Latest Odisha News

BREAKING NEWS

Yearly Archives

2024

ନିଜ ମାଟିରେ ମୁଖ୍ୟମନ୍ତ୍ରୀ, ଉତ୍ଫୁଲିତ କେନ୍ଦୁଝର ବାସୀ

କେନ୍ଦୁଝର; ମୁଖ୍ୟମନ୍ତ୍ରୀ ହେବା ପରେ ପ୍ରଥମ ଥର ପାଇଁ ଜନ୍ମମାଟି କେନ୍ଦୁଝରରେ ପାଦ ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଭବ୍ୟ ସମ୍ବର୍ଦ୍ଧନା ସହ ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ କରିଛନ୍ତି କେନ୍ଦୁଝରବାସୀ । ମନରେ ଭରି ରହିଛି ଅନେକ ଉତ୍କଣ୍ଠା ଓ ଉଦ୍ଦୀପନ । ନିଜ ମାଟିର ପୁଅକୁ…

ଗିରଫ ହେଲେ ଜେଡିଏସ୍ ନେତା ପ୍ରଜ୍ଜ୍ୱଳ ରେଭାନ୍ନାଙ୍କ ଭାଇ ସୂରଜ ରେଭାନ୍ନା

ନୂଆଦିଲ୍ଲୀ: ଗିରଫ ହେଲେ ଜେଡିଏସ୍ ନେତା ପ୍ରଜ୍ଜ୍ୱଳ ରେଭାନ୍ନାଙ୍କ ଭାଇ ସୂରଜ ରେଭାନ୍ନା । ଯୌନ ନିର୍ଯାତନା ଅଭିଯୋଗରେ ତାଙ୍କୁ ହାସନ ପୋଲିସ ଗିରଫ କରିଛି। ସୂରଜ ଜଣେ ଜେଡିଏସ କାର୍ଯ୍ୟକର୍ତ୍ତାଙ୍କ ସହ ଅପ୍ରାକୃତିକ ଯୌନ ସମ୍ପର୍କ ରଖିଥିବା ଅଭିଯୋଗ ହୋଇଥିଲା। ଅଭିଯୋଗର ପ୍ରାଥମିକ ଯାଞ୍ଚ ପରେ…

କବିତା ନିରଂତର : ଅଗଣିତ ନାଆଁ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘କବିତା ନିରଂତର’  ମନୁଷ୍ୟ, ଭୂଖଂଡ, ଈଶ୍ବରଂକୁ ସୁଦ୍ଧା ଦେଇ ଅଗଣିତ ନାଆଁ ପୂରା ପୃଥିବୀକୁ ଟିକିଟିକି କାଟି ଆମେ ଏତେ ହୀନମାନିଆ ନାଆଁକୁ ନେଇ ଚଳୁଛି କିମିଆ ଗାଆଁକୁ ନେଇ ଜଳୁଛି ନିଆଁ ବିଶ୍ବବାସୀ ସବୁ ଛାନିଆଁ ମାନିନେଉଁ ଏବେ…

ନିଟ୍ ବିବାଦ, ଆଜି ପୁଣି ନିଟ୍ ୟୁଜି ପରୀକ୍ଷା ଦେବେ ୧୫୬୩ ଛାତ୍ରଛାତ୍ରୀ

ନୂଆଦିଲ୍ଲୀ: ଦେଶରେ ନିଟ ପରୀକ୍ଷାକୁ ନେଇ ଜାରି ରହିଛି ଜୋରଦାର ଅସନ୍ତୋଷ। ଏହାରି ଭିତରେ ଆଜି ପୁଣି ହେବାକୁ ଯାଉଛି ନିଟ୍ ୟୁଜି ପରୀକ୍ଷା । ଗ୍ରେସ୍‌ ମାର୍କ ପାଇଥିବା ୧୫୬୩ ଛାତ୍ରଛାତ୍ରୀ କେବଳ ଏହି ପରୀକ୍ଷା ଦେବେ। ଜାତୀୟ ପରୀକ୍ଷା ଏଜେନ୍ସି (ଏନଟିଏ) ଏବଂ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର…

ଜିଦ୍ ରେ ଅଟଳ ଘରୋଇ ବସ୍ ସଂଘ, ବାରିପଦା ବସଷ୍ଟାଣ୍ଡରୁ ଗଡିଲା ୧୪ଟି ସରକାରୀ ବସ୍‌

ବାରିପଦା: ବାରିପଦା ବସଷ୍ଟାଣ୍ଡରୁ ଗଡିଲା ୧୪ଟି ସରକାରୀ ବସ୍‌ । ପ୍ରଶାସନର ହସ୍ତକ୍ଷେପ ପରେ ଆରଟିଓଙ୍କ ଉପସ୍ଥିତିରେ ପ୍ରଥମ ପର୍ଯ୍ୟାୟରେ ୧୪ଟି ସରକାରୀ ବସ୍ ଗଡ଼ିଛି । ଘରୋଇ ବସ୍‌ ଚଳାଚଳ ବନ୍ଦ ଥିବାରୁ ବାରିପଦାରେ ସରକାରୀ ବସ୍ ଗଡିଛି । ସମୟ ନିର୍ଘଣ୍ଟକୁ ନେଇ ହଣାକଟା ପରେ ଗତକାଲିଠି…

