସପ୍ତମ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂସଦରେ ରାଷ୍ଟ୍ରପତିଙ୍କ ସମ୍ବୋଧନରେ ଧନ୍ୟବାଦ ଅର୍ପଣ ଉପରେ ଆଲୋଚନା ଆରମ୍ଭ କରିଛନ୍ତି। ପ୍ରଧାନମନ୍ତ୍ରୀ ଅଭିଭାଷଣ ଆରମ୍ଭ ହେଉ ହେଉ ଚେଇଁ ଉଠିଥିଲେ ବିରୋଧୀ । ଲୋକସଭାରେ ବିରୋଧୀ ନେତା ହଲ୍ଲାବୋଲ ଆରମ୍ଭ…

ସତସଙ୍ଗରେ ଦଳାଚକଟା; ୨୭ରୁ ଅଧିକ ମୃତ

ହାଥରସ: ଉତ୍ତରପ୍ରଦେଶର ହାଥରସରେ ଏକ ବଡ଼ ଦୁର୍ଘଟଣା ଘଟିଛି। ହାଥରସର ସିକନ୍ଦରାରାଉ ଥାନାର ଫୁଲରଇରେ ଆୟୋଜିତ ଭ‌ୋଳାବାବାଙ୍କ ସତସଙ୍ଗ ସମୟରେ ଏକ ବଡ଼ ଦୁର୍ଘଟଣା ଘଟିଛି। ସତସଙ୍ଗ ସମୟରେ ଦଳାଚକଟା ହେବାରୁ ୨୭ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରୁ ଅଧିକାଂଶ ମହିଳା ଏବଂ ଶିଶୁ ଥିବା…

ଭାରତ ସଫଳତାର ସହ ନିର୍ବାଚନ କରାଇ ବିଶ୍ବକୁ ମାର୍ଗ ଦେଖାଇଛି: ମୋଦୀ

ନୂଆଦିଲ୍ଲୀ: ଆଜି ସଂସଦ ଅଧିବେଶନରେ ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଦେବ ଅବସରରେ ପ୍ରଥମ ଥର ସାଂସଦ ହୋଇ ଆସିଥିବା ସଦସ୍ୟଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାମନ୍ତ୍ରୀ ମୋଦୀ। ଭାରତ ସଫଳତାର ସହ ନିର୍ବାଚନ କରାଇ ବିଶ୍ବକୁ ମାର୍ଗ ଦେଖାଇଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ସେପଟେ କିନ୍ତୁ…

ରଥଯାତ୍ରା: ତୃଟିଶୂନ୍ୟ ପରିଚାଳନା ପାଇଁ ସମସ୍ତଙ୍କ ସହଯୋଗ ଲୋଡିଲେ ମୁଖ୍ୟମନ୍ତ୍ରୀ

ପୁରୀ: ରଥଯାତ୍ରାକୁ ନଜରର‌େ ରଖି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାର‌େ ପୁରୀ ଟାଉନ ହଲଠାରେ ଆଜି ଅନୁଷ୍ଠିତ ହ‌ୋଇଯାଇଛି ରାଜ୍ୟସ୍ତରୀୟ ସମୀକ୍ଷା ବୈଠକ। ଏହି ଅବସରରେ ସେ ରଥଯାତ୍ରାର ସୁପରିଚାଳନା ପାଇଁ ସମସ୍ତ ସେବାୟତଗଣ, ପ୍ରଶାସନ, ବିଭିନ୍ନ ସାମାଜିକ ସଂଗଠନ ଓ ସ୍ଥାନୀୟ…

