Latest Odisha News

BREAKING NEWS

Yearly Archives

2025

ତୁର୍କୀ ଉପରେ ଭାରତର ପ୍ରହାର; ତୁର୍କୀ ଏୟାରଲାଇନ୍ସ ସହିତ ଡିଲ ସମାପ୍ତ କରିବ ଇଣ୍ଡିଗୋ

ନୂଆଦିଲ୍ଲୀ:ଭାରତର ଶତ୍ରୁ ଦେଶ ପାକିସ୍ତାନକୁ ତୁର୍କୀର ସମର୍ଥନ ପରେ ଭାରତ ଏବଂ ତୁର୍କୀ ମଧ୍ୟରେ ସମ୍ପର୍କ ତିକ୍ତ ହେବାରେ ଲାଗିଛି । ଏବେ ଏହି ତିକ୍ତତାର ପ୍ରଭାବ ବିମାନ ଚଳାଚଳ କ୍ଷେତ୍ର ଉପରେ ମଧ୍ୟ ସ୍ପଷ୍ଟ ଭାବରେ ଦେଖିବାକୁ ମିଳିଛି । ଶୁକ୍ରବାର ଦିନ ଭାରତ ସରକାର ଦେଶର  ବଡ଼ ଘରୋଇ…

ଇ-କମର୍ସ ପ୍ଲାଟଫର୍ମରେ ୱ।କିଟକି ଓ ଅନ୍ୟ ଯନ୍ତ୍ରାଂଶ ବିକ୍ରି ଲାଗି ନିର୍ଦ୍ଦେଶାବଳୀ ଜାରି କଲେ ସରକାର

ନୂଆଦିଲ୍ଲୀ: ଖାଉଟି କଲ୍ୟାଣ ମନ୍ତ୍ରଣାଳୟ ଅଧୀନରେ କାମ କରୁଥିବା କେନ୍ଦ୍ରୀୟ ଖାଉଟି ସୁରକ୍ଷା ଅଧିକାରୀ ଇ-କମର୍ସ ପ୍ଲାଟଫର୍ମରେ ଉପଲବ୍ଧ ବେଆଇନ ତାଲିକାଭୁକ୍ତ ରେଡିଓ ଯନ୍ତ୍ର ଓ ଯନ୍ତ୍ରାଂଶ ଉପରେ ମାର୍ଗଦର୍ଶିକା ଜାରି କରିଛନ୍ତି । ଏହି ତାଲିକାରେ ୱ।କିଟକି ସମେତ ଅନ୍ୟ ରେଡିଓ ଯନ୍ତ୍ର ଓ…

କଟକରେ ଦ୍ବିତୀୟ କୋଭିଡ୍ ଆକ୍ରାନ୍ତ ଚିହ୍ନଟ

କଟକ: ପୁଣି ଥରେ କରୋନା ଭୟ ଦେଖାଗଲାଣି । ଦିନକୁଦିନ ପୁଣି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। କଟକ ସହରରେ ଦ୍ବିତୀୟ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ସକାଳେ କଟକରେ ପ୍ରଥମ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । କଟକରେ ଚିହ୍ନଟ ହୋଇଥିବା ୨ୟ କରୋନା…

ଆତ୍ମସମର୍ପଣ କଲେ ୧୭ ମାଓବାଦୀ; ଆର୍ଥିକ ସହାୟତା ସହ କରାଯିବ ଆତ୍ମନିର୍ଭରଶୀଳ

ମାଲକାନଗିରି: ଶୁକ୍ରବାର ଦିନ ସୀମାନ୍ତ ତେଲେଙ୍ଗାନାର ଭଦ୍ରାଦ୍ରି କୋଥାଗୁଡେମ୍ ଜିଲ୍ଲା ପୋଲିସ ଅଧୀକ୍ଷକ ବି ରୋହିତ ରାଜୁଙ୍କ ନିକଟରେ ୪ ଦୁର୍ଦ୍ଦାନ୍ତ କ୍ୟାଡରଙ୍କ ସମେତ ୧୭ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି।'ଅପରେସନ୍ ଚେୟୁଥା' ଅନ୍ତର୍ଗତ କଲ୍ୟାଣକାରୀ ପଦକ୍ଷେପ ପ୍ରତି ଆକର୍ଷିତ ହେବା…

ରଥଯାତ୍ରାରେ ଟ୍ରାଫିକ ପରିଚାଳନା ଉପରେ ପ୍ରାଧାନ୍ୟ, କୋଣାର୍କରୁ ପୁରୀରେ ଲାଗିବ କଟକଣା

କଟକ: ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ ଶ୍ରୀକ୍ଷେତ୍ର ପୁରୀକୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିବ । ଶ୍ରଦ୍ଧାଳୁଙ୍କ ସୁଗମ ପରବହନକୁ ଆଖି ଆଗରେ ରଖି ରାଜ୍ୟ ପରିବହନ ପ୍ରାଧିକରଣ ପକ୍ଷରୁ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଛି । ପ୍ରାଧିକରଣର ମୁଖ୍ୟାଳୟରେ ରାଜ୍ୟ ପରିବହନ ଆୟୁକ୍ତ ଅମିତାଭ…

୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ଗଲେ ଇଡି ଡେପୁଟି ଡାଇରେକ୍ଟର

ଭୁବନେଶ୍ବର: ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ଗଲେ ଇଡିର ଡେପୁଟି ଡାଇରେକ୍ଟର ଚିନ୍ତନ ରଘୁବଂଶୀ। ଆଜି ଭୁବନେଶ୍ୱର CBI କୋର୍ଟରେ ହାଜର କରାଯିବା ପରେ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଲାଞ୍ଚ ନେବା ବେଳେ ଇଡି ଡେପୁଟି ଡାଇରେକ୍ଟର ଚିନ୍ତନ ରଘୁବଂଶୀ ଗତକାଲି ସିବିଆଇ ହାତରେ…

ବଲାଙ୍ଗୀରରେ ସାମ୍ବାଦିକଙ୍କୁ ମାଡ଼ ମାମଲା: ନିଜ ଆଡ଼ୁ ମାମଲା ରୁଜୁ କଲା ଜାତୀୟ ମାନବାଧିକାର କମିଶନ

ଭୁବନେଶ୍ବର: ମେ ୨୫ ତାରିଖରେ ଓଡ଼ିଶାର ବଲାଙ୍ଗୀର ଜିଲ୍ଲାର କୁଲାଥିପାଲି ଗାଁରେ ଏକ ନିର୍ମାଣ ସ୍ଥାନରେ ଦୁର୍ନୀତି ଅଭିଯୋଗର ରିପୋର୍ଟ କରୁଥିବା ଜଣେ ଟିଭି ସାମ୍ବାଦିକଙ୍କୁ ହୋଇଥିବା ଆକ୍ରମଣ ମାମଲାରେ ଜାତୀୟ ମାନବାଧିକାର କମିଶନ (ଏନଏଚଆରସି) ନିଜ ଆଡ଼ୁ ମାମଲା ରୁଜୁ କରିଛନ୍ତି । ଗଣମାଧ୍ୟମ…

ବ୍ୟକ୍ତିଙ୍କ ଶରୀରରୁ ୮.୭ କେଜି ଓଜନର କିଡନୀ ମାସ ଅପସାରଣ କରି ରେକର୍ଡ କଲା ଏମ୍ସ ଭୁବନେଶ୍ୱର

ଭୁବନେଶ୍ୱର: ଏମ୍ସ ଭୁବନେଶ୍ୱରରେ ବିରଳ ଅପରେଶନ । ଜଣେ ୫୦ ବର୍ଷୀୟ ବ୍ୟକ୍ତିଙ୍କ ଶରୀରରୁ ସଫଳତାର ସହ ୮.୭ କିଲୋଗ୍ରାମ ଓଜନର ଭାରତର ସବୁଠାରୁ ବଡ଼ କିଡନୀ ମାସକୁ ଅପସାରଣ କରାଯାଇଛି । ବ୍ୟକ୍ତି ଜଣକ ଅଟୋସୋମାଲ ଡୋମିନାଣ୍ଟ ପଲିସିଷ୍ଟିକ କିଡନୀ ଡିଜିଜ (ଏଡିପିକେଡି) ନାମକ ଜେନେଟିକ ରୋଗରେ…

ମୌସୁମୀ ସମୟରେ ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ ଦୃଢ଼ ସୁରକ୍ଷା ବ୍ୟବସ୍ଥାର ତଦାରଖ କଲା ପୂର୍ବତଟ ରେଳପଥ

ଭୁବନେଶ୍ବର: ମୌସୁମୀ ପ୍ରସ୍ତୁତି ଅଭ୍ୟାସର ଏକ ଅଂଶ ଭାବରେ ପୂର୍ବତଟ ରେଳପଥ ଏହାର ସାଙ୍କେତିକ ପ୍ରଣାଳୀର ନିରବଚ୍ଛିନ୍ନ କାର୍ଯ୍ୟ ଏବଂ ବନ୍ୟାପ୍ରବଣ ଅଞ୍ଚଳଗୁଡ଼ିକରେ ସୁରକ୍ଷିତ ଟ୍ରେନ ପରିଚାଳନା ସୁନିଶ୍ଚିତ କରିବା ପାଇଁ ସକ୍ରିୟ ଏବଂ ଆଗୁଆ ନିରାପତ୍ତା ପଦକ୍ଷେପଗୁଡ଼ିକର ଏକ ଶୃଙ୍ଖଳା…

ପାକ୍ ଆକ୍ରମଣରେ ପ୍ରଭାବିତ ଗୁରୁଦ୍ୱାର ପରିଦର୍ଶନ କଲେ ଅମିତ ଶାହ, ପୀଡିତ ପରିବାରକୁ ବାଣ୍ଟିଲେ ନିଯୁକ୍ତି ପତ୍ର

ଶ୍ରୀନଗର:କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଶୁକ୍ରବାର ଜମ୍ମୁ-କାଶ୍ମୀରର ପୁଞ୍ଚ ଜିଲ୍ଲା ଗସ୍ତ କରିଥିଲେ। ଏହି ଗସ୍ତରେ ସେ ପାକିସ୍ତାନର ଗୁଳିମାଡ଼ ଦ୍ୱାରା ପ୍ରଭାବିତ ଲୋକଙ୍କୁ ଭେଟିଥିଲେ ଏବଂ ପାକିସ୍ତାନର ଆକ୍ରମଣରେ ପ୍ରଭାବିତ ସିଂହ ସଭା ଗୁରୁଦ୍ୱାର ପରିଦର୍ଶନ ମଧ୍ୟ କରି ସେଠାରେ ପୂଜା…