Latest Odisha News

BREAKING NEWS

Yearly Archives

2024

ବଡ଼ପୋଦଣ୍ଡା ଗାଁରେ ଝାଡ଼ାବାନ୍ତି, ୮ ଆକ୍ରାନ୍ତ

ଭଞ୍ଜନଗର: ବଡ଼ପୋଦଣ୍ଡା ଗାଁରେ ଝାଡ଼ାବାନ୍ତି । ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ୮ ଜଣ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ ଜଣ ସୁସ୍ଥ ହୋଇ ଫେରିଥିବା ବେଳେ ବାକି ୪ ଜଣ ଚିକିତ୍ସାଧୀନ ଅଛନ୍ତି। ସେପଟେ ପିଇବା ପାଣିରୁ ସଂକ୍ରମଣ ହୋଇଥିବା ସନ୍ଦେହ କରାଯାଉଛି। ସେଥିପାଇଁ…

ବନ୍ୟା ବିତ୍ପାତ; ବୁଡିଲା ଭଗବାନ ବିଷ୍ଣୁଙ୍କ ଅନନ୍ତ ଶୟନ ମୂର୍ତ୍ତି

ଆସାମ ଏବଂ ଅରୁଣାଚଳ ପ୍ରଦେଶରେ ବନ୍ୟା ପରିସ୍ଥିତି ବିଗୁଡୁଥିବା ବେଳେ ପ୍ରବଳ ବର୍ଷା ନେଇ ରେଡ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ଏପରିକି ଜଲପାଇଗୁଡ଼ି, କଲିମପୋଙ୍ଗରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଖାଲି ଏତିକି ନୁହେଁ ଆସାମ ଗୌହାଟୀରେ ଥିବା ଭଗବାନ ବିଷ୍ଣୁଙ୍କ ଅନନ୍ତ ଶୟନ…

ବଢ଼ିଲା ଯୁକ୍ତ ଦୁଇ ନାମଲେଖା ଆବେଦନ ଅବଧି

ଭୁବନେଶ୍ୱର: ବଢ଼ିଲା +୨ ପ୍ରଥମ ବର୍ଷ ନାମଲେଖା ପାଇଁ ଆବେଦନ ଅବଧି। ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ନାମଲେଖା ଅବଧି ବୃଦ୍ଧି କରିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ବିଭାଗ । ପୂର୍ବରୁ ଆବେଦନର ଶେଷ ତାରିଖ ଜୁଲାଇ ୬ ଥିଲା । ଏବେ ଏହାକୁ ବୃଦ୍ଧି କରି ଜୁଲାଇ ୧୨ କରାଯାଇଅଛି । ସୂଚନା‌ ଅନୁଯାୟୀ…

ରାଜ୍ୟରେ ୩ ହଜାର ଟଙ୍କାକୁ ବଢିବ ଭତ୍ତା, ଚାଲିଛି ପ୍ରସ୍ତୁତି: ସାମଜିକ ସୁରକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ଜନତାଙ୍କ ପାଇଁ ଖୁସି ଖବ। ଏଣିକି ବଢିବ ଭତ୍ତା ଟଙ୍କା। ଭତ୍ତା ଟଙ୍କାକୁ ୩୦୦୦ ଟଙ୍କାକୁ ବୃଦ୍ଧି କରାଯିବ। ଏନେଇ ସାମଜିକ ସୁରକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଘୋଷଣା କରିଛନ୍ତି। ମଧୁବାବୁ ପେନସନ ଯୋଜନାରେ ବୃଦ୍ଧବୃଦ୍ଧା, ବିଧବା, ଦିବ୍ୟାଙ୍ଗ ଭତ୍ତା ୩ ହଜାର ଟଙ୍କାକୁ ବୃଦ୍ଧି…

ରାଷ୍ଟ୍ରପତିଙ୍କ ଗସ୍ତ ଅଞ୍ଚଳ ନୋ ଡ୍ରୋନ୍‌ ଜୋନ୍‌ ଘୋଷିତ

ଭୁବନେଶ୍ୱର: ଆସନ୍ତା ୬ ତାରିଖରେ ୪ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୬ ତାରିଖ ସନ୍ଧ୍ୟାରେ ଆସି ୯ ତାରିଖ ପର୍ଯ୍ୟନ୍ତ ରହିବେ ରାଷ୍ଟ୍ରପତି। ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ ପରିପ୍ରେକ୍ଷୀରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ସମୀକ୍ଷା…