ସ୍ଥଗିତ ହେଲା ନିଟ- ପିଜି ପ୍ରବେଶିକା ପରୀକ୍ଷା

ନୂଆଦିଲ୍ଲୀ: ନିଟ୍-ୟୁଜି ଏବଂ ୟୁଜିସି-ଏନଇଟି’ରେ ହୋଇଥିବା ଅନିୟମିତତାକୁ ନେଇ ଦେଶରେ ବଡ ବିବାଦ ଜାରି ରହିଥିବା ବେଳେ ରାଷ୍ଟ୍ରୀୟ ପରୀକ୍ଷା ବୋର୍ଡ ଦ୍ୱାରା ଆୟୋଜିତ ହେବାକୁ ଥିବା ନିଟ-ପିଜି ପ୍ରବେଶିକା ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ଏହି ପରୀକ୍ଷା ଆଜି ଅନୁଷ୍ଠିତ ହେବାର ଥିଲା। ଖୁବଶୀଘ୍ର…

ମର୍ମନ୍ତୁଦ ସଡକ ଦୁର୍ଘଟଣା,ସଫେଇ କର୍ମଚାରୀଙ୍କ ଉପରେ ମାଡ଼ିଗଲା ଟ୍ରକ୍‌

ମାଲକାନଗିରି: ମାଲକାନଗିରି ଡିଏମକେ ଛକରେ ସିରିଜ୍‌ ଦୁର୍ଘଟଣା । ସଫେଇ କର୍ମଚାରୀଙ୍କ ଉପରେ ମାଡ଼ିଗଲା ଟ୍ରକ୍‌ । ମହିଳା ସଫେଇ କର୍ମଚାରୀଙ୍କୁ ଧକ୍କାଦେଇ ସାଇକେଲକୁ ପିଟିଲା ଟ୍ରକ । ଘଟଣାସ୍ଥଳରେ ସଫେଇ କର୍ମଚାରୀ ମୃତ, ସାଇକେଲ ଆରୋହୀ ଗୁରୁତର । ଦୁର୍ଘଟଣା ପରେ ଗାଡ଼ି ଛାଡ଼ି ଟ୍ରକ୍‌…

ଜ୍ୱରରେ କମ୍ପୁଛନ୍ତି ମହାପ୍ରଭୁ, ଅଣସର ଘରେ ଚାଲିଛି ଗୁପ୍ତସେବା

ପୁରୀ: ସୁନା କୂଅରୁ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ ଜ୍ୱରରେ ପଡ଼ିଛନ୍ତି ମହାପ୍ରଭୁ। ଅସୁସ୍ଥତା ଯୋଗୁ ଅଣସର ବାସରେ ରହିଛନ୍ତି ଶ୍ରୀବିଗ୍ରହ। ବିଳମ୍ବିତ ରାତିରେ ସ୍ନାନବେଦିରୁ ବାହୁଡ଼ା ପହଣ୍ଡିରେ ଯିବା ବେଳେ ଅଣସର ପିଣ୍ଡିରେ ଅଟକିଛନ୍ତି ତିନି ଠାକୁର। କେବଳ ଏକ ଦୀପକୁ ଛାଡ଼ିଦେଲେ ଅଣସର…

ଜଳିଗଲା ଆମ୍ବୁଲାନ୍ସ, ୪ ଗୁରୁତର

ଜଳେଶ୍ୱର: ଟ୍ରକ୍‌କୁ ପିଟିଲା ଆମ୍ବୁଲାନ୍ସ । ଦୁର୍ଘଟଣା ପରେ ହୁତୁ ହୁତୁ ହୋଇ ଜଳିଗଲା ଆମ୍ବୁଲାନ୍ସ । ଏନ୍‌ଏଚ୍‌-୧୬ ମିରିଗିମୁଣ୍ଡି ଛକରେ ଘଟିଛି ଦୁର୍ଘଟଣା । ଦୁର୍ଘଟଣାରେ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ୪ ଗୁରୁତରଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ…

ଶରୀର ପାଇଁ ବରଦାନ ଗିଲୋଇ, ମଧୁମେହ ନିୟନ୍ତ୍ରଣ କରିବା ପାଇଁ କରନ୍ତୁ ବ୍ୟବହାର

ଭୁବନେଶ୍ଵର: ଆମେ ପ୍ରକୃତି କୋଳରୁ ଜନ୍ମିତ । ପ୍ରକୃତିରେ ଥିବେ ବିଭିନ୍ନ ଔଷଧିୟ ବୃକ୍ଷ ନାନା ପ୍ରକାରର ରୋଗରୁ ଆମକୁ ରକ୍ଷା କରିବାରେ ସହାୟକ ହୋଇଥାଏ । ସୁସ୍ଥ ଜୀବନଶୈଳୀ ପାଇଁ ପ୍ରକୃତିର ଏକ ବରଦାନ ହେଉଛି ଗୁଳୁଚି । ଯାହାକୁ ଗିଲୋଇ ମଧ୍ୟ କୁହାଯାଏ । ଏହା ଆମ ଶରୀର ପାଇଁ ବହୁ ଲାଭଦାୟକ…