Latest Odisha News

BREAKING NEWS

Yearly Archives

2024

‘ଶ୍ରୀମନ୍ଦିର ରତ୍ନଭଣ୍ଡାର ନିଶ୍ଚିତ ଖୋଲାଯିବ, ଆରମ୍ଭ ହୋଇଛି ପ୍ରକ୍ରିୟା’

ଭୁବନେଶ୍ବର: ଖୁବଶୀଘ୍ର ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖୋଲାଯାଇ ଗଣତି ମଣତି କରାଯିବ । ଏଥିପାଇଁ ଯାହା ପ୍ରକ୍ରିୟା ରହିଛି ତାହା ଆରମ୍ଭ ହୋଇଯାଇଛି ବୋଲି କହିଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ତେବେ ଏହାକୁ କେଉଁ ଦିନ ଖୋଲାଯିବ ସେନେଇ ବିଭାଗ ପକ୍ଷରୁ ଜଣାଇ ଦିଆଯିବ । ରତ୍ନଭଣ୍ଡାରରେ…

ନାରାୟଣପାଟଣାରେ କୌଣସି ଅଜଣା ରୋଗ ନୁହେଁ ତାହା ହାଡ଼ଫୁଟି, କୌଣସି ମୃତ୍ୟୁ ନାହିଁ: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: କୋରାପୁଟ ଜିଲ୍ଲା ନାରାୟଣପାଟଣାରେ କୌଣସି ଅଜଣା ରୋଗ ନୁହେଁ ବରଂ ଯାହା ଫଟୋ ଆସିଛି, ତାହା ହାଡ଼ଫୁଟି ବା ପାଣି ବସନ୍ତ ହୋଇଛି। ଏଠାରେ କୌଣସି ମୃତ୍ୟୁ ହୋଇନାହିଁ। ଏପରି ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର। ଗତକିଛି ଦିନ ହେବ ରାଜ୍ୟରେ…

୫-ଟି ସ୍କୁଲରେ ଦୁର୍ନୀତି ହୋଇଥିଲେ କାର୍ଯ୍ୟାନୁଷ୍ଠାନ ହେବ: ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ

ଭୁବନେଶ୍ୱର: ରାଜ୍ୟରେ ନୂଆ ସରକାର ଗଠନ ହେବା ପରେ ଆକ୍ସନ ମୁଡରେ ବିଭିନ୍ନ ବିଭାଗୀୟ ମନ୍ତ୍ରୀ। ବର୍ତ୍ତମାନ ଗଣଶିକ୍ଷା ମନ୍ତ୍ରୀ ୫-ଟି ଅଧୀନରେ ଥିବା ରାଜ୍ୟର ବହୁ ସ୍କୁଲରେ ହୋଇଥିବା ରୂପାନ୍ତରଣ କାର୍ଯ୍ୟରେ ଦୁର୍ନୀତି ହୋଇଛି ନା ନାହିଁ ତାହାର ତଦନ୍ତ କରିବାକୁ କହିଛନ୍ତି। ରାଜ୍ୟ ବିଦ୍ୟାଳୟ…

ତୁଟୁନି କେଜ୍ରିଓ୍ବାଲଙ୍କ ଅଡୁଆ, ଜାମିନ ଆବେଦନକୁ ସୁପ୍ରିମକୋର୍ଟଙ୍କ ରେଡ୍ ସିଗନାଲ

ନୂଆଦିଲ୍ଲୀ: କେଜ୍ରିଓ୍ବାଲଙ୍କ ବିବାଦ ଥମିବାର ନାଁ ନେଉନାହିଁ । ମୋଦି ବିରୋଧୀ ହେବା ଏବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ମହଙ୍ଗା ପଡିଛି । ଜେଲରୁ ବାହାରିବାର ସବୁ ବାଟ ଧିରେ ଧିରେ ବନ୍ଦ ହେବାରେ ଲାଗିଛି । ଏବେ ଜାମିନ ଶୁଣାଣି ନେଇ ସୁପ୍ରମକୋର୍ଟ ବି ନୂଆ ତାରିଖ…

ନବୀନ ନିବାସରେ ବିଜେଡି ରାଜ୍ୟସଭା ସାଂସଦଙ୍କ ବୈଠକ

ଭୁବନେଶ୍ୱର: ଆଜି ନବୀନ ନିବାସରେ ସଂସଦୀୟ ଦଳର ବୈଠକ ବସିଥିଲା। ବିଜେଡି ରାଜ୍ୟସଭା ସାଂସଦଙ୍କ ବୈଠକରେ ସୁପ୍ରିମୋ ନବୀନ ପଟ୍ଟନାୟକ ଅଧ୍ୟକ୍ଷତା କରିଛନ୍ତି। ରାଜ୍ୟସଭାରେ ଦଳର ଆଭିମୁଖ୍ୟକୁ ନେଇ ବୈଠକ ହୋଇଥିଲା। ଏହି ସମୟରେ ଦଳର ସୁପ୍ରିମୋ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ଗୃହରେ ବିରୋଧୀ…

ଏବେ ବି ଭାରତ ସେମିରୁ ବିଦା ହେବା ଭୟ ରହିଛି

ସେଂଟ ଲୁସିଆ: ଚଳିତ ଟି୨୦ ବିଶ୍ୱକପରେ ଭାରତ ଜବରଦସ୍ତ ପ୍ରଦର୍ଶନ ଜାରୀ ରଖିଛି । ସେମିଫାଇନାଲରେ ପ୍ରବେଶ ପାଇଁ ଭାରତ ତାର ଶେଷ ସୁପର ଏଇଟରେ ମ୍ୟାଚରେ ଅଷ୍ଟ୍ରେଲିଆକୁ ପରାସ୍ତ କରିବାକୁ ପଡିବ । ଭାରତ ସ୍ଥିତି ଭଲ ଥିଲେ ମଧ୍ୟ ଏବେ ବି ଭାରତର ସେମିଫାଇନାଲ ପ୍ରବେଶ ନିଶ୍ଚିତ ହୋଇନି । ଏପରିକି…

୧୦ ବର୍ଷ ପରେ ସେମିଫାଇନାଲରେ ଦକ୍ଷିଣ ଆଫ୍ରିକା, ଆୟୋଜକ ଟିମ ନିରାଶ

ଆଂଟିଗୁଆ: ଦକ୍ଷିଣ ଆଫ୍ରିକା ଚଳିତ ଟି୨୦ ବିଶ୍ୱକପ କ୍ରିକେଟର ସେମିଫାଇନାଲରେ ପ୍ରବେଶ କରିଛି । ଆୟୋଜକ ୱେଷ୍ଟଇଣ୍ଡିଜକୁ ଡକ୍ୱୱର୍ଥ ଲୁଇସ ନିୟମରେ ଦକ୍ଷିଣ ଆଫ୍ରିକା ୩ ୱିକେଟରେ ପରାସ୍ତ କରିଛି । ୧୦ ବର୍ଷ ପରେ ଦକ୍ଷିଣ ଆଫ୍ରିକା ସେମିକୁ ଉନ୍ନୀତ ହୋଇଛି । ସୂଚନାଯୋଗ୍ୟ, ଟି୨୦ ବିଶ୍ୱକପରେ ଆଜି…

ଜନ୍ମ ମାଟିରେ ରୋଡ ଶୋ କରୁଛନ୍ତି ମୋହନ ମାଝୀ, ସାଧାରଣ ସଭାରେ ଦେବେ ଉଦ୍ବୋଧନ

କେନ୍ଦୁଝର: ଜନ୍ମମାଟିରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଜନ୍ମମାଟିରେ ପାଦ ଥୋଇବା ପରେ ଭବ୍ୟ ସମ୍ବର୍ଦ୍ଧନାର ସହ ସ୍ବାଗତ କରିଛନ୍ତି ରାଇକଳା ବାସୀ । ଏହା ପରେ ଏକ ବିଶାଳ ରୋଡ ଶୋ ଯୋଗେ ରାଇକଳା ରାସ୍ତାରେ ନିଜ ମାଟି ଭାଇଙ୍କୁ ସମ୍ବୋଧିତ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ପରେ ଝୁମ୍ପୁରା…

ବଢୁଥିବା ଦରକୁ ନେଇ ମନ୍ତ୍ରୀ ଦେଲେ ନିର୍ଦ୍ଦେଶ, କହିଲେ ଆଳୁ ପିଆଜ ଯୋଗାଇବ ନାଫେଡ୍‌

ଭୁବନେଶ୍ବର: ହୁ ହୁ ହୋଇ ବଢିବାରେ ଲାଗିଛି ପରିବା ଦର । ଖାଉଟିଙ୍କ ମୁଣ୍ଡରେ ଏବେ ଚଡକ ପଡିଛି । ଦିନେ ଯେଉଁ ପରିବା ୨୦, ୩୦ରେ ମିଳୁଥିଲା, ତାହା ଏବେ ୮୦, ୧୦୦ ଛୁଇଁଲାଣି । କ’ଣ ଖାଇବେ, କେଉଁ ପରିବା କିଣିବେ ଲୋକେ ଚିନ୍ତାରେ ପଡିଥିବା ବେଳେ ଏବେ ଏହାକୁ ନେଇ ବଡ ବୟାନ ଦେଇଛନ୍ତି ଖାଦ୍ୟ…

ଧର୍ମାନୁଷ୍ଠାନରେ ଗୁଳିମାଡ଼, ୧୫ ପୋଲିସ କର୍ମଚାରୀ ନିହତ

ମସ୍କୋ: ଋଷିଆ ଦାଗେସ୍ତାନର ଏକ ଧର୍ମାନୁଷ୍ଠାନରେ ଆଖିବୁଜା ଗୁଳିମାଡ଼। ୫ ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ୧୫ ପୋଲିସ କର୍ମଚାରୀ ନିହତ ହୋଇଥିବା ସୂଚନା ରହିଛି। ଗୁଳିମାଡ଼ରେ ଆଉ ୧୨ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ଗୁଳିମାଡ଼ ସହ ଦୁର୍ବୃତ୍ତମାନେ ଧର୍ମାନୁଷ୍ଠାନରେ ନିଆଁ ଲଗାଇଛନ୍ତି। ପୋଲିସର…