ଆଦିତ୍ୟ ମହାପାତ୍ର ହେଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ

ଭୁବନେଶ୍ବର: ବଦଳିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ। ପୂର୍ବରୁ ଭିକେ ପାଣ୍ଡିଆନ୍ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ଥିବା ବେଳେ ବର୍ତ୍ତମାନ ତାଙ୍କ ଜାଗାରେ ନୂତନ ସଚିବଙ୍କୁ ନିଯୁକ୍ତ କରାଯାଇଛି। ବର୍ତ୍ତମାନ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ…

ପାକିସ୍ତାନକୁ ହଜମ ହେଉନି ଭାରତର ବିଶ୍ୱକପ୍ ବିଜୟ

ନୂଆଦିଲ୍ଲୀ: ଭାରତର ଟି-୨୦ ବିଶ୍ୱକପ୍ ବିଜୟ ପରେ ପାକିସ୍ତାନର ବହୁ ପୂର୍ବତନ ଓ ବର୍ତ୍ତମାନର କ୍ରିକେଟର ବଧାଇ ଜଣାଇଛନ୍ତି । ଅବଶ୍ୟ ଇଞ୍ଜାମାମ ଉଲ ହକ ଓ ସାହିଦ ଆଫ୍ରିଦିଙ୍କ ପରି କିଛି ପୂର୍ବତନ କ୍ରିକେଟର ହୁଏତ ଭାରତର ବିଜୟକୁ ସହଜରେ ହଜମ କରିପାରିନଥିବେ । ଖେଳକୁ ଖେଳ ଭାବନା ସହ ଅନେକ…

ଅଢେଇ ବର୍ଷର ଶିଶୁକନ୍ୟାଙ୍କୁ ଦୁଷ୍କର୍ମ: ଗିରଫ ହେଲା ଦୁଷ୍କର୍ମକାରୀ

ଭୁବନେଶ୍ବର: ରାଜଧାନୀରେ ଲଜ୍ଜା । ଅଢେଇ ବର୍ଷର ନାବାଳିକା ଝିଅଙ୍କୁ ଦୁଷ୍କର୍ମ । ଦୁଷ୍କର୍ମ କରି ଫରାର ହେଲା ଅଭିଯୁକ୍ତ । କାବୁ କଲା କମିସନରେଟ୍ ପୋଲିସ୍ । ତେବେ ଜଟଣୀ ଅଞ୍ଚଳରେ ଏଭଳି ନିନ୍ଦନୀୟ ଘଟଣା ଘଟିଥିବା ବେଳେ ଏନେଇ ପରିବାର ପକ୍ଷରୁ ଏୟାରଫିଲ୍ଡ ଥାନାରେ ଅଭିଯୋଗ ହୋଇ ମାମଲା…

ଶିକାର ବେଳେ ୪ ଶିକାରୀ ଗିରଫ; ବନ୍ଧୁକ ଜବତ, ଶିଆଳ ଉଦ୍ଧାର

ସୁବର୍ଣ୍ଣପୁର: ଉଲୁଣ୍ଡା ବନବିଭାଗକୁ ମିଳିଲା ବଡ଼ ସଫଳତା । ଆଜି ବନବିଭାଗ ପାଟ୍ରୋଲିଙ୍ଗ କରୁଥିବା ସମୟରେ ଚନ୍ଦଳି ଜଙ୍ଗଲ ଠାରେ ଶିକାର କରୁଥିଲେ କିଛି ବ୍ୟକ୍ତି। ଶିକାର ବେଳେ ୪ ଶିକାରଙ୍କୁ ଗିରଫ କଲା ବନବିଭାଗ। ସେମାନଙ୍କଠାରୁ ଗୋଟିଏ ବନ୍ଧୁକ ଓ ଗୋଟିଏ ଶିଆଳକୁ ଉଦ୍ଧାର କରିଛି ବନ ବିଭାଗ।…

କେନିଆରେ ହିଂସା, ଗଲାଣି ୩୯ ଜୀବନ

କେନିଆ: କେନିଆର‌େ ବଢୁଛି ହିଂସା। ସରକାରଙ୍କ ବି‌ରୋଧରେ ଜାରି ବିକ୍ଷ‌ୋଭରେ ଏଯାବତ୍ ୩୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୬୦ରୁ ଅଧିକ ବ୍ୟକ୍ତି ଗୁରୁତର ଥିବା ଜଣାପଡିଛି। ଆହୁରି ମଧ୍ୟ ନିଖୋଜ ଲୋକଙ୍କ ସଂଖ୍ୟା ୩୨ର‌େ ପହଞ୍ଚି ଥିବା ବେଳେ ୬୨୭ ଜଣ ଗିରଫ ହୋଇଛନ୍ତି। ସୂଚନା ଅନୁସାର‌େ…