ପଡ଼ିଲା ତାଲା, ସିଲ୍ ହେଲା ବଲ୍ଲେ ବଲ୍ଲେ ଢ଼ାବା

ଯାଜପୁର: ତାଲା ପଡ଼ିଲା ଯାଜପୁର ଧର୍ମଶାଳାର ବଲେ ବଲେ ଢାବାରେ। ବିନା କାଗଜପତ୍ରରେ ଏହି ଢାବା ବେଆଇନ ଭାବେ ଚାଲିଥିବା ଅଭିଯୋଗ ହେବା ପରେ ଖୋଳତାଡ ଆରମ୍ଭ ହୋଇଥିଲା । ଢ଼ାବାକୁ ସିଲ କରିବାକୁ ନୋଟିସ୍ କରିଥିଲେ ବିଡ଼ିଓ । ଆଜି ବିଡିଓଙ୍କ ନିର୍ଦ୍ଦେଶରେ ଅଧିକାରୀମାନେ ଢ଼ାବାରେ ତାଲା ପକାଇଛନ୍ତି…

କାହିଁକି ସବୁଜରୁ ଗେରୁଆ ରଙ୍ଗ ହେଉଛି ଲକ୍ଷ୍ମୀ ବସ୍ ?

ଭୁବନେଶ୍ବର: ଶଙ୍ଖ ପୋଷ୍ଟର ହଟିଥିଲା, ଏବେ ବଦଳିଲା ରଙ୍ଗ । ସବୁଜରୁ ଗେରୁଆ ରଙ୍ଗ ହୋଇଛି ଲକ୍ଷ୍ମୀ ବସ୍ । ଢେଙ୍କାନାଳରେ ବସର ରଙ୍ଗ ବଦଳକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି । କାହା ନିର୍ଦ୍ଦେଶରେ ବସର ରଙ୍ଗ ବଦଳା ଯାଉଛି, ସେନେଇ ଜଣାପଡିନି । ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରେ…

ଲୋକସଭାରେ ରାହୁଲ ବନାମ ମୋଦି ପ୍ରଥମ ଲଢେଇ

ନୂଆଦିଲ୍ଲୀ: ନୂଆ ଲୋକସଭାରେ ଜଣେ ନୂଆ ରାହୁଲ ଗାନ୍ଧୀଙ୍କୁ ଦେଖିବାକୁ ମିଳିଛି । ପୂର୍ବାପେକ୍ଷା ଅଧିକ ଆକ୍ରମଣାତ୍ମକ, ଅବିଚଳିତ ରାହୁଲ ଗାନ୍ଧୀ ଏନଡିଏ ସରକାରକୁ ଚ୍ୟାଲେଂଜ କରୁଛନ୍ତି ।  ଲୋକସଭାରେ ବିରୋଧୀ ଦଳ ନେତା ଭାବେ ପ୍ରଥମ ଥର ପାଇଁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଚର୍ଚ୍ଚାରେ ଭାଗ…

ମଦ୍ୟପାନ ଓ ସିଗାରେଟ୍ ବିନା ଜୀବନରେ ମଜା ନାହିଁ: ଅଷ୍ଟ୍ରେଲିଆର ପୂର୍ବତନ ଉପ-ପ୍ରଧାନମନ୍ତ୍ରୀ

ଅଷ୍ଟ୍ରେଲିଆ: ଅଷ୍ଟ୍ରେଲିଆର ପୂର୍ବତନ ଉପ-ପ୍ରଧାନମନ୍ତ୍ରୀ ବର୍ଣ୍ଣବୀ ଜୋଏସ୍ ମଦ୍ୟପାନ ଏବଂ ସିଗାରେଟକୁ ନେଇ ମନକଥା ବଖାଣିଛନ୍ତି। ସେ କହିଛନ୍ତି ଯେ ମଦ୍ୟପାନ ଏବଂ ସିଗାରେଟ୍ ଛାଡିବା ପରେ ଜୀବନ ପ୍ରତି ତାଙ୍କର ବିରକ୍ତିଭାବ ଆସିଯାଇଛି। ତେବେ ନିକଟର‌େ ତାଙ୍କର ଏକ ଭିଡିଓ ସାମ୍ନାକୁ ଆସିଥିଲା